Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅରବିନ୍ଦ କେଜ୍ରିୱାଲଙ୍କଠୁ ମନୀଷ ସିସୋଦିଆଙ୍କ ପର୍ଯ୍ୟନ୍ତ… ଜାଣନ୍ତୁ କାହା ନାଁରେ ରହିଛି କେତେ କରଜ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମି ପାର୍ଟି (ଆପ୍)ର ସମସ୍ତ ନେତା ନାମାଙ୍କନ ଦାଖଲ କରି ସାରିଛନ୍ତି। ନିର୍ବାଚନୀ ସତ୍ୟପାଠ ଅନୁସାରେ ଆପର ଟପ-୧୦ ନେତାଙ୍କ ମଧ୍ୟରୁ ୭ ଜଣ କରଜରେ ବୁଡ଼ି ରହିଛନ୍ତି। ତେବେ ଆପ ନେତା ସତ୍ୟେନ୍ଦ୍ର ଜୈନ ୧୩ କୋଟି ଟଙ୍କା କରଜରେ ରହିଛନ୍ତି।…

ଭାରତର ‘ଭୂତିଆ’ ରେଳ ଷ୍ଟେସନ, ଲୋକମାନେ ଏଠାକୁ ଯିବାକୁ କରନ୍ତି ଭୟ

ଭୁବନେଶ୍ବର: ହଣ୍ଟେଡ ପ୍ଲେସ ବିଷୟରେ ଯେତିକି ଶୁଣିବାକୁ ଇଚ୍ଛା ହୁଏ ସେହି ସ୍ଥାନକୁ ଯିବାକୁ ସେତେ ଡର ବି ଲାଗେ। ଆମ ଭାରତରେ ଏପରି ରେଳ ଷ୍ଟେସନ୍ ଅଛି ସେହି ସ୍ଥାନ ହଣ୍ଟେଡ ରେଳ ଷ୍ଟେସନ୍ ଭାବରେ ପରିଚିତ । ଆଜି ଆମେ ଆପଣଙ୍କୁ ଏପରି କିଛି ରେଳ ଷ୍ଟେସନ ବିଷୟରେ କହିବୁ ଯାହା ବିଷୟରେ ଅନେକ…

ଜଷ୍ଟିସ ଅରିନ୍ଦମ ସିହ୍ନା ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ

କଟକ: ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଅରିନ୍ଦମ ସିହ୍ନା । ବର୍ତ୍ତମାନ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଅଛନ୍ତି । ଚଳିତ ମାସ ୧୯ରେ ତାଙ୍କର କାର୍ଯ୍ୟକାଳ ସରୁଥିବାବେଳେ, ୨୦ ତାରିଖରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ…

‘ଫେବୃଆରୀ ୧ରୁ ଆରମ୍ଭ ହୋଇପାରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ’

ଭୁବନେଶ୍ୱର: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ନେଇ ପୁଣି ନୂଆ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପୂର୍ବରୁ ଏହି ଧାଡ଼ି ଦର୍ଶନ ଜାନୁଆରୀ ୨୦ରୁ ଆରମ୍ଭ ହେବାକୁ ଥିବାବେଳେ ଏବେ କିନ୍ତୁ ଏଥିରେ ପରିବର୍ତ୍ତନ ହୋଇପାରେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ଫେବୃଆରୀ…

ସ୍ମାର୍ଟ ଆର୍ଥିକ ଯୋଜନା ଦ୍ବାରା ଛୋଟ ବେତନରେ ମଧ୍ୟ ଆଣିହେବ ଏକ ବଡ଼ ପରିବର୍ତ୍ତନ

ଭୁବନେଶ୍ବର:ଧନୀ ହେବା ପାଇଁ, କେବଳ ଅଧିକ ଦରମାର ଆବଶ୍ୟକତା ନାହିଁ, ସଠିକ୍ ଆର୍ଥିକ ଯୋଜନା ଆବଶ୍ୟକ । ସଠିକ୍ ରଣନୀତି ଆପଣ ଗ୍ରହଣ କରି, ଆପଣଙ୍କର ସଞ୍ଚୟ ବୃଦ୍ଧି କରିପାରିବେ ଏବଂ ଆପଣଙ୍କର ଆର୍ଥିକ ସ୍ଥିତିକୁ ମଧ୍ୟ ଦୃଢ କରିପାରିବେ । ଆସନ୍ତୁ ଜାଣିବା କିପରି । -ଏକ ମାସିକ ବଜେଟ୍…

‘ଖୁବଶୀଘ୍ର ଓଡ଼ିଶା ଏକ ଯୌତୁକ ମୁକ୍ତ ରାଜ୍ୟ ହେବ’

ଭୁବନେଶ୍ୱର: ଶୁକ୍ରବାର ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନର କନଭେନସେନ ସେଣ୍ଟରରେ ଏକଦିବସୀୟ ଯୌତୁକ ନିଷେଧ ଆଇନ ୧୯୬୧ ଉପ ଜିଲ୍ଲାପାଳ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ…

ବିଜେପିର ସଂକଳ୍ପ ପତ୍ର: ସରକାରକୁ ଆସିଲେ ମହିଳାଙ୍କୁ ପ୍ରତିମାସରେ ମିଳିବ ୨୫୦୦ ଟଙ୍କା, ମାଗଣା ସିଲିଣ୍ଡର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡିଲେଣି ସମସ୍ତ ରାଜନୈତିକ ଦଳ। କ୍ଷମତା ପାଇଁ ରୋଚକ ଫାଇଟ୍ ହେବ। ଏହାରି ଭିତରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜ ସଂକଳ୍ପ ପତ୍ରର ପ୍ରଥମ ଭାଗ ଜାରି କରିଛି। ଘୋଷଣା ପତ୍ରରେ ଦିଲ୍ଲୀବାସୀଙ୍କ ପାଇଁ ଅନେକ ବଡ଼…

ଦିଲ୍ଲୀରେ ଏକା ଲଢ଼ିବ ଏନ୍‌ସିପି, ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ନ୍ୟାସନାଲ କଂଗ୍ରେସ ପାର୍ଟି(ଏନ୍‌ସିପି)। କାରଣ ଦଳ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୩୦ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏହାସହ ଦିଲ୍ଲୀରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଦଳ…

ଦିନେ ଭାରତରେ ଚାଲିଥିଲା ୧୦ହଜାର ଟଙ୍କିଆ ନୋଟ୍, ଜାଣନ୍ତୁ ଏହା କାହିଁକି ବନ୍ଦ ହେଲା

ପ୍ରତ୍ୟେକ ଭାରତୀୟ ବିମୁଦ୍ରୀକରଣ ସମୟକୁ ମନେ ରଖିଥିବେ। ଲୋକମାନେ କିପରି ଟଙ୍କା ପାଇଁ ଏଟିଏମ୍‌ରେ ଧାଡ଼ି ବାନ୍ଧି ଠିଆ ହୋଇ ରହୁଥିଲେ। ବିମୁଦ୍ରାକରଣ ପରେ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ହୋଇଥିଲା। ଏହା ଆଜିର ଯୁବପିଢ଼ିଙ୍କ ପାଇଁ ସବୁଠାରୁ ବଡ଼ ରକମର ନୋଟ ଥିଲା। ୧୯ ମଇ ୨୦୨୩ରେ, ଭାରତ ସରକାର…

ଝାରସୁଗୁଡ଼ାରେ ବଳ କଷାକଷି

ଭୁବନେଶ୍ବର: ଝାରସୁଗୁଡାରେ ବିଜେଡି- ବିଜେପି ବଳ କଷାକଷି ! ପ୍ରଥମେ ସ୍ବର୍ଗତଃ ନବ ଦାସଙ୍କ ପୁଅ ଅଟକ, ଏବେ ନବଙ୍କ ଭାଇ ବ୍ରଜ ଦାସଙ୍କ ଘରେ ରେଡ୍ । ଦୁଇ ବର୍ଷ ପରେ ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତକୁ ନେଇ ଜୋର ଧରିଲାଣି ରାଜନୀତି । ନବଙ୍କ ପରିବାର ମାମଲାର ସିବିଆଉ ତଦନ୍ତ ନେଇ ଦାବି…