Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଝାଡ଼ଖଣ୍ଡ ବିଜୟ ପରେ ଏବେ ବିହାରରେ ଲଢିବ ଜେଏମଏମ , ୧୨ ଆସନରୁ ଦେବ ପ୍ରାର୍ଥୀ

ପାଟନା: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ବର୍ତ୍ତମାନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ପାର୍ଟି ବିହାରର ୧୨ ଟି ବିଧାନସଭା ଆସନରେ ନିର୍ବାଚନ ଲଢିବ। ଏନେଇ ଦଳ ପକ୍ଷରୁ କୁହାଯାଇଛି, ଝାଡଖଣ୍ଡ ଏବଂ ବିହାରର ସୀମାନ୍ତ ଅଞ୍ଚଳରେ ଦଳର ଦୃଢ ସଂଗଠନ ରହିଛି। ତେଣୁ ଦଳ ବିହାରର…

ଏନଟିସିଏ ଚିଠି ପରେ ଶିମିଳିପାଳ ଫେରୁଛି ଜିନତ

ଭୁବନେଶ୍ବର: ବାଘୁଣୀ ଜିନତ ନେଇ ଆସିଛି ନୂଆ ଅପଡେଟ। ବନ ବିଭାଗକୁ ନାକେଦମ କରିବା ସହ ନାନା କଳ୍ପନାଯଳ୍ପନା ପରେ ଅଲିପୁର ଚିଡ଼ିଆଖାନାରୁ ଶିମିଳିପାଳ ଫେରୁଛି  ଜିନତ। ସେଠାରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ସ୍ବତନ୍ତ୍ର ବ୍ୟବସ୍ଥାରେ ଜିନତକୁ ଅଣାଯାଉଛି। ବୁଧବାର ସକାଳ ସୁଦ୍ଧା ଶିମିଳିପାଳରେ…

ନବବର୍ଷ ପାଇଁ ପୁରୀରେ ଅସମ୍ଭାଳ ଭିଡ, ରାତି ସାଢ଼େ ୧୨ ଟା ସୁଦ୍ଧା ହେବ ଦ୍ଵାର ଫିଟା ନୀତି

ପୁରୀ: ଇଂରାଜୀ ନବବର୍ଷରେ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ। ନବ ବର୍ଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ। ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ପୁରୀରେ ପହଞ୍ଚୁଛନ୍ତି । ନୂଆ ବର୍ଷରେ ଶ୍ରୀମନ୍ଦିରରେ ହେବାକୁ ଥିବା ଭକ୍ତ ସମାଗମ ତଥା ଭିଡ଼କୁ…

ଦେଶବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ନୂଆ ବର୍ଷ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି 'ଏକ୍ସ'ରେ ତାଙ୍କ ବାର୍ତ୍ତା ପୋଷ୍ଟରେ କହିଛନ୍ତି ଯେ, ନୂତନ ବର୍ଷର ଶୁଭ ଅବସରରେ ମୁଁ ଭାରତ ତଥା ବିଦେଶରେ ରହୁଥିବା ସମସ୍ତ ନାଗରିକଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ…

ନୂଆବର୍ଷରୁ ପ୍ରବଳ ଶୀତ, ଘନକୁହୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ନୂଆବର୍ଷରେ ଶୀତରେ ଥରିବ ରାଜ୍ୟ। ଶୁଖିଲା ପାଗ ସହ ପ୍ରବଳ ଶୀତ ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛି ରାଜ୍ୟ ପାଣିପାଗ ବିଭାଗ। ଆଜିଠାରୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଶୁଖିଲା ପାଗ ରହିବା ସହିତ ଶୀତ ବଢିବ। ଏହାସହ ରାତି ସମୟରେ ତାପମାତ୍ରା…

ପ୍ରବାସୀ ଭାରତୀୟ ଦିବସ: ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି

ଭୁବନେଶ୍ୱର: ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତା ଜାନୁଆରୀ ମାସ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି । ସ୍ଥାନୀୟ ଜନତା ମଇଦାନଠାରେ ମହାସମାରୋହରେ ଏହା ପାଳନ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ…

ନୂଆବର୍ଷ ପାଳିବେନି ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାତି ପାହିଲେ ୨୦୨୪କୁ ବିଦାୟ ଦେଇ ପାଦ ଥାପିବ ୨୦୨୫ । ନୂଆବର୍ଷକୁ ସ୍ୱାଗତ କରିବାକୁ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ ରହିଛି । ହେଲେ ଏଥର ନୂଆ ବର୍ଷ ପାଳିବେନି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ…

୨୪ର ଚର୍ଚ୍ଚିତ ରାୟ: ଜାଣନ୍ତୁ କ’ଣ ଥିଲା ନିଷ୍ପତ୍ତି

ନୂଆଦିଲ୍ଲୀ: ବିଦାୟୀ ବର୍ଷରେ ସୁପ୍ରିମକୋର୍ଟ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ। ସମ୍ବିଧାନ ପ୍ରସ୍ତାବନାରୁ ଧର୍ମନିରପେକ୍ଷ ଓ ସମାଜବାଦ ଶବ୍ଦ ହଟାଇବା, ନିର୍ବାଚନୀ ବଣ୍ଡକୁ ରଦ୍ଦ କରିବା, କୋଟା ପ୍ରସଙ୍ଗ ଓ ଧର୍ମପୀଠ ସର୍ଭେକୁ ନେଇ ସୃଷ୍ଟି ବିବାଦ ଭଳି ଅନେକ…

ଜୟପୁରରେ ୨୯ ଟନ୍ ଅମ୍ଳଜାନ ଟ୍ୟାଙ୍କରରୁ ଅକ୍ସିଜେନ୍ ଲିକ୍, ତାପରେ…

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ପୁଣି ଅଘଟଣ । ମଙ୍ଗଳବାର ସନ୍ଧ୍ୟାରେ ବିକେଆଇ ରୋଡ୍ ନମ୍ବର ୧୮ରେ ଅବସ୍ଥିତ ଅଜମେରା ଅମ୍ଳଜାନ ଗ୍ୟାସ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଘଟଣା ସାମ୍ନାକୁ ଆସିଛି । ପ୍ଲାଣ୍ଟର ୨୯ ଟନ୍ ଅମ୍ଳଜାନ ଟ୍ୟାଙ୍କରର ବଲ୍ବ ଭାଙ୍ଗି ଯିବାଫଳରେ ୨୦୦-୩୦୦ ମିଟର ପର୍ଯ୍ୟନ୍ତ…

ରାଜ୍ୟର ୮ ଜଣ ଆଇପିଏସ୍ ଅଫିସରଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର: ଓଡିଶାର ୮ ଜଣ ଆଇପିଏସ୍ ଅଫିସରଙ୍କୁ ମିଳିଲା ପଦୋନ୍ନତି । ଏହା ସହ ୩ ଜଣ ଆଇପିଏସ ଅଫିସରଙ୍କୁ ମିଳିଲା ଡିଆଇଜି ପାହ୍ୟା । ୨୦୦୦ ବ୍ୟାଚ୍‌ ଆଇପିଏସ୍ ଅଫିସର ଯତୀନ୍ଦ୍ର କୋୟଲଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ୨୦୦୦ ବ୍ୟାଚ୍‌…