Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ବାଘ ଝିଅ ବାଘୁଣୀ ହିଁ ହେବ, କୌଣସି ପରିସ୍ଥିତିରେ ବିଲେଇ ହେବ ନାହିଁ’

ବ୍ରହ୍ମଗିରି: ଯେତିକି ଯେତିକି ପାଖେଇ ଆସୁଛି ନିର୍ବାଚନ ସେତିକି ସରଗରମ ହେଉଛି ରାଜ୍ୟ ରାଜ୍ୟନୀତି । ବିଭିନ୍ନ ସମସ୍ୟା କୁ ମୁଦ୍ଦା କରି ନିର୍ବାଚନୀ ମୈଦାନକୁ ଓହ୍ଲାଉଛନ୍ତି ନିର୍ବାଚିତ ପ୍ରାର୍ଥୀ । ଏହି ପ୍ରରିପେକ୍ଷୀରେ ଆଜି ବ୍ରହ୍ମଗିରି ବିଜେପି ବିଧାୟିକା ପ୍ରାର୍ଥୀ ଉପାସନା ମହାପାତ୍ର…

ଚନ୍ଦନପୁର ବଜାରରେ ବୋମାମାଡ଼, ଦୁର୍ବୁତ୍ତକୁ କାବୁ କଲା ପୋଲିସ

ପୁରୀ: ପୁରୀ ଚନ୍ଦନପୁର ବଜାରରେ ବୋମାମାଡ଼ । ସିମେଣ୍ଟ ବ୍ୟବସାୟୀ ନିରଞ୍ଜନ ସାହୁଙ୍କ ଗୋଦାମ ଉପରକୁ ହୋଇଛି ବୋମାମାଡ଼ । ବୋମାମାଡ କରି ଦୃର୍ବୁତ୍ତ ଖସି ଯାଉଥିବାବେଳେ ସ୍ଥାନୀୟ ଲୋକେ କାବୁ କରି ପୋଲିସକୁ ଜିମା ଦେଇଛନ୍ତି । ତେବେ ବୋମାମାଡ କରିଥିବା ଦୃର୍ବୁତ୍ତ ଏକ ବାଇକ ରେ ଖସି ଯାଉଥିବା…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମିଳିଳାନି ଆଶ୍ୱସ୍ତି,ମେ’ ୭ରେ ପୁଣିଥରେ କୋର୍ଟରେ ହାଜର ହେବେ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମିଳିଳାନି ଆଶ୍ୱସ୍ତି । ମଦଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍‌ଙ୍କୁ କୋର୍ଟ ମେ' ୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । କେଜ୍ରିୱାଲ ମେ' ୭ରେ ପୁଣିଥରେ କୋର୍ଟରେ ହାଜର ହେବେ ।…

ବାପ ସାଜିଲା ଜହ୍ଲାଦ, ମାତ୍ର ଶହେ ଟଙ୍କା ପାଇଁ କଟୁରୀରେ ପୁଅକୁ ହାଣିଲା

କଟକ: ବାପ ପୁଅର ସଂପର୍କ ଅମୂଲ୍ୟ । କିନ୍ତୁ ଏହି ସମ୍ପର୍କର ମୂଲ୍ୟ ଭୁଲି ମାତ୍ର ୧୦୦ ଟଙ୍କା ପାଇଁ ପୁଅକୁ ହାଣିଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ । ପୁଅ ଶୋଇଥିବାବେଳେ କଟୁରୀରେ ହାଣି ଲହୁ ଲୁହାଣ କଲା ପିଶାଚ ବାପା । ଖବର ମୁତାବକ,…

୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେନି ଅମର ଶତପଥୀ

ଭୁବନେଶ୍ୱର: ବରିଷ୍ଠ ନେତା ଅମର ଶତପଥୀଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣାରୁ ପ୍ରାର୍ଥୀ କରିଛି ବିଜେଡି। ତେବେ ଅମର ଶତପଥୀଙ୍କ ଟିକେଟ୍‌ କଟିବା ପରେ ସମର୍ଥକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଅମର ଶତପଥୀ ଦଳରେ ରହିବେ ନା ଛାଡିବେ ସେ ନେଇ ରାଜନୈତକ ମହଲରେ ନାନା…

ଆଇପିଏଲ: ୩ ଟିମର ପ୍ଲେ ଅଫ ପ୍ରବେଶ ଏକପ୍ରକାର ନିଶ୍ଚିତ, ୨ ପ୍ରାୟତଃ ବିଦା

କୋଲକାତା: ଚଳିତ ଆଇପିଏଲ ଧିରେ ଧିରେ ନିର୍ଣ୍ଣାୟକ ମୋଡକୁ ଯିବାରେ ଲାଗିଛି । ୩ଟି ଟିମ ଭଲ ପ୍ରଦର୍ଶନ ସହ ପ୍ଲେ ଅଫ ପ୍ରବେଶ ଏକପ୍ରକାର ନିଶ୍ଚିତ କରିଛନ୍ତି । ସେହିପରି ୨ଟି ଟିମ ପ୍ରାୟତଃ ପ୍ଲେ ଅଫ ଦୌଡରୁ ବାଦ ପଡି ସାରିଛନ୍ତି । ତଥାପି ସମ୍ଭାବନା ଏବେ କିଛି ବାକି ରହିଯାଇଛି । ୧୦ଟି ଟିମ…

ରାଜନୀତିରୁ ସନ୍ନ୍ୟାସ ନେବି, ଶେଷ ଯାଏଁ ସାମାଜିକ ସେବା ଜାରି ରଖିବି: ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ପରେ ରାସେଶ୍ବରୀ ପାଣିଗ୍ରାହୀଙ୍କ ପ୍ରେସମିଟ । ଇସ୍ତଫା ଦେବା ପରେ ରାସେଶ୍ୱରୀ ପ୍ରେସମିଟ୍‌ କରି କହିଛନ୍ତି, ସମ୍ବଲପୁରର ଅସ୍ମିତା ପାଇଁ ବିଜେଡି ଛାଡିଲି। ଦଳ ଯେଭଳି ନିଷ୍ପତ୍ତି ନେଲା, ସମ୍ବଲପୁର ପାଇଁ ଅବମାନନା ଥିଲା। 'ଯାହାକୁ ଅଯୋଗ୍ୟ କହି ବରଖାସ୍ତ…

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ।  ORHDS ଦୁର୍ନୀତି ମାମଲାରେ ଜାମିନ ଦେଲେ ସୁପ୍ରିମକୋର୍ଟ । ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ କୋର୍ଟ । ଆବେଦନକୁ ଗ୍ରହଣ କରି ଭିଜିଲାନ୍ସକୁ ନୋଟିସ କଲେ କୋର୍ଟ । ହାଇକୋର୍ଟ ରାୟକୁ ଚାଲେଞ୍ଜ୍ କରି ସୁପ୍ରିମକୋର୍ଟ…

ଅବସର ନିଷ୍ପତିରୁ ଓହରିବେ ନାହିଁ ସୁନୀଲ ନାରିନ

କୋଲକାତା: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ଅଲରାଉଣ୍ଡର ସୁନୀଲ ନାରିନ ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି । ଏହା ଦେଖି ୱେଷ୍ଟଇଣ୍ଡିଜ ଟି୨୦ ଟିମର ଅଧିନାୟକ ତାଙ୍କୁ ଆନ୍ତର୍ଜାତୀୟ କ୍ରିକେଟରୁ ନେଇଥିବା ଅବସର ନିଷ୍ପତିରୁ ଓହରିଯିବା ପାଇଁ ଅନୁରୋଧ କରିଥିଲେ । ତେବେ ମଙ୍ଗଳବାର…

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ରାସେଶ୍ବରୀ ପାଣିଗ୍ରାହୀ । ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ଦଳର ଟାଣୁଆ ନେତ୍ରୀ ରାସେଶ୍ବରୀ ପାଣିଗ୍ରାହୀ ଛାଡିଲେ ବିଜେଡି। ସେ ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ସଂଗଠନ ସଭାପତିଙ୍କ ଜରିଆରେ ଦଳର ସୁପ୍ରିମୋ ନବୀନ…