Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଯଦି ବିଶ୍ୱର ଜନସଂଖ୍ୟା ଅଧା ହୋଇଯାଏ ତେବେ କ’ଣ ହେବ?

ବିଶ୍ୱର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆମେରିକାର ଜନଗଣନା ବ୍ୟୁରୋ ଅନୁଯାୟୀ, ଜାନୁଆରୀ ୧, ୨୦୨୪ ସୁଦ୍ଧା ବିଶ୍ୱର ସମୁଦାୟ ଜନସଂଖ୍ୟା ୮.୦୨ ବିଲିୟନ ଥିଲା। କିନ୍ତୁ ପ୍ରଶ୍ନ ହେଉଛି ଯଦି ବିଶ୍ୱର ଜନସଂଖ୍ୟା ହଠାତ୍ ଅଧାକୁ କମିଯାଏ, ତେବେ ଏହା ଲାଭ ହେବ ନା ଅସୁବିଧା ହେବ? ଆଜି ଆମେ…

କୋର୍ଟରେ ଶୁଣାଣି ବେଳେ ହଠାତ୍ ଓକିଲଙ୍କ ଫାଇଲରୁ ବାହାରିଲା ବିଷାକ୍ତ ସାପ, ଆଉ ତାପରେ..

ମୁମ୍ବାଇ: ମହାରାଷ୍ଟ୍ରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ମୁମ୍ବାଇର ଏକ କୋର୍ଟରେ ଶୁଣାଣି ବେଳେ ହଠାତ୍ ସାମ୍ନାକୁ ଆସିଲା ଏକ ସାପ। କୋର୍ଟରେ ଫାଇଲ ଗଦା ଭିତରୁ ଏକ ସାପ ବାହାରିବା ପରେ କୋର୍ଟ କୋଠରୀରେ ବିଶୃଙ୍ଖଳା ଦେଖାଦେଇଥିଲା। କୋର୍ଟ କୋଠରୀରେ ଉପସ୍ଥିତ ଥିବା ସମସ୍ତେ ସାପକୁ ଭୟ କରି…

ଇଏସଆଇସି ଆଇଟି ସିଷ୍ଟମକୁ କଲା ଅପଗ୍ରେଡ୍ ; ଲୋକମାନେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇବେ

ନୂଆଦିଲ୍ଲୀ: କୋଟିଏ କର୍ମଚାରୀଙ୍କ ପାଇଁ ବଡ ଖବର, ସେମାନେ କିପରି ଉପକୃତ ହେବେ ଜାଣନ୍ତୁ । ESIC (କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ) ଅଧୀନରେ ଥିବା କୋଟି କୋଟି କର୍ମଚାରୀଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି | କର୍ମଚାରୀମାନେ ପୂର୍ବ ଅପେକ୍ଷା ବର୍ତ୍ତମାନ ଉନ୍ନତ ସ୍ଵାସ୍ଥ୍ୟ ସୁବିଧା ପାଇବେ |…

ନକାରାତ୍ମକ ଚିନ୍ତାଧାରା ଛାଡନ୍ତୁ, ନୂତନ ବର୍ଷରୁ ପୁଣି କିଛି ନୂଆ ଆରମ୍ଭ କରନ୍ତୁ

ନକାରାତ୍ମକ ଚିନ୍ତାଧାରା ଯୋଗୁଁ ଚାପ ବହୁତ ବଢିଥାଏ ଏବଂ ପ୍ରତିଯୋଗିତାରେ ପରିପୂର୍ଣ୍ଣ ଏହି ଜୀବନରେ ଲୋକମାନେ ବ୍ୟକ୍ତିଗତ-ବୃତ୍ତିଗତ ସନ୍ତୁଳନ କରିବାବେଳେ ଏତେ ଚିନ୍ତିତ ହୁଅନ୍ତି ଯେ ସେମାନେ ସବୁକିଛି ବିଷୟରେ ଚିନ୍ତା କରିବା ଆରମ୍ଭ କରନ୍ତି। ପ୍ରତିଯୋଗିତାରେ ଆଗକୁ ବଢନ୍ତୁ କିମ୍ବା…

କାହାର ଚ୍ୟବନପ୍ରାଶ୍ ଅଧିକ ପ୍ରଭାବଶାଳୀ; କୋର୍ଟରେ ଡାବର ଓ ପତଞ୍ଜଳି

ନୂଆଦିଲ୍ଲୀ: କାହାର ଚ୍ୟବନପ୍ରାଶ୍ ଅଧିକ ପ୍ରଭାବଶାଳୀ। ଯାହାକୁ ନେଇ ଚ୍ୟବନପ୍ରାଶ ବନାଉଥିବା ବହୁ ପୁରୁଣା କମ୍ପାନୀ ଡାବର୍ ଏବଂ ପତଞ୍ଜଳି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ନିକଟରେ ପତଞ୍ଜଳି ଦ୍ୱାରା ପ୍ରକାଶ ପାଇଥିବା ଏକ ବିଜ୍ଞାପନକୁ ବିରୋଧ କରି ଡାବର୍ ଏକ ମାମଲା ରୁଜୁ କରିଛି।…

କାଜାଖସ୍ତାନରେ ବିମାନ କ୍ରାସ, ୭୦ ଯାତ୍ରୀ ରହିଥିଲେ

ଆକଟା: କାଜାଖସ୍ତାନର ଆକଟା ସହର ନିକଟରେ ବୁଧବାର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭୦ ଯାତ୍ରୀ ଥିବା କୁହାଯାଉଛି। ଦୁର୍ଘଟଣା ପରେ ତୁରନ୍ତ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚିଥିଲା। ବିମାନରେ ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଛି। ସୋସିଆଲ ମିଡିଆରେ ଏହି…

ଏ କି ଚମତ୍କାର! ଗୋଟିଏ କୁକୁଡ଼ା ଅଣ୍ଡାରୁ ବାହାରିଲା ଦୁଇଟି ଚିଆଁ, ଲୋକେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ: ଏହି ଦୁନିଆରେ ଅନେକ ଅଜବ ଜିନିଷ ଘଟିଥାଏ। ପ୍ରତିଦିନ କିଛି ନା କିଛି ନୂଆ ଜିନିଷର ସାମ୍ନାକୁ ଆସେ। ଏହି ଘଟଣାଗୁଡ଼ିକ ମଧ୍ୟରୁ କେତେକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏପରି ଏକ ଘଟଣା ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲାରୁ ସାମ୍ନାକୁ ଆସିଥିଲା। ଜିଲ୍ଲାର ସୋନାଲା ଗ୍ରାମରେ ଗୋଟିଏ…

ବନ ବିଭାଗ ପାଇଁ ବଢିଲା ଚିନ୍ତା: ମରାଠୀ ବାଘୁଣୀ ଜିନତର ମିଳୁନି ପତ୍ତା

ଭୁବନେଶ୍ୱର: ମରାଠୀ ବାଘୁଣୀ ଜିନତ ଗାଏବ। ଗତକାଲିଠାରୁ ବାଘୁଣୀର ମିଳୁନି ସଠିକ୍ ପତ୍ତା। ବାଘୁଣୀ ଜିନତକୁ ଓଡ଼ିଶା ଛାଡ଼ି ୨ ସପ୍ତାହ ପୂରିଛି। ଶିମିଳିପାଳରୁ ଭାୟା ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ବାନ୍ଦ୍ୱାନ୍ ଜଙ୍ଗଲରେ ଘୂରି ବୁଲୁଥିଲା ବାଘୁଣ । କିନ୍ତୁ ଗତକାଲିଠାରୁ ତା ସଠିକ୍…

ମହାକାଶରେ ଖ୍ରୀଷ୍ଟମାସ ସେଲିବ୍ରେସନ କଲେ ସୁନୀତା ୱିଲିୟମ୍ସ…

ନୂଆଦିଲ୍ଲୀ: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଦୀର୍ଘ ମାସ ଧରି ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍)ରେ ଫସି ରହିଛନ୍ତି। ଏହାରି ମଧ୍ୟରେ ସେ ଚଳିତ ବର୍ଷ ସେଠାରେ ଖ୍ରୀଷ୍ଟମାସ ସେଲିବ୍ରେସନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ନାସା ପକ୍ଷରୁ ସୁନୀତା ୱିଲିୟମ୍ସ…

‘ଏବି ପିଏମ-ଜେଏୱାଇ’ ଯୋଜନାର କିପରି ଲାଭ ଉଠାଇ ପାରିବେ ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ: ବର୍ତ୍ତମାନ ୭୦ ବର୍ଷରୁ ଅଧିକ ବୟସ୍କ ଲୋକମାନେ 'ଏବି ପିଏମ-ଜେଏୱାଇ' ଯୋଜନାର ଲାଭ ପାଇପାରିବେ | ଏଥିରେ କୌଣସି ଆୟ ସୀମା ରହିବ ନାହିଁ ଓ ସେମାନଙ୍କୁ  ୫ଲକ୍ଷ ଟାଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ । ପୂର୍ବରୁ ଏହି ଯୋଜନା କେବଳ ଗରିବ ପରିବାର ଏବଂ ଆଶା କର୍ମୀଙ୍କ…