Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୪ ଓଡିଆଙ୍କୁ ‘ପଦ୍ମଶ୍ରୀ’: ଜାଣନ୍ତୁ କିଏ କେଉଁ କ୍ଷେତ୍ରରେ ପାଇବେ ପୁରସ୍କାର

ଭୁବନେଶ୍ବର: ୭୬ ତମ ଗଣତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। କଳା, ସମାଜସେବା, ଚିକିତ୍ସା, ଶିଳ୍ପ, ସାହିତ୍ୟ, କୀଡ଼ା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ୍ ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ…

ମେଜର ମନଜିତ ଓ ଦିଲବର ଖାନଙ୍କୁ କୀର୍ତ୍ତି ଚକ୍ର ପୁରସ୍କାର

ନୂଆଦିଲ୍ଲୀ: ୭୬ ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୯୩ ସଶସ୍ତ୍ର ବଳ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ କର୍ମଚାରୀଙ୍କ ବୀରତା ପୁରସ୍କାରକୁ ମଞ୍ଜୁରୀ ଦେଇଛନ୍ତି। ୯୩ ବୀରତା ପୁରସ୍କାର ମଧ୍ୟରେ ରହିଛି ୨ କୀର୍ତ୍ତି ଚକ୍ର ( ୧ ମରଣୋତ୍ତର) ଓ ୧୪…

ନ୍ୟାୟ ଆମ ସଂସ୍କୃତିର ଅଭିନ୍ନ ଅଙ୍ଗ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ୭୬ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧିତ କରିଛନ୍ତି। ଗଣତନ୍ତ୍ର ଦିବସ ଅବସରରେ ସେ  ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୭୫ବର୍ଷ ପୂର୍ବେ, ୨୬ ଜାନୁଆରୀରେ, ଭାରତର ସମ୍ବିଧାନ କାର୍ଯ୍ୟକାରୀ…

ଚନ୍ଦନପୁର ନିକଟରେ ସିରିଜ ଦୁର୍ଘଟଣା: ୧୫ରୁ ଉର୍ଦ୍ଧ୍ବ ଆହତ

ପୁରୀ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଚନ୍ଦନପୁର ନିକଟ ସମଯାଜପୁର ଓଭରବ୍ରିଜ୍ ଉପରେ ସିରିଜ ଦୁର୍ଘଟଣା । ଏକ ବାଲି ବୋଝେଇ ଟିପର୍ ର ଚକା ଫାଟିଯିବାରୁ ତାହା ମରାମତି ପାଇଁ ରାସ୍ତା ପାର୍ଶ୍ଵରେ ଠିଆ ହୋଇଥିଲା । ଏପଟେ ୩୫ରୁ ଅଧିକ ଯାତ୍ରୀଙ୍କୁ ନେଇ ଆସୁଥିବା ମୋ ବସ୍ ପଛପଟୁ ପ୍ରଥମେ ଟିପର୍ କୁ…

ପଦ୍ମ ପୁରସ୍କାର-୨୦୨୫: ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ଚାଷୀଙ୍କୁ ମିଳିବ ପଦ୍ମଶ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପଦ୍ମ ପୁରସ୍କାର ୨୦୨୫ ଘୋଷଣା କରିଛନ୍ତି । ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ମଧ୍ୟରୁ ଅନ୍ୟତମ । ଡ. ନୀରଜା ଭଟଲା, ଭୀମ ସିଂ ଭବେଶ, ପି ଦଚନମୂର୍ତ୍ତି ଏବଂ ଏଲ୍ ହ୍ୟାଙ୍ଗଥିଙ୍ଗଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ…

ଗୁଦୁରାମୁଣ୍ଡା ଗାଁରେ ଗୋଷ୍ଠୀ ସଂଘର୍ଷ; ଚାଲିଗଲା ଜଣଙ୍କ ଜୀବନ

ବରଗଡ:ମଦ ଭାଟିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି । ବରଗଡ଼ ଭେଡେନ ଥାନା ଅନ୍ତର୍ଗତ ଅରେଇଗୁଡ଼ି ପଞ୍ଚାୟତ ଗୁଦୁରାମୁଣ୍ଡା ଗାଁରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି । ମୃତକ ଜଣକ ହେଲା ମହେଶ୍ବର ବେହେରା। ମହେଶ୍ୱର ଓ ତାଙ୍କ…

ଉତ୍କର୍ଷ ଓଡିଶା କନକ୍ଲେଭ; ୫ ଲକ୍ଷର ପୁଞ୍ଜିନିବେଶ ଆଶା

ଭୁବନେଶ୍ୱର: ଉତ୍କର୍ଷ ଓଡିଶା–ମେକ୍ ଇନ୍ ଓଡିଶା କନ୍କ୍ଲେଭ୍ ୨୦୨୫। ଭୁବନେଶ୍ୱରର ଜନତା ମଇଦାନରେ ତିନି ଦିନ ଧରି ଆୟୋଜିତ ହେବ ଉତ୍କର୍ଷ ଓଡିଶା ପୁଂଜିନିବେଶ ଶିଖର ସମ୍ମିଳନୀ। ୨୦୨୫ ଜାନୁଆରୀ ୨୮ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ସମ୍ମିଳନୀ। ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ର ପ୍ରାଥମିକ…

ପୋଷ୍ଟ ଅଫିସ୍ ଆରଡି ସ୍କିମ୍: ଦୈନିକ ୧୦୦ଟଙ୍କା ନିବେଶ କରି ୨ଲକ୍ଷରୁ ଅଧିକ ପାଣ୍ଠି କରନ୍ତୁ ଜମା

ଭୁବନେଶ୍ବର: ଯଦି ଆପଣ ପ୍ରତି ମାସରେ ଟଙ୍କା ସଞ୍ଚୟ କରିବେ କେମିତି ଭାବୁଛନ୍ତି, ତେବେ ଡାକଘରର ଆରଡି(RD ପୁନରାବୃତ୍ତି ଜମା) ଯୋଜନା ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରିବ । ଏହି ଯୋଜନାରେ,ଆପଣ ପ୍ରତିଦିନ ମାତ୍ର ଶହେ ଟଙ୍କା ଜମା କରି ପାଞ୍ଚ ବର୍ଷ ମଧ୍ୟରେ ଭଲ ପରିମାଣର ଟଙ୍କା ସଞ୍ଚୟ…

ଏଠାରେ ଲୁଚି ରହିଛି ମାଉଣ୍ଟ ଏଭରେଷ୍ଟଠାରୁ ୧୦୦ ଗୁଣ ଉଚ୍ଚ ଏକ ପର୍ବତ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମାଉଣ୍ଟ ଏଭରେଷ୍ଟ ହେଉଛି ବିଶ୍ୱର ସବୁଠାରୁ ଉଚ୍ଚ ଶୃଙ୍ଗ। ଏହାଠାରୁ ମଧ୍ୟ ଅଧିକ ଉଚ୍ଚ ଶୃଙ୍ଗ ରହିଛି ଯାହା ଆପଣ କେବେ କଳ୍ପନା କରିନଥିଲେ। ପ୍ରକୃତରେ, ନେଚର ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣା ନିଶ୍ଚିତ କରିଛି ଯେ ପୃଥିବୀରେ ଏକ ଶିଖର ଅଛି ଯାହା ମାଉଣ୍ଟ ଏଭରେଷ୍ଟଠାରୁ ୧୦୦ ଗୁଣ ଅଧିକ ଉଚ୍ଚ।…

ସରକାରଙ୍କ ଭୁଲ, ଶାହାରୁଖଙ୍କୁ ଲାଭ: ବଙ୍ଗଳା ‘ମନ୍ନତ’ ପାଇଁ ମିଳିବ ୯ କୋଟି ଟଙ୍କା

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ବଙ୍ଗଳା 'ମନ୍ନତ' ମଧ୍ୟ ତାଙ୍କ ପରି ବହୁତ ଲୋକପ୍ରିୟ। ପ୍ରତି ସପ୍ତାହରେ ହଜାର ହଜାର ପ୍ରଶଂସକ ଶାହରୁଖଙ୍କୁ ଦେଖିବା ପାଇଁ ଏହି ବଙ୍ଗଳାକୁ ଆସନ୍ତି। ଶାହରୁଖ ମଧ୍ୟ ତାଙ୍କ ପ୍ରଶଂସକମାନଙ୍କୁ ନିରାଶ କରନ୍ତି ନାହି। ଶାହରୁଖଙ୍କର ଗୋଟିଏ ଝଲକ…