Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସ୍ପେନରେ ପ୍ରଳୟଙ୍କାରୀ ବନ୍ୟା: ମୃତ୍ୟୁ ସଂଖ୍ୟା ୨୦୫କୁ ବୃଦ୍ଧି, ଏବେ ବି ଅନେକ ନିଖୋଜ

ନୂଆଦିଲ୍ଲୀ: ସ୍ପେନରେ ତାଣ୍ଡବ ରଚୁଛି ବନ୍ୟା । ଗତ ୫୦ ବର୍ଷ ଭିତରେ ଏହା ସ୍ପେନରେ ସବୁଠୁ ପ୍ରଳୟଙ୍କାରୀ ବଡ ବନ୍ୟା ବୋଲି କୁହାଯାଉଛି । ପୂର୍ବ ସ୍ପେନରେ ତାଣ୍ଡବ ରଛିଥିବା ବଏହି ବନ୍ୟା ଏବେ ଯାଏଷ ୨୦୫ ଜଣଙ୍କର ଜୀବନ ନେଇଥିବା ସୂଚନା ମିଳିଛି । ଏତିସହିତ ବନ୍ୟା ସହ ମାଟି ମାଡି ଆସିବାରୁ…

ଦିପାବଳୀ ପରେ ବେହାଲ ଟ୍ୱିନିସିଟି, ଦିଶୁନି ମୁହଁକୁ ମୁହଁ

ଭୁବନେଶ୍ବର: ସରିଛି ଆଲୋକର ପର୍ବ ଦିପାବଳୀ ହେଲେ ଏହାର ପ୍ରଭାବରେ ବେହାଲ ହୋଇପଡିଛି ଟ୍ବିନ୍ ସିଟି । ଦିପାବଳୀରେ ପ୍ରବଳ ବାଣ ଫୁଟାଇବାରୁ ପ୍ରଦୂଷଣ ମାତ୍ରା ବଢିଛି । ଆଜି ଭୋରରୁ ଟ୍ବିନ୍‌ ସିଟିରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି । ଏତେ କୁହୁଡ଼ି ଯେ, ମୁହଁକୁ ମୁହଁ ଦିଶୁନାହିଁ । ଫଳରେ ଗାଡ଼ି…

ଟ୍ରେଲର ପଛରେ ବାଡେଇ ହେଲା ପିକଅପ୍‌ ଭ୍ୟାନ୍‌; ୬ ମୃତ, ୫ ଆହତ

ସୁନ୍ଦରଗଡ଼: ଟ୍ରେଲର ପଛରେ ପିଟି ହେଲା ପିକଅପ୍‌ ଭ୍ୟାନ୍‌ ଚାଲିଗଲା ୬ ଜଣଙ୍କ ଜୀବନ ଏଥିରେ ୫ ଜଣ ଆହତ ମଧ୍ୟ ହୋଇଛନ୍ତି । ଆଜି ସକାଳୁ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଗଏକାନପାଲି ନିକଟରେ । ସମସ୍ତ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ…

ହୃଦଘାତରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା; ଜୟପୁରରେ ଆଜି ୧୨ ଘଣ୍ଟିଆ ଦୋକାନ ବଜାର ବନ୍ଦ

ଜୟପୁର: ସିଟି ଓ ଜିଏସଟି ଚଢ଼ାଉ ପରେ ହୃଦଘାତରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା । ଆଜି ଜୟପୁରରେ ୧୨ ଘଣ୍ଟିଆ ଦୋକାନ ବଜାର ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରା ଦେଇଛି ଜୟପୁର ଚାମ୍ବର୍ ଅଫ୍ କମର୍ସ । ସୁନା ବ୍ୟବସାୟୀ ହରପ୍ରସାଦ ରାଓଙ୍କ ମୃତ୍ୟୁ ପ୍ରତିବାଦରେ ଏହି ବନ୍ଦ ପାଳନ…

ଓୟୋ ହୋଟେଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଲଜ୍ଜା । ଏକ ଓୟୋ ହୋଟେଲରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ୪ ଜଣ ଯୁବକ । ଏଥିସହ ବଳାତ୍କାର ସମୟର ଭିଡିଓ ଭାଇରାଲ କରିବାର ଧମକ ଦେବା ସହ ପୀଡ଼ିତା ଓ ତାଙ୍କ ମା’ଙ୍କଠାରୁ ୬୨ହଜାର ଟଙ୍କା ନେଇଯାଇଛନ୍ତି । ଏନେଇ ଘଟଣାର ଅଭିଯୋଗ ପରେ ୪ଜଣ…

ପଶ୍ଚିମବଙ୍ଗ: ବାଣ ନିଆଁରେ ୩ ଶିଶୁ ଜଳିଗଲେ

କୋଲକାତା : ପଶ୍ଚିମବଙ୍ଗ ହାଓଡା ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ବାଣ ଫୁଟାଇବା ସମୟରେ ୩  ଶିଶୁଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇଛି।  ନିଆଁ ଏତେ ଭୟଙ୍କର ଥିଲା ଯେ ଗୋଟିଏ ଘରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଖବର ମୁତବକ ଘଟଣା ସ୍ଥଳରେ…

ନବୀନଙ୍କୁ ହରାଇବାକୁ କଣ୍ଟାବାଞ୍ଝି ପଠାଯାଇଥିଲା: ସୁନନ୍ଦାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ

ଭୁବନେଶ୍ୱର : କିଛିଦିନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେପିରେ ମିଶିବା ନେଇ ତାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ସୂଚନା ଦେଇଛନ୍ତି। ଏହା ସହ ସେ ଏକ ବିସ୍ଫୋରକ ବୟାନ ଦେଇ ରାଜନୈତିକ ହଟଚମଟ ସୃଷ୍ଟି କରିଛନ୍ତି। ସେ କହିଛନ୍ତି, ନବୀନଙ୍କୁ…

ସ୍ତ୍ରୀକୁ ହତ୍ୟା ପରେ ସ୍ଵାମୀର ଆତ୍ମହତ୍ୟା

ବରଗଡ: ସାରା ଦେଶ ଦିପାବଳୀ ଉତ୍ସବ ପାଳନ କରୁଥିବା ବେଳେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ କୁସନପୁରୀ ବିଜୟା ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ଵାମୀ ନିଜେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ୨୮ ବର୍ଷିୟ କିଶୋର…

ଟ୍ରେନ୍ ଟିକେଟ୍ ପାଇଁ ଅଗ୍ରୀମ ସଂରକ୍ଷଣ ଅବଧି ୬୦ ଦିନକୁ ହ୍ରାସ

ଭୁବନେଶ୍ୱର: ଟ୍ରେନ ଟିକେଟ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ଭାରତୀୟ ରେଳବାଇ । ଟ୍ରେନ୍ ଟିକେଟ୍ ଅଗ୍ରୀମ ସଂରକ୍ଷଣ ଦିବସ ପାଇଁ ପୂର୍ବର ୧୨୦ ଦିନରୁ ୬୦ ଦିନ ପର୍ଯ୍ୟନ୍ତ ଅଗ୍ରୀମ ସଂରକ୍ଷଣ ଅବଧି ହ୍ରାସ କରିଛି ଯାହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଏହି ପରିବର୍ତ୍ତନର ଲକ୍ଷ୍ୟ…

ବରିଷ୍ଠ ବିଜେପି ନେତା ସମୀର ଦେ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

କଟକ : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଅସୁସ୍ଥ। ତାଙ୍କୁ କଟକର ସିଡିଏ ସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ସେ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ସେ ବିଜେପି ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ।…