Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଢିବ କି ମଦ ଦର? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ..

ଭୁବନେଶ୍ବର: ନୂଆବର୍ଷ ଆରମ୍ଭ ହେବାକୁ ଯାଇଥିବା ବେଳେ ରାଜ୍ୟରେ ଏବେ ମଦ ଦର ବୃଦ୍ଧି ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଯାହାକୁ ନେଇ ପ୍ରତିକ୍ରିୟା ରଖି ଏହା ଉପରେ ଆଲୋଚନା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟରେ ମଦ ଦର…

ବାସ୍ତୁ ଅନୁସାରେ ଘରେ ପାରା ଅଣ୍ଡା ଦେବା ଶୁଭ ନା ଅଶୁଭ ?

ଭୁବନେଶ୍ଵର: ଆମର ଘର,ଛାତ କିମ୍ବା ଝରକା ଉପରେ ପାରା ବସା ତିଆରି କରିଥାନ୍ତି | କିନ୍ତୁ ଆପଣ ଜାଣନ୍ତି କି ବାସ୍ତୁ ଏବଂ ମାନ୍ୟତା ଅନୁଯାୟୀ, ଘରେ ପାରା ଅଣ୍ଡା ଦେବା ଶୁଭ କି ଅଶୁଭ ? ଜ୍ୟୋତିଷଶାସ୍ତ୍ର ଅନୁସାରେ, ଆଗକୁ ଘରେ କାହାର ବାହାଘର ହେବାକୁ ଯାଉଥିଲେ ଅଥବା କାହାର ଛୁଆପିଲା ହେବାର…

ରାସ୍ତାକଡ଼ରେ ପଡ଼ିଛି ପୁଳାପୁଳା ଔଷଧ, ସ୍ବାସ୍ଥ୍ୟ ବିଭାଗର ତଦନ୍ତ ଜାରି

ଗଞ୍ଜାମ: ବିନା ଖର୍ଚ୍ଚରେ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାଗଣା ଔଷଧ ମଧ୍ୟ ଯୋଗାଇଦେଉଛନ୍ତି ସରକାର । ହେଲେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରୁ । ବିଜୟ ଆଦିକନ୍ଦପୁର…

ଅଦରକାରୀ ଆଇନ ଖୋଜିବ ଲ’ କମିଶନ

ଭୁବନେଶ୍ବର: ରାଜ୍ୟରେ ଅନାବଶ୍ୟକ ଏବଂ ଅଦରକାରୀ ଆଇନକୁ ଖୋଜିବାହାର କରିବ ଲ’ କମିଶନ । ରାଜ୍ୟର ବିଭିନ୍ନ ନୀତି ନିୟମର ତର୍ଜମା କରିବା ସହ ଆବଶ୍ୟକୀୟ ସଂଶୋଧନ କରିବ ଲ’ କମିଶନ । ଲ’ କମିଶନର ଗଠନ ନେଇ କିଛି ଏପରି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତେବେ ରାଜ୍ୟ ସରକାର…

ବଜାରକୁ ଆସିଲା ଭାରତୀୟ ବ୍ରାଣ୍ଡର Lava Yuva2 5G, ମୂଲ୍ୟ ଦଶ ହଜାରରୁ କମ୍

ନୂଆଦିଲ୍ଲୀ: ଭାରତୀୟ ବ୍ରାଣ୍ଡ ଲାଭା ଚଳିତ ବର୍ଷ ଶେଷ ହେବା ପୂର୍ବରୁ ବଜେଟ ଫ୍ରେଣ୍ତଲି 5G ସ୍ମାର୍ଟଫୋନ୍ ବଜାରକୁ ଆଣିଛି । ନୂଆ ସ୍ମାର୍ଟଫୋନ Lava Yuva2 5G ଭାରତରେ ଲଞ୍ଚ ହୋଇଛି । ଏଥିରେ 6.67 ଇଞ୍ଚର HD+ ଡିସପ୍ଲେ ସହ 90Hz ରିଫ୍ରେସ ରେଟ୍‌ ରହିଛି । ବିଶେଷ କଥା ଏହି ଫୋନ୍ ଦଶ ହଜାରରୁ…

ନୂଆବର୍ଷ ପାଇଁ ବଢିଲା ପୁରୀ ସୁରକ୍ଷା, ସିସିଟିଭି ନଜରରେ ରହିବ ସମଗ୍ର ଶ୍ରୀକ୍ଷେତ୍ର

ପୁରୀ: ଆଉ କେଇଟା ଦିନ ପରେ ୨୦୨୪ କୁବିଦାୟ ଦେଇ ୨୦୨୫କୁ ସ୍ବାଗତ କରିବେ ଲୋକେ । ଏହି ନୂଆବର୍ଷ ଅନେକ ପ୍ରଭୁ ଦର୍ଶନରୁ ଆରମ୍ଭ କରିବାକୁ ଚାହିଁଥାନ୍ତି । ତେଣୁ ଓଡିଶାର ହର୍ତ୍ତାକର୍ତ୍ତା ମହାପ୍ରଭୁ ଜଗନ୍ନାଥ ହୋଇଥିବାବେଳେ, ତାଙ୍କ ଦର୍ଶନ ପାଇଁ ଏବେଠୁ ଆରମ୍ଭ ହୋଇଯାଇଛି ପ୍ରବଳ ଭିଡ । ଆଉ ନୂଆ…

ମନମୋହନ ସିଂହଙ୍କ ସ୍ମାରକୀକୁ ନେଇ କାହିଁକି କଂଗ୍ରେସ ଉପରେ ବର୍ଷିଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଡିସେମ୍ବର ୨୬ ତାରିଖରେ ୯୨ ବର୍ଷ ବୟସରେ ଇହଲୀଳା ତ୍ଯାଗ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତି ଉଦ୍ଦେଶ୍ଯରେ କେନ୍ଦ୍ରର ମୋଦୀ ସରକାର ଦିଲ୍ଲୀରେ ଏକ ସ୍ମାରକୀ ନିର୍ମାଣ କରିବାକୁ ଘୋଷଣା କରିଥିଲେ। କଂଗ୍ରେସର…

ଫେବୃଆରୀ ୪ରେ ପବିତ୍ର ମାଘ ସପ୍ତମୀ ମେଳା, ପ୍ରସ୍ତୁତି ଜୋରଦାର

କୋଣାର୍କ: ଏଥର ମାଘ ସପ୍ତମୀ ମେଳା ଓ ଚନ୍ଦ୍ରଭାଗା ବୁଡ଼ ଫେବୃଆରୀ ୪ ତାରିଖରେ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ସ୍ଥାନୀୟ ଐଶାନେଶ୍ୱର, ତ୍ରିବେଣୀଶ୍ୱର ଓ ଦଖିଣେଶ୍ୱର ମହାପ୍ରଭୁ ତିନି ଠାକୁରଙ୍କୁ ତୀର୍ଥ ମଣ୍ଡପକୁ ନିଆଯିବ । ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ପରେ ସାଧୁ ସନ୍ଥଙ୍କ…

ମାସିକ ୨,୮୧୦ ଟଙ୍କା ଖର୍ଚ୍ଚରେ ମିଳିବ ଆଇଫୋନ16 

ନୂଆଦିଲ୍ଲୀ: ଆଇଫୋନ୍ କ୍ରେଜ୍ ଆଜିକାଲିର ଯୁବପିଢି ମଧ୍ୟରେ ରହିଛି । ତେବେ କମ୍ ମୂଲ୍ୟରେ ଆଇଫୋନ16  କିଣିବା ପାଇଁ ଆପଣଙ୍କୁ ଏକ ଭଲ ସୁଯୋଗ ମିଳିଛି । ଏକାଥରକେ ସମ୍ପୂର୍ଣ୍ଣ ମୂଲ୍ୟ ଦେବାର ଟେନସନ ବି ରହିବ ନାହିଁ । ଆପଣ ଏହି ସ୍ମାର୍ଟଫୋନ୍ ଇଏମଆଇରେ କିଣି ପାରିବେ । ଆପଣ ଆମାଜନ-ଫ୍ଲିପକାର୍ଟ…

ରେକର୍ଡ ଭାଙ୍ଗୁଛି ରାଜଧାନୀ, ଏବେ ବର୍ଷାରେ ବି ମିଟର ପାର୍

ନୂଆଦିଲ୍ଲୀ: ସବୁଥିରେ ରେକର୍ଡ ଭାଙ୍ଗୁଛି ଜାତୀୟ ରାଜଧାନୀ ଦିଲ୍ଲୀ । ଖରା- ବର୍ଷା- ଶୀତ ସବୁଥିରେ ରାଜଧାନୀ ବାସୀଙ୍କୁ ଅତିଶୟ କରି ରଖିଛି । ଏବେ ଅଦିନିଆ ବର୍ଷାରେ ବି ବେହାଲ ଦିଲ୍ଲୀ । ୧୦୧ ବର୍ଷର ରେକର୍ଡକୁ ଭାଙ୍ଗିଛି ଡିସେମ୍ବର ବର୍ଷା । ତେବେ ଏବେ ଦିଲ୍ଲୀ ଏନସିଆରର ବିଭିନ୍ନ…