Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅଧାରେ ରହିଲା ପ୍ୟାରେଡ: ଭ୍ୟାନ ଓଲଟି ସ୍କୁଲ ଛାତ୍ର ମୃତ, ୨୩ ଆହତ

କଟକ: ସାଧାରଣତନ୍ତ୍ର ଦିବସରେ ଅଘଟଣ। ସରଣ୍ଡା ଜୋନସ୍ତରୀୟ ସାଧାରଣତନ୍ତ୍ର ଦିବସର ପ୍ୟାରେଡରେ ଭାଗ ନେବା ପାଇଁ କଟକ ଜିଲ୍ଲା ମାଳବିହାରୀପୁର ହାଇସ୍କୁଲର ଛାତ୍ରଛାତ୍ରୀ ଯାଉଥିଲେ । ହେଲେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଛନ୍ତି ଛାତ୍ରଛାତ୍ରୀ । ପିକଅପ୍ ଭ୍ୟାନ୍…

ପତାକା ଉତ୍ତୋଳନ କଲେ ନବୀନ; କହିଲେ, ସାମାଜିକ ନ୍ୟାୟ ହାସଲ ଦିଗରେ ଆହୁରି ଅନେକ ବାଟ ଯିବାକୁ ଅଛି

ଭୁବନେଶ୍ୱର: ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆଜି ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆୟୋଜିତ ସମାବେଶରେ ଉଦବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଭାରତ ଏକ ମହାନ ଦେଶ । ମହାତ୍ମା…

ମହିଳା ହକି ଇଣ୍ଡିଆ ଲିଗ୍ :ଆଜି ଫାଇନାଲ ଫାଇଟ୍ , ଓଡିଶା ଓ୍ବାରିୟର୍ସ ବନାମ ସୁରମା ହକି କ୍ଲବ

ରାଞ୍ଚି: ମହିଳା ହକି ଇଣ୍ଡିଆ ଲିଗ ପ୍ରଥମ ସଂସ୍କରଣ ୨୦୨୪-୨୫ର ଆଜି ଫାଇନାଲ ଲଢେଇ । ଏହି ଫାଇଲାନ ମୁକାବିଲାରେ ଓଡିଶା ଓ୍ବାରିୟର୍ସକୁ ଭେଟିବ ସୁରମା ହକି କ୍ଲବ । ଆଜି ସନ୍ଧ୍ୟା ୬ଟାରେ ରାଞ୍ଚିର ଜୟପାଲ ସିଂହ ଷ୍ଟାଡିୟମରେ ଖେଳାଯିବ । ସିଧାପ୍ରସାରଣ ଡିଡି ସ୍ପୋର୍ଟ୍ସ, ସୋନୀ ସ୍ପୋର୍ଟ୍ସ…

ପଦ୍ମଭୂଷଣ କି ପଦ୍ମଶ୍ରୀ ନୁହେଁ, ପୂର୍ବରୁ ଏହି ନାମରେ ଜଣା ଯାଉଥିଲା ପଦ୍ମ ସମ୍ମାନ

ନୂଆଦିଲ୍ଲୀ: ୨୦୨୫ ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସାଧାରଣତନ୍ତ୍ର ଦିବସ ପୂର୍ବରୁ ଅର୍ଥାତ୍ ଗତକାଲି କେନ୍ଦ୍ର ସରକାର ୨୦୨୫ର ପଦ୍ମ ସମ୍ମାନ ବିଜେତାଙ୍କ ନାମ ଘୋଷଣା କରିଛନ୍ତି । ପଦ୍ମ ବିଜେତା ତାଲିକାରେ କିଛି ଅଜଣା ଓ କେତେକ ଅନନ୍ୟ ପ୍ରତିଭାଧାରୀଙ୍କ ନାମ ରହିଛି…

ରାଷ୍ଟ୍ରପତି ଭବନରେ ‘କୁଛ କୁଛ ହୋତା ହୈ’ ଗାଇଲେ ଇଣ୍ଡୋନେସିଆର ଏକ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ । ତାଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ଭୋଜିରେ ଇଣ୍ଡୋନେସିଆର ଏକ ପ୍ରତିନିଧି ଦଳ ବଲିଉଡ୍ ଗୀତ 'କୁଛ କୁଛ ହୋତା…

ଲୁଟେରାଙ୍କ ଟାର୍ଗେଟରେ ବଡ ବଡ ନେତା ମନ୍ତ୍ରୀ, ପୂର୍ବତନ ପିସିସି ସଭାପତିଙ୍କ ଘରୁ ଲୁଟ୍

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍‌ । ନୟାପଲ୍ଲୀ ଭିଆଇପି କଲୋନୀ ସ୍ଥିତ ନିରଞ୍ଜନଙ୍କ ବାସଭବନରୁ ଲୁଟ୍‌ ହୋଇଥିବା ନେଇ ସୂଚନା ମିଳିଛି । ଆଲମିରା ଲକର୍‌ ତାଡ଼ି ୫୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ତେବେ…

ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ: କର୍ତ୍ତବ୍ୟ ପଥରେ ପତାକାତ୍ତୋଳନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶର ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ପତାକାତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଏହି ସମାରୋହରେ ଭାରତରୁ ମୁଖ୍ୟ ଅତିଥି ଭାବରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ ଯୋଗ ଦେଇଛନ୍ତି । ଏହି ଅବସରରେ ଭାରତୀୟ…

ଅମୃତଭଣ୍ଡାର ଫେସ୍‌ ମାସ୍କ ଲଗାନ୍ତୁ, ଚେହେରାରେ ଆସିବ ଚମକ

ଭୁବନେଶ୍ବର:ଚେହେରାରେ ଚମକ ଆଣିବା ପାଇଁ,ଏବେ ପାର୍ଲର ଯାଇ ଟଙ୍କା ଖର୍ଚ୍ଚ କରିବା ଆବଶ୍ୟକ ନାହିଁ । ଅମୃତଭଣ୍ଡା ଏବଂ ହଳଦୀରୁ କେମିକାଲ ଫ୍ରି ଫେସ୍‌ ମାସ୍କ ତିଆରି କରିପାରିବେ । ସ୍କିନ ସମସ୍ୟା ଥିଲେ ସେମାନେ ଏହି ପ୍ରାକୃତିକ ଫେସ୍ ମାସ୍କ ବ୍ୟବହାର କରିପାରିବେ । ଏହି ଫେସ୍‌ ମାସ୍କ ପାଇଁ…

୭୬ ତମ ସାଧାରଣତନ୍ତ୍ର ଦିବସ: କଟକରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

କଟକ: ଆଜି ଦେଶ ପାଳୁଛି ୭୬ତମ କଟକ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ କଟକ ବିଡ଼ାନାସୀ ପଡ଼ିଆରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହ ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ମହାନ ସଂଗ୍ରାମୀ ଏବଂ ଯବାନଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି…

ସମ୍ବିଧାନକୁ ୭୬ ବର୍ଷ, ଦେଶ ପାଳୁଛି ଗଣତନ୍ତ୍ରର ମହାନ ପର୍ବ

ନୂଆଦିଲ୍ଲୀ: ସମ୍ବିଧାନକୁ ପୁରିଲା ୭୬ ବର୍ଷ । ଆଜି ଦେଶ ପାଳୁଛି ୭୬ ତମ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ସବୁଠି ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ । ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ସଜେଇ ହୋଇଛି ଦିଲ୍ଲୀର କର୍ତ୍ତବ୍ୟ ପଥ ।…