Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଇପିଏଲ ୨୦୨୪: ନିରାଶ କରୁଛନ୍ତି ଦାମୀ ଖେଳାଳି

ମୁମ୍ବାଇ: ଚଳିତ ଆଇପିଏଲରେ ୧୦ କୋଟିରୁ ଊର୍ଦ୍ଧ୍ୱ ୬ଜଣ ଖେଳାଳିଙ୍କ ଉପରେ ଫ୍ରାଂଚାଇଜ ବାଜି ଲଗାଇଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର, ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟାନ୍ସର କେତେକ ଖେଳାଳିଙ୍କ ଉପରେ ଆବଶ୍ୟକତାଠାରୁ ଅଧିକ ଅର୍ଥ ଲଗାଇବା ମହଙ୍ଗା ସାବ୍ୟସ୍ତ ହୋଇଛି । କେକେଆର…

ଜଗଦ୍ଦେବ ନିର୍ବାଚନ ଲଢ଼ିବେନି: ବିଜେଡି ନା ବିଜେପି କିଏ ପଡ଼ିବ ଘାଟାରେ?

ଚିଲିକା: ଫେବ୍ରୁଆରି ମାସରେ ବିଜେପିରେ ଯୋଗ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଚଳିତ ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଶୁକ୍ରବାର ଗଣମାଧ୍ୟମ ସହ ଆଲୋଚନା କରିବା ବେଳେ ପ୍ରତିକ୍ରିୟା ଦେଇ ଜଗଦେବ ହିଞ୍ଜିଳି ବିଧାନସଭା ଆସନରୁ ବିଜେଡି ସଭାପତି ତଥା…

୨୦୨୭ ବିଶ୍ୱକପ ଖେଳିବେ ବୋଲି କହିଲେ ରୋହିତ

ମୁମ୍ବାଇ: ୨୦୨୩ ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ନୈରାଶ୍ୟର ବର୍ଷ ଥିଲା । ଭଲ ପ୍ରଦର୍ଶନ ସତ୍ୱେ ଦିନିକିଆ ବିଶ୍ୱକପ ଓ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ପରାଜିତ ହୋଇଥିଲା । ରୋହିତ ଶର୍ମା ଦଳର ନେତୃତ୍ୱ ନେଇଥିଲେ । ଏବେ ରୋହିତଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଟି୨୦ ବିଶ୍ୱକପ…

ଲୋକସଭା ନିର୍ବାଚନ ପ୍ରଚାର ପାଇଁ କୋର୍ଟରେ ଜାମିନ ଆବେଦନ କଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆ ଲୋକସଭା ନିର୍ବାଚନର ପ୍ରଚାର ପାଇଁ ରାଉସ୍ ଆଭେନ୍ୟୁ କୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଛନ୍ତି । ସେପଟେ ସିବିଆଇ ମାମଲାରେ ଶୁଣାଣି କରି କୋର୍ଟ ଏପ୍ରିଲ ୨୪ ପର୍ଯ୍ୟନ୍ତ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ବଢ଼ାଇ…

ବାମ୍ଫି ଭିତରୁ ୧୨ ଫୁଟିଆ ଅଜଗର ସାପ ଉଦ୍ଧାର

କଟକ: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଧୀନ ଗୋଡ଼ି ସାହି ଗ୍ରାମ ପାଖରେ ଥିବା ଏକ ବାମ୍ଫି ଭିତରୁ ଗୋଟିଏ ୧୨ ଫୁଟିଆ ଅଜଗର ସାପ ଉଦ୍ଧାର ହୋଇଛି । ବାମ୍ଫି ଭିତରେ ପ୍ରାୟ ତିନି ଦିନ ହେଲା ପଡ଼ିରହିବା ପରେ ସାପ ଟି କୁ ଉଦ୍ଧାର କଲା ସ୍ନେକ୍ ହେଲ୍ପ ଲାଇନ । ଖବର ମୁତାବକ, ଗତ ତିନି ଦିନ ପୂର୍ବେ…

ଭାରତ ସହ ଶତ୍ରୁତା କରିବା ମାଳଦ୍ୱୀପକୁ ମହଙ୍ଗା ପଡିଲା; ଟୁରିଷ୍ଟ ପାଇଁ ଭାରତରେ କରିବ ରୋଡ ସୋ’

ନୂଆଦିଲ୍ଲୀ: ଭାରତ ସହିତ ଶତ୍ରୁତା କରିବା ମାଳଦ୍ୱୀପକୁ ଭାରି ପଡିଛି । ବର୍ତ୍ତମାନ ମାଳଦ୍ୱୀପରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଯାହା ଦେଶର ଆର୍ଥନୀତିକୁ ଦୋହଲାଇ ଦେଇଛି । ଏହି କାରଣରୁ ମାଳଦ୍ୱୀପ ବର୍ତ୍ତମାନ ଆଣ୍ଠେଇ ପଡିଛି । ଭାରତୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ…

ହମାସ ସହ ଯୁଦ୍ଧ ସମୟରେ ଇସ୍ରାଏଲ ଯିବେ ୬ ହଜାର ଭାରତୀୟ ଶ୍ରମିକ

ନୂଆଦିଲ୍ଲୀ: ଇସ୍ରାଏଲ ଯିବେ ୬ ହଜାର ଭାରତୀୟ ଶ୍ରମିକ । ଇସ୍ରାଏଲ ଏହାର ବିଭିନ୍ନ ନିର୍ମାଣ କାର୍ଯ୍ୟ ନିମନ୍ତେ ଚଳିତ ବର୍ଷ ଏପ୍ରିଲ-ମେ’ ମାସରେ ଭାରତରୁ ୬ ହଜାର ଶ୍ରମିକଙ୍କୁ ନେବ । ଏନେଇ ଇସ୍ରାଏଲକୁ ଭାରତ ସରକାର ଆବଶ୍ୟକ ଅନୁମତି ପ୍ରଦାନ କରିଛନ୍ତି । ଗତ ଅକ୍ଟୋବର ୭ ତାରିଖରୁ…

ଖୁବ୍ ଶୀଘ୍ର ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ: ମୋଦୀ

ଶ୍ରୀନଗର: ଆଗାମୀ ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ମାନଙ୍କର ପ୍ରଚାର ପ୍ରସାର ଜାରି ରହିଛି । ନିର୍ବାଚନୀ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦ୍ଧମପୁର ଗସ୍ତରେ ଅଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଜାମ୍ମୁ-କାଶ୍ମୀର ଖୁବ୍ ଶୀଘ୍ର ତା’ର…

ଏହି ଫିଲ୍ମ ଦେଖିବା ଅଭିଶାପ ସଦୃଶ, ଯିଏ ଦେଖିଛି ସେ….

ମୁମ୍ବାଇ: ହଲିଉଡରେ ସମସ୍ତ ପ୍ରକାର ଦର୍ଶକଙ୍କ ଭିନ୍ନ ଭିନ୍ନ ଶୈଳୀରେ ଫିଲ୍ମ ନିର୍ମାଣ ହୋଇଛି । ହରର ଫିଲ୍ମ ଏଂଟ୍ରମ ଏହାର ଜ୍ୱଳନ୍ତ ଉଦାହରଣ । ତେବେ ଏହି ଫିଲ୍ମକୁ କେହି ହଲରେ ଦେଖିପାରି ନାହାନ୍ତି । ଏଂଟ୍ରମ ଏକ ଶାପିତ ଫିଲ୍ମ ବୋଲି କୁହାଯାଏ । ଯିଏ ଏହି ଫିଲ୍ମ ଦେଖିଛି ତାର ପ୍ରାଣ ଯାଇଛି…