Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୋଲିସ ଏନ୍‌କାଉଣ୍ଟରରେ ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପିଲଭିତ୍‌ରେ ଏନକାଉଣ୍ଟର। ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବା ସୂଚନା। ୟୁପି ଓ ପଞ୍ଜାବ ପୋଲିସର ମିଳିତ ଅପରେସନ ବେଳେ ଏହି ଏନକାଉଣ୍ଟର ହୋଇଛି। ସେମାନଙ୍କ ନିକଟରୁ ୨ଟି ଏକେ-47 ଓ ୨ଟି ପିସ୍ତଲ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୋଲିସ। ଗୁରୁଦାସପୁରର ଏକ…

୯ ଜଣଙ୍କ ଉପରେ ଚଢ଼ିଗଲା ଡମ୍ପର: ୩ ମୃତ

ମୁମ୍ବାଇ: ୯ ଜଣଙ୍କ ଉପରେ ଚଢ଼ିଗଲା ଡମ୍ପର। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ରାସ୍ତାକଡ଼ ଫୁଟ୍‌ପାଥ୍‌ରେ ଶୋଇଥିବା ବେଳେ ଚଢ଼ିଗଲା ଡମ୍ପର। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେ ୱାଘୋଲି ଛକ ନିକଟରେ। ସୂଚନା ଅନୁସାରେ ୱାଘୋଲି ଛକ ନିକଟ ଫୁଟ୍‌ପାଥ୍‌ରେ ଶୋଇଥିଲେ ୯ ଜଣ। ଏଥିରେ ୨…

ପଶ୍ଚିମବଙ୍ଗରୁ ଓଡ଼ିଶା ଫେରିବ ଜିନ୍ନତ

ବାରିପଦା : ଫେରିବ ବାଘୁଣୀ ଜିନ୍ନତ। ଟ୍ରାଙ୍କୁଲାଇଜ୍ କରି ଜିନ୍ନତକୁ ପଶ୍ଚିମବଙ୍ଗରୁ ଓଡ଼ିଶା ଅଣାଯିବ ବୋଲି ସୂଚନା ଦେଇଛନ୍ତି ବାରିପଦା ଆରସିସିଏଫ। କିଛିଦିନ ପୂର୍ବରୁ  ଶିମିଳିପାଳରୁ ଯାଇ ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲୁଛି  ଜିନ୍ନତ। ତେବେ ଜିନ୍ନତର ଗତିବିଧି ଉପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ବନ…

ସାମ୍ବାଦିକଙ୍କ ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ଆସିବ ସାମ୍ବାଦିକ ସୁରକ୍ଷା ଅଧିନିୟମ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାରେ ସାମ୍ବାଦିକ ବନ୍ଧୁମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି । ଓଡ଼ିଶାର ଅଧିକାରରେ ସାମ୍ବାଦିକ ବନ୍ଧୁମାନଙ୍କର ବି ଦାୟିତ୍ୱ ରହିଛି। ତେବେ ସାମ୍ବାଦିକ ବନ୍ଧୁମାନଙ୍କର ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ସାମ୍ବାଦିକ ସୁରକ୍ଷା…

ବର୍ଷାରେ ଭିଜିବ ବଡଦିନ ଓ ନୂଆବର୍ଷ: ୨୪ରୁ ପୁଣି ବର୍ଷା

ଭୁବନେଶ୍ବର: ବର୍ଷାରେ ଭିଜିବ ବଡଦିନ ଓ ନୂଆବର୍ଷ। ଆସନ୍ତା ଡିସେମ୍ବର ୨୪ ଓ ୨୫ରେ ସାରା ରାଜ୍ୟରେ ଦେଖିବାକୁ ମିଳିବ ବର୍ଷା ସହ ଘନ କୁହୁଡି। ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା ଜାରି ରହିଥିବା ବେଳେ ଆଜି ପାଗ ପରିବର୍ତ୍ତନ ହୋଇଛି । ଆଜି ପାଗ ଶୁଖିଲା ରହିଥିବା ବେଳେ ଡିସେମ୍ବର ୨୪ ଓ ୨୫ରେ…

ଲଞ୍ଚ ହେଲା ନୂଆ ବଜାଜ ଚେତକ ଇଲେକ୍ଟ୍ରିକ୍ ସ୍କୁଟର; ଜାଣନ୍ତୁ ପ୍ରାଇସ, ଫିଚର କ’ଣ ରହିଛି..

ନୂଆଦିଲ୍ଲୀ: ଦୁଇ ଚକିଆ ଯାନ ନିର୍ମାତା ବଜାଜ ଅଟୋ,ନୂଆ ଜେନେରେସନ ବଜାଜ ଚେତକ ଇଲେକ୍ଟ୍ରିକ ସ୍କୁଟରକୁ ଲଞ୍ଚ କରିଛି, ଏଥିରେ ନୂଆ ଫିଚର ରହିଛି | ତିନୋଟି ମଡେଲରେ ନ୍ୟୁ ଚେତକ ମାର୍କେଟକୁ ଆସିଛି | ବର୍ତ୍ତମାନ କମ୍ପାନୀ କେବଳ ମିଡ-ଭେରିଆଣ୍ଟ (୧.୨୦ ଲକ୍ଷ ଟଙ୍କା) ଏବଂ ଟପ୍-ସ୍ପେକ୍ ଭର୍ସନ…

ପାନାମା କେନାଲକୁ ନେଇ ଏଭଳି ଧମକ ଦେଲେ ଟ୍ରମ୍ପ

ୱାଶିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାନାମାକୁ ଧମକ ଦେଇଛନ୍ତି। ଯଦି ସେମାନେ ଆମେରିକୀୟ ଜାହାଜ ଉପରେ ଗମନାଗମନ ଶୁଳ୍କ ଜାରି ରଖନ୍ତି ତେବେ ଆମେରିକା ପାନାମା କେନାଲକୁ ଫେରାଇ ଆଣିବେ। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ' 'ରେ ଏଭଳି ପୋଷ୍ଟ କରିଛନ୍ତି …

ଆପଣ ଘରେ କେତେ ନଗଦ ରଖିପାରିବେ? ନିୟମ ଜାଣନ୍ତୁ ନଚେତ୍ ଆପଣଙ୍କ ଘରେ ହୋଇପାରେ ଆୟକର ଚଢାଉ

ନୂଆଦିଲ୍ଲୀ: କୋରନା ପର ଠାରୁ ଡିଜିଟାଲ କାରବାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବର୍ତ୍ତମାନ ଏକ ବୃହତ ଜନସଂଖ୍ୟା ଅନଲାଇନ୍ କାରବାର କରିବାକୁ ପସନ୍ଦ କରନ୍ତି | କିନ୍ତୁ ଯେଉଁ ଲୋକମାନେ ଇଣ୍ଟରନେଟ୍ ବ୍ୟବହାର ଜାଣନ୍ତି ନାହିଁ, ସେମାନେ ଅନଲାଇନ୍ କାରବାର ପରିବର୍ତ୍ତେ ନଗଦ ମାଧ୍ୟମରେ ସେମାନଙ୍କର…

ପଶ୍ଚିମବଙ୍ଗର ହିନ୍ଦୀ ବିଶ୍ବବିଦ୍ୟାଳୟର କୁଳପତି ହେଲେ ଓଡିଶାର ନନ୍ଦିନୀ ସାହୁ

ଭୁବନେଶ୍ୱର: ପଶ୍ଚିମବଙ୍ଗର ହିନ୍ଦୀ ବିଶ୍ବବିଦ୍ୟାଳୟର କୁଳପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ଓଡ଼ିଶାର ବିଶିଷ୍ଟ ଲେଖିକା ତଥା ଶିକ୍ଷାବିତ୍ ନନ୍ଦିନୀ ସାହୁ। ସେ ଇଂରାଜୀ ସାହିତ୍ୟରେ ୩ଟି ଗୋଲ୍ଡ ମେଡାଲ ପାଇଥିବା ବେଳେ ୨୧ଟି ବହି ମଧ୍ଯ ଲେଖିଛନ୍ତି। ସେ ବିଶ୍ବଭାରତୀର ପ୍ରଫେସର…

ବ୍ୟବସ୍ଥିତ ଷଡଯନ୍ତ୍ର: ନିର୍ବାଚନ ନିୟମ ସଂଶୋଧନକୁ ନେଇ ବର୍ଷିଲେ ଖଡଗେ…

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡଗେ ଆଜି କେନ୍ଦ୍ର ସରକାଙ୍କ ନିର୍ବାଚନ ସଂଶୋଧନ ନିୟମକୁ ନେଇ ଜୋରଦାର୍ ବର୍ଷିଛନ୍ତି । କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ଏହା ରୀତିମତ ଚାଲିଥିବା ଏକ ଷଡଯନ୍ତ୍ର ବୋଲି କହିଛନ୍ତି । କେନ୍ଦ୍ର ସରକାର ନିର୍ବାଚନ ନିୟମ…