Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଇଡି ଅଧିକାରୀଙ୍କ ଘରେ ସିବିଆଇର ରେଡ୍‌, ୧.୧୪ କୋଟି ଟଙ୍କା ଜବତ 

ଶିମଲା: ହିମାଚଳପ୍ରଦେଶ ରାଜଧଧାନୀ ଶିମଲା ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଘରେ ରେଡ୍ କରିଛି ସିବିଆଇ । ଏହି ରେଡ୍ ସମୟରେ ନଗଦ ୧.୧୪ କୋଟି ଟଙ୍କା ଜବତ ହୋଇଛି । ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ଇଡି କାର୍ଯ୍ୟାଳୟ ଏବଂ ହିମାଚଳ ପ୍ରଦେଶ ରାଜଧାନୀରେ ଥିବା ତାଙ୍କ…

ନୀତିଶ ରେଡ୍ଡୀଙ୍କ ‘ବାହୁବଳୀ’ ଶତକ

ନୂଆଦିଲ୍ଲୀ: ମେଲବର୍ଣ୍ଣରେ ନୀତିଶ ରେଡ୍ଡୀ ଝଡ଼ । ଭାରତୀୟ ଟିମ୍ ପାଇଁ ସାଜିଲେ ସଂକଟମୋଚକ । ପ୍ରଥମ ସେଞ୍ଚୁରୀରେ ହିଁ ରଚିଲେ ଇତିହାସ । ବର୍ଡର ଗାଭାସ୍କର ଟ୍ରଫି ମେଲବର୍ଣ୍ଣ ଟେଷ୍ଟର ତୃତୀୟ ଦିନରେ ଅଷ୍ଟ୍ରେଲିଆର ଚକ୍ରବ୍ୟୂହରେ ଫସିଥିଲା ଭାରତୀୟ କ୍ରିକେଟ୍ ଟିମ୍ । ହେଲେ ଏହି ସମୟରେ କମାଲ୍…

କଂଗ୍ରେସ ବଢାଇଲାଣି ଆପର ଟେନସନ୍

ନୂଆଦିଲ୍ଲୀ: ଦିଲ୍ଲୀ ରାଜନୀତିରେ କଂଗ୍ରେସ ଟୁଇଷ୍ଟ। ନିର୍ବାଚନରେ ଏଥର କେବଳ ବିଜେପି ନୁହେଁ କଂଗ୍ରେସକୁ ବି ସାମନା କରିବ ଆପ୍ । ଦିନ କେଇଟା ପୂର୍ବରୁ ଦିଲ୍ଲୀ ରାଜନୀତିରେ କଂଗ୍ରେସର ସେଭଳି ଗୁରୁତ୍ବ ନଥିଲା । ଅରବିନ୍ଦ କେଜ୍ରିଓ୍ବାଲ ବି ବିଜେପିକୁ ହିଁ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବି…

ବିଦେଶରେ ପଢିବାକୁ ଚାହୁଁଥିଲେ, ଧ୍ୟାନରେ ରଖନ୍ତୁ ୫ଟି କଥା..

ଭୁବନେଶ୍ବର: ପ୍ରତିବର୍ଷ ଭାରତରୁ ଲକ୍ଷ ସଂଖ୍ୟକ ଛାତ୍ରଛାତ୍ରୀ ବିଦେଶକୁ ପାଠ ପଢିବାକୁ ଯାଇଥା’ନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଉଚ୍ଚଶିକ୍ଷା ପ୍ରାପ୍ତି ନିମନ୍ତେ ଦେଶ ବାହରକୁ ଯାଇଥା’ନ୍ତି । ତେବେ ବିଦେଶରେ ପଢିବାକୁ ଯିବା ପୂର୍ବରୁ କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ୍ । ଫଳରେ…

କ’ଣ ଏହି ‘ଓ୍ବାନ୍ କ୍ୟାବିନ୍ ବ୍ୟାଗ୍’ ନିୟମ? ବିମାନରେ ପୁଣି ଯାତ୍ରା କରିବା ପୂର୍ବରୁ ଜାଣିନିଅନ୍ତୁ…

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ବଡ ସୂଚନା । ବିମାନରେ ହ୍ୟାଣ୍ଡ ବ୍ୟାଗ ନିୟମକୁ ନେଇ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଏବଂ ବିମାନ ଯାତ୍ରାକୁ ଆହୁରି ସହଜ କରିବା ପାଇଁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି (BCAS) ବିମାନରେ…

ଶୀତଦିନେ ଯାତ୍ରା କଲାବେଳେ ଟ୍ରାଭେଲ ବ୍ୟାଗରେ ରଖନ୍ତୁ ଏହି ଜିନିଷ..

ଭୁବନେଶ୍ବର: ଶୀତଦିନ ଆସିଗଲେ ସମସ୍ତେ ଟ୍ରାଭେଲ କରିବାକୁ ଭଲ ପାଆନ୍ତି । କିନ୍ତୁ ଶୀତ ଦିନରେ ସ୍କିନ ଅଧିକ ପ୍ରଭାବିତ ହୁଏ ତେଣୁ ତ୍ବଚାର ବିଶେଷ ଯତ୍ନ ନେବା ଅତି ଜରୁରୀ । ବୁଲିବା ବେଳେ ସ୍କିନର ଯତ୍ନ ନେବା ସମ୍ଭବପର ନୁହେଁ । ତେଣୁ କିଛିଟା ପ୍ରଡକ୍ଟ ନିଜର ବ୍ୟାଗରେ ରଖନ୍ତୁ ...…

ଲାଲ ବାହିନୀକୁ ଶକ୍ତ ଝଟକା; ଗିରଫ ହେଲେ ୩ ହାର୍ଡକୋର ମହିଳା ମାଓବାଦୀ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ ସଫଳତା । ଆଜି ୩ ଜଣ ହାର୍ଡକୋର ମହିଳା ମାଓବାଦୀ ଗିରଫ ହୋଇଛନ୍ତି । ସେମାନଙ୍କ ନାମରେ ୮ ଲକ୍ଷ ପୁରସ୍କାର ରାଶି ଥିଲା । ମାଲକାନଗିରି ପୋଲିସ ଏବଂ ଡିଭିଏଫ ଯବାନଙ୍କ ତଲାସି ଅଭିଯାନ ବେଳେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାବେଡା ଜଙ୍ଗଲରୁ…

ଚାଷୀଙ୍କୁ ମିଳିବ କ୍ଷତିପୂରଣ: କାଲି ସୁଦ୍ଧା ହିଁ କରନ୍ତୁ ପଞ୍ଜୀକରଣ..

ଭୁବନେଶ୍ବର: ଅଦିନିଆ ବର୍ଷା ଏବେ ଚାଷୀ କୂଳ ଅଣ୍ଟା ଭାଙ୍ଗିଥିବା ବେଳେ ପୁଣି ଥରେ ଚାଷୀ ଭାଇଙ୍କୁ ସଳଖିବା ପାଇଁ ସହାୟତାର ହାତ ବଢାଇବେ ରାଜ୍ୟ ସରକାର । ଏନେଇ ଆସନ୍ତା ୩୦ ତାରିଖ ମଧ୍ୟରେ ଫସଲ କ୍ଷତି ଆକଳନ କରାଯିବ । ଫସଲ କ୍ଷତି ନେଇ ସମୀକ୍ଷା ପରେ କିଛି ଏମିତି ଘୋଷଣା କରିଛନ୍ତି…

ବଢିଲା ରେଳ ଯାତ୍ରୀଙ୍କ ସମସ୍ୟା; ତେଜସ ଏକ୍ସପ୍ରେସରେ ଆଉ ରହିବନି ଟଙ୍କା ଫେରସ୍ତ ସୁବିଧା

ଲକ୍ଷ୍ନୌ: ବର୍ଷ ଶେଷ ହେବା ସହିତ ଦେଶର ପ୍ରଥମ କର୍ପୋରେଟ୍ ଟ୍ରେନ୍ ତେଜସ୍ ଏକ୍ସପ୍ରେସ୍ ଦ୍ୱାରା ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଦୁଃଖଦ ଖବର ରହିଛି । ବର୍ତ୍ତମାନ ଯାତ୍ରା ସମୟରେ ଟ୍ରେନ୍ ବିଳମ୍ବ ହେଲେ ସେମାନେ କୌଣସି ଫେରସ୍ତ ପାଇବେ ନାହିଁ । ଯାତ୍ରୀମାନଙ୍କୁ ଫେରସ୍ତ ପ୍ରଦାନ…

ବଢିବ କି ମଦ ଦର? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ..

ଭୁବନେଶ୍ବର: ନୂଆବର୍ଷ ଆରମ୍ଭ ହେବାକୁ ଯାଇଥିବା ବେଳେ ରାଜ୍ୟରେ ଏବେ ମଦ ଦର ବୃଦ୍ଧି ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଯାହାକୁ ନେଇ ପ୍ରତିକ୍ରିୟା ରଖି ଏହା ଉପରେ ଆଲୋଚନା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟରେ ମଦ ଦର…