Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନୂଆ ସରକାରଙ୍କ ପୁରୁଣା ବର୍ଷ

ଭୁବନେଶ୍ବର: ବର୍ଷ ୨୦୨୪ ଓଡିଶା ରାଜନୀତିରେ ଆଣିଥିଲା ଟର୍ଣ୍ଣିଂ ପଏଣ୍ଟ । ୨୪ବର୍ଷର ବିଜେଡି ଶାସନରେ ବ୍ରେକ୍ ଲଗାଇ ପ୍ରଥମ ଥର ପାଇଁ ବିଜେପି କ୍ଷମତାକୁ ଆସିଥିଲା । ଲୋକଙ୍କ ସରକାରର ନାରା ଲଗାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଅନେକ ସମୟରେ ଭିନ୍ନ ଭିନ୍ନ କାରଣକୁ ନେଇ ବିରୋଧୀଙ୍କ…

କେଜ୍ରିଓ୍ବାଲଙ୍କ ଆଗରେ ଡବଲ୍ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ରୋଚକ ମୁକାବିଲା । ଆମ୍ ଆଦମୀ ପାର୍ଟି ଆଗରେ ଡବଲ୍ ଚ୍ୟାଲେଞ୍ଜ । ଦିଲ୍ଲୀ ନିର୍ବାଚନରେ ମୁଖ୍ୟ ଲଢେଇ ବିଜେପି ଓ ଆପ୍ ମଧ୍ୟରେ ହେବ ବୋଲି କୁହାଯାଉଥିଲା । ହେଲେ କଂଗ୍ରେସ ସକ୍ରିୟ ହେବା ପରେ ଏବେ ତ୍ରିକୋଣୀୟ ମୁକାବିଲା ହେବ। ବିଜେପି ଅପେକ୍ଷା ଆପ୍ ବିରୋଧରେ…

ବିଶ୍ବର ସବୁଠାରୁ ଦ୍ରୁତତମ ଟ୍ରେନ୍…ଚାଇନାର ‘ପ୍ରୋଟୋଟାଇପ୍’

ନୂଆଦିଲ୍ଲୀ: ପୁଣି ଟେକନୋଲୋଜିରେ ନିଜର ପାରିଦର୍ଶିତା ଦେଖାଇଛି ଚୀନ । ବିଶ୍ବକୁ ଭେଟି ଦେଇଛି ସବୁଠାରୁ ଦ୍ରୁତତମ ହାଇ-ସ୍ପିଡ୍ ଟ୍ରେନ୍ ପ୍ରୋଟୋଟାଇପ୍ । ସବୁବେଳେ ନିଜର ଟେକନୋଲୋଜି ଏବଂ ନୂଆ ନୂଆ ଚାଇନା ସୂକ୍ଷ୍ମ ମଡେଲ ସହ ଚର୍ଚ୍ଚାରେ ରହିଥିବା ଚିନ୍ ଏବେ ବିଶ୍ବର ହାଇସ୍ପିଡ୍ ଟ୍ରେନ୍…

ବିପିଏସସି ପାଟନା ଆନ୍ଦୋଳନ: ପ୍ରଶାନ୍ତ କିଶୋରଙ୍କ ନାଁରେ ମାମଲା ରୁଜୁ

ପାଟନା: ବିହାରର ରାଜଧାନୀ ପାଟନାରେ ବିପିଏସସି ଆଶାୟୀଙ୍କ ଉପରେ ଲାଟିଚାର୍ଜ ଘଟଣା ପରେ ରାଜନୀତି ତୀବ୍ର ହୋଇଛି। ଏହି ସମୟରେ ଜନ ସୂରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବିପିଏସସି ଆନ୍ଦୋଳନରୁ ପଳାୟନ କିଥିବା ଅଭିଯୋଗ ଉପରେ ନୀରବତା ଭାଙ୍ଗିଛନ୍ତି। ସେ କହିଛନ୍ତି ଯେ ସେ ଗାନ୍ଧୀ ମଇଦାନ…

ପୁଷ୍ପାରାଜଙ୍କୁ ଜେଲ୍ ନା ବେଲ୍? ଜାନୁଆରୀ ୩କୁ ଘୁଞ୍ଚିଲା ଶୁଣାଣି…

ହାଇଦ୍ରାବାଦ୍: ହାଇଦ୍ରାବାଦ୍ ଥିଏଟର ଦଳଚକଟା ଘଟଣାରେ କ’ଣ ହେବ ଅଲ୍ଲୁଙ୍କ ଭାଗ୍ୟ? ଜେଲ୍ ଯିବେ ନା ସବୁଦିନ ପାଇଁ ମିଳିବ ଆଶ୍ବସ୍ତି? ସେନେଇ ଆଜି ହାଇଦ୍ରାବାଦ୍ କୋର୍ଟ ପକ୍ଷରୁ ଶୁଣାଣି ହେବାକୁ ଥିବା ବେଳେ ଶୁଣାଣିକୁ ଏବେ ଜାନୁଆରି ୩କୁ ଘୁଞ୍ଚାଯାଇଛି । ତେବେ ହାଇଦ୍ରାବାଦ୍ ସଂଧ୍ୟା…

ହକି ଇଣ୍ଡିଆ ଲିଗ୍: ଆଜି ଗ୍ରାଉଣ୍ଡକୁ ଓହ୍ଲାଇବ ଡିଫେଣ୍ଡିଂ ଚମ୍ପିଆନ୍ କଳିଙ୍ଗ ଲାନସର୍ସ

ରାଉରକେଲା:ଦୀର୍ଘ ୭ ବର୍ଷ ଅପେକ୍ଷାର ଅନ୍ତ ଘଟି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ହକି ଇଣ୍ଡିଆ ଲିଗ୍‌। ତେବେ ଆଜି ହେଉଛି ଏହି ଲିଗ୍ ର ତୃତୀୟ ଦିନ । ତେବେ ଡିଫେଣ୍ଡିଂ ଚମ୍ପିଆନ୍ କଳିଙ୍ଗ ଲାନସର୍ସ ଆଜି ଖେଳିବ ଏହି ଲିଗ୍ ର ପ୍ରଥମ ମ୍ୟାଚ । ୟୁପି ରୁଦ୍ରସକୁ ସନ୍ଧ୍ୟା…

ଜନ ସମୁଦ୍ର ପାଲଟିଛି ବଡଦାଣ୍ଡ: ଅସମ୍ଭାଳ ଭିଡରେ ୧୦ ଅସୁସ୍ଥ

ପୁରୀ: ନୂଆବର୍ଷ ପାଖେଇ ଆସୁଥିବାରୁ ଏବେ ଛୁଟିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଛୁଟିଛି ଭକ୍ତଙ୍କ ସୁଅ । ଜନସମୁଦ୍ର ପାଲଟିଛି ଶ୍ରୀମନ୍ଦିର ପରିସର । ବର୍ଷର ଶେଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ସାରା ଦେଶରୁ ଲୋକେ ଆସି ପହଞ୍ଚିଥିବା ବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଯାଏଁ…

ଫେବୃଆରୀରୁ ଆୟୁଷ୍ମାନ: ଜାଣନ୍ତୁ କେମିତି କରିବେ ଆବେଦନ…

ଭୁବନେଶ୍ବର: ରାଜ୍ୟରେ ଫେବୃଆରୀରୁ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଯୋଜନା । ଆସନ୍ତା ବର୍ଷ ଫେବୃଆରୀରୁ ରାଜ୍ୟରେ ଉଭୟ ଆୟୁଷ୍ମାନ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟବାସୀ ଉପକୃତ ହୋଇପାରିବେ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ…

କେଜ୍ରିୱାଲଙ୍କ ବଡ଼ ଘୋଷଣା: ଦିଲ୍ଲୀର ପୁରୋହିତ ଏବଂ ଗ୍ରନ୍ଥୀଙ୍କୁ ପ୍ରତି ମାସରେ ମିଳିବ ୧୮ ହଜାର ଟଙ୍କା

ନୂଆଦିଲ୍ଲୀ: ଆଗକୁ ଦିଲ୍ଲୀ ନିର୍ବାଚନ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରଗରମ ରାଜନୀତି। ଏଥିଲାଗି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ସମସ୍ତ ରାଜନୈତିକ ଦଳ। ଏହାରି ଭିତରେ ଆମ୍ ଆଦମୀ ପାର୍ଟି ପୁରୋହିତମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମନ୍ଦିର ଏବଂ ଗୁରୁଦ୍ୱାରରେ ପୂଜା କରୁଥିବା…

ନବୀନଙ୍କ ପରେ ଏବେ ହ୍ୟୁମାନଙ୍କ କଣ୍ଠରେ ମୋହନଙ୍କ ଗୁଣଗାନ….

ଭୁବନେଶ୍ବର: ‘ହେ ନବୀନ ବାବୁ ଆମେ ତମ ଫ୍ୟାନ୍’ ଗୀତଟିକୁ ବା କିଏ ନ ଶୁଣିଛି, ଆଜିକୁ ୫ ବର୍ଷ ତଳେ ବନିଥିବା ଏହି ଗୀତଟି ଏବେ ବି ଓଡିଶାବାସୀଙ୍କ ତୁଣ୍ଡରେ ରହିଛି । ଯେଉଁଥିରେ କଣ୍ଠଦାନ କରିଥିଲେ ଲୋକପ୍ରିୟ ଓଡିଆ ଗୀତିକାର ହ୍ୟୁମାନ୍ ସାଗର । ଯାହା ସେତେବେଳେ ବିଜେଡି କର୍ମୀ ଏବଂ ନବୀନଙ୍କ…