Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁସ୍ତକ ପ୍ରେମୀ ନିରାଶ, ଇଣ୍ଡିଆ ପୋଷ୍ଟ ‘ବୁକ୍ ପୋଷ୍ଟ’ ସେବାକୁ କଲା ବନ୍ଦ

ନୂଆଦିଲ୍ଲୀ: ଡିସେମ୍ବର ୧୮, ୨୦୨୪ରେ ଇଣ୍ଡିଆ ପୋଷ୍ଟ ଏହାର 'ବୁକ୍ ପୋଷ୍ଟ (ଆର୍‌ବିପି)' ସେବା ବନ୍ଦ କରି ପୁସ୍ତକ ପ୍ରେମୀ ତଥା ପୁରା ପୁସ୍ତକ ଶିଳ୍ପକୁ ଏକ ଝଟକା ଦେଇଛି । ଏହି ସେବା ଦ୍ବାରା ୫ କିଗ୍ରାର ପୁସ୍ତକ ପଠାଇବା ପାଇଁ ୮୦ଟଙ୍କା ଦେବାକୁ ପଡ଼ିଥାଏ,ଯାହାକି ଅନ୍ୟ କୋରିଅର୍‌ ସଂସ୍ଥାଠାରୁ…

ହିରୋ ସୁପର ସ୍ପ୍ଲେଣ୍ଡର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ ହୋଣ୍ଡାର ନୂଆ ବାଇକ୍, ଏହା ରହିଛି ମୂଲ୍ୟ ..

ନୂଆଦିଲ୍ଲୀ:ହୋଣ୍ଡା ମୋଟରସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ (HMSI) ହୋଣ୍ଡା SP125 ଅପଡେଟ୍ ମଡେଲ୍ ଲଞ୍ଚ କରିଛି | ନୂତନ ମୋଟରସାଇକେଲ୍ ଦୁଇଟି ମଡେଲ - ଡ୍ରମ୍ ଏବଂ ଡିସ୍କରେ ପରିଚିତ ହୋଇଛି | ଡ୍ରମ୍ ଭାରିଆଣ୍ଟର ଏକ୍ସ-ସାରୁମ୍ ମୂଲ୍ୟ ହେଉଛି ୯୧ ହଜାର ୭୭୧ ଟଙ୍କା | ହୋଣ୍ଡା ଏହାକୁ ନୂତନ ଫିଚର…

ସଂସଦ ଭବନ ଆଗରେ ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଆଜି ସଂସଦ ଆଗରେ ଜଣେ ଯୁବକ ଆତ୍ମହୁତି ଉଦ୍ୟମ କରିଛନ୍ତି । ଦେହରେ ପେଟ୍ରାଲ ଢାଳି ନିଆଁ ଲଗାଇଦେଇଥିଲେ ଯୁବକ ଜଣକ । ନିଆଁ ଲାଗି ଯୁବକ ଜଣଙ୍କ ଗୁରୁତର ହୋଇଥିବାବେଳେ, ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ପୋଲିସ ସେଠାରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।…

ମିଛ କେସରେ ଆତିଶୀଙ୍କୁ ଗିରଫ କରିବାକୁ ଚାଲିଛି ଯୋଜନା: କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ସିଏମ ତଥା ଆପ୍ ପ୍ରତିଷ୍ଠାତା ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ମିଛ କେସ୍ ରେ ଗିରଫ କରିବା ନେଇ ଆଶଙ୍କା କରିଛନ୍ତି । ଏଥିପାଇଁ ପରିବହନ ବିଭାଗରେ ମିଛ କେସ୍‌ ପ୍ରସ୍ତୁତି ଚାଲିଛି । ବୁଧବାର କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି…

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଦାବି: ନୀତୀଶ କୁମାର ଓ ନବୀନ ପଟ୍ଟନାୟକଙ୍କୁ ମିଳୁ ଭାରତ ରତ୍ନ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଓଡ଼ିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି ହୋଇଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏହି ଦାବି କରିବା ସହ ଦୁଇ ପୁରୁଖା ନେତାଙ୍କୁ ବେଶ ପ୍ରସଂଶା ମଧ୍ୟ କରିଛନ୍ତି। ବୁଧବାର…

ବଜାରକୁ ଆସିବ ଆପଲ୍‌ ସ୍ମାର୍ଟ ଡୋରବେଲ୍‌; ଫେସ ଆଇଡିରେ ଖୋଲିବ ଘର

ନୂଆଦିଲ୍ଲୀ: ଆପଲ୍ ସ୍ମାର୍ଟ ଡୋରବେଲ ସହିତ ଆସନ୍ତା ବର୍ଷ ସ୍ମାର୍ଟ ହୋମ ବଜାରରେ ପ୍ରବେଶ କରିବାକୁ ଯୋଜନା କରୁଛି। ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏକ ସ୍ମାର୍ଟ ହୋମ ଡୋରବେଲରେ କାମ କରୁଛି ଯେଉଁଥିରେ ଫେସ୍ ଆଇଡି ସପୋର୍ଟ ରହିବ। ଏହି ଡିଭାଇସ୍ ବ୍ୟବହାରକାରୀଙ୍କ ଫେସ୍ ସ୍କାନିଂ ମାଧ୍ୟମରେ…

ଏହି ଖାଦ୍ୟ ୨୦୨୪ରେ ସର୍ବାଧିକ ଅର୍ଡର ହୋଇଥିଲା, ସ୍ବିଗିରେ ଏକ ମିନିଟରେ ୧୫୮ ଅର୍ଡର

ନୂଆଦିଲ୍ଲୀ: ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ସ୍ବିଗି ୨୦୨୪ ମସିହାରେ ସର୍ବାଧିକ ଅର୍ଡର ହୋଇଥିବା ଖାଦ୍ୟର ବିବରଣୀ ପ୍ରକାଶ କରିଛି | ୨୦୨୪ ମସିହାରେ ବିରିୟାନୀ ଭାରତୀୟଙ୍କ ପ୍ରଥମ ପସନ୍ଦ ଥିଲା | ଏହି ବର୍ଷ ଜାନୁଆରୀ ୧ରୁ ନଭେମ୍ବର ୨୨ ମଧ୍ୟରେ ୮.୩କୋଟି ବିରିୟାନୀ ଅର୍ଡର କରାଯାଇଥିଲା |…

ମାର୍ଚ୍ଚରେ ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି

ଭୁବନେଶ୍ୱର: ୨୦୨୫ ମସିହା ମାର୍ଚ୍ଚ ମାସରେ ଓଡ଼ିଶା ସରକାର ସୁଭଦ୍ରା ଯୋଜନା ଅଧୀନରେ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ କରିବେ। ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ରାଜ୍ୟରେ ଏକ କୋଟିରୁ ଅଧିକ ମହିଳା ହିତାଧିକାରୀ ସୁଭଦ୍ରା ଯୋଜନା ଅଧୀନରେ ଦ୍ୱିତୀୟ କିସ୍ତିରେ…

‘ମହାପ୍ରଭୁଙ୍କ ଇଚ୍ଛା ଯୋଗୁ ରାଜ୍ୟପାଳ ଦାୟିତ୍ବ ନେଇଥିଲି, ଓଡ଼ିଶାବାସୀଙ୍କ ସମ୍ପର୍କ ଅଭୁଲା ସ୍ମୃତି ହୋଇ…

ପୁରୀ: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ କମ୍ଭମପତି ହରିବାବୁ ଦାୟିତ୍ବ ନେବା ପରେ ରଘୁବର ଦାସ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏନେଇ ଆଜି ପୁରୀ ଗସ୍ତ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପୂର୍ବତନ ରାଜ୍ୟପାଳ ରଘୁବର ଦାସ । ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଶ୍ରୀମନ୍ଦିର…

ଅଟଳ ବିହାରୀ ବାଜପେୟୀଙ୍କୁ ମନେପକାଇ ଭାବବିହ୍ବଳ ହେଲେ ମୋଦି

ନୂଆଦିଲ୍ଲୀ: ଆଜି ହେଉଛି ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜନ୍ମ ଜୟନ୍ତୀ । ଏନେଇ ତାଙ୍କୁ ମନେପକାଉଛି ସାରା ଦେଶ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇ ଭାବବିହ୍ବଳ…