Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଇପିଏଲ ୨୦୨୪: ୩୫ କୋଟିରୁ ଅଧିକ ଦର୍ଶକ ଟିଭିରେ ଦେଖିସାରିଲେଣି

ମୁମ୍ବାଇ: ଚଳିତ ଆଇପିଏଲରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇବା ପରିଲକ୍ଷିତ ହୋଇଛି । ଏପରିକି ଟିଭିରେ ମଧ୍ୟ ଏହା ଗତ ସଂସ୍କରଣକୁ ପଛରେ ପକାଇ ଦେଇଛି । ରିପୋର୍ଟ ମୁତାବକ ପ୍ରଥମ ୧୦ ଦିନ ମୁକାବିଲାରେ ୩୫ କୋଟିରୁ ଅଧିକ ଦର୍ଶକ ଏହାକୁ ଉପଭୋଗ କରିଛନ୍ତି । ୧୬ଟି ସିଜନ ମଧ୍ୟରେ ଏତେ ଦର୍ଶକ…

ପଦ୍ମ ଛାଡ଼ି ହାତ ଧରିଲେ ସୋନାଲି ସାହୁ

ଭୁବନେଶ୍ୱର: କଂଗ୍ରେସର ନୀତି ଓ ଆଦର୍ଶ ଉପରେ ଆସ୍ଥା ପ୍ରକଟ୍ଟ କରି ପଦ୍ମ ଛାଡ଼ି ହାତ ଧରିଲେ ମହିଳା ନେତ୍ରୀ ସୋନାଲି ସାହୁ । ରାହୁଲ ଗାନ୍ଧୀଙ୍କ ଦୃଢ଼ ନେତୃତ୍ୱ ଓ ଭାରତ ଯୋଡ଼ ନ୍ୟାୟ ଯାତ୍ରାବେଳେ ଅନୁପ୍ରାଣିତ ହୋଇ ସୋନାଲି ସାହୁ ବିଧିବଦ୍ଧ ଭାବରେ ପଦ୍ମ ଛାଡ଼ି ହାତ ଧରିଛନ୍ତି । ପ୍ରଦେଶ କଂଗ୍ରେସ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଡରେ ବିଜେପି ଚକ୍ରବ୍ୟୁହ: ହିଞ୍ଜିଳି ଘେରିବାକୁ ଚବିଶ ପ୍ଲାନ୍

ଭୁବନେଶ୍ଵର: ଚବିଶ ନିର୍ବାଚନରେ ନବୀନଙ୍କ ବିପକ୍ଷରେ ନୂଆ ଚେହେରା ଶିଶିର ମିଶ୍ରଙ୍କୁ ଠିଆ କରିଛି ବିଜେପି । ଜଣାଶୁଣା ବିଜେପି ନେତା ଶରତ ମିଶ୍ରଙ୍କ ସାନଭାଇ ଶିଶିର ମିଶ୍ର । ଗଞ୍ଜାମରେ ବିଜେପି ସଂଗଠନ ସୁଦୃଢ କରିବା ଦିଗରେ କାମ କରୁଛନ୍ତି ଶରତ । ସେପଟେ ୨୦୧୯ରେ ହିଞ୍ଜିଳିରୁ ପ୍ରାର୍ଥୀ…

କୋରେଇରୁ ନିର୍ବାଚନ ଲଢିବେ କି ଝିଲିକ? ପ୍ରାର୍ଥୀ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ଦାବି

ଯାଜପୁର: କୋରେଇ ବିଧାନସଭା ଆସନ ପାଇଁ ଆରମ୍ଭ ହେଲା ଶୀତଳ ଯୁଦ୍ଧ। ବିଜେଡିରୁ ପ୍ରାର୍ଥୀ ହେବାକୁ ମୈଦାନକୁ ଓହ୍ଲାଇଲେ ଓଲିଉଡ଼ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ। ଏଥର କୋରେଇରୁ ନିର୍ବାଚନ ଲଢିବେ କି ଝିଲିକ ! ତାଉପରେ ରହିଛି ସମସ୍ତଙ୍କର ନଜର। ମନ୍ତ୍ରୀ ତଥା ସୁକିନ୍ଦାର ବିଧାୟକ ପ୍ରୀତିରଞ୍ଜନ…

ଶପଥ ନେଲେ ଓଡିଶାର ୩ ନବନିର୍ବାଚିତ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କଲେ ୧୪ଜଣ ନେତା। ସେଥିରୁ ଓଡିଶାର ୩ଜଣ ରାଜ୍ୟସଭା ସାଂସଦ ଶପଥ ଗ୍ରହଣ କରିଛନ୍ତି । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ନୂତନ ସଂସଦ ଭବନରେ ସେମାନଙ୍କୁ ଶପଥ ପାଠ କରାଇଛନ୍ତି। ଓଡିଶାରୁ ଅଶ୍ୱିନୀ ବୈଷ୍ଣବ, ଦେବାଶିଷ…

ଶିଳ୍ପ ସମୃଦ୍ଧ ପାଇଁ ମୋଦି ଓ ନବୀନଙ୍କ ଆନ୍ତରିକତା ନାହିଁ: କଂଗ୍ରେସ

ଭୁବନେଶ୍ୱର: ଦେଶ ଏବଂ ଓଡ଼ିଶା ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବାକୁ ମୋଦୀ ଓ ନବୀନ ସରକାରଙ୍କର ଆନ୍ତରିକତା ନାହିଁ । କଂଗ୍ରେସ ସମୟରେ ଦେଶକୁ ଶିଳ୍ପ ସମୃଦ୍ଧ କରିବାକୁ ୨୦୧୧ ଅକ୍ଟୋବର ମାସରେ ତତ୍‌କାଳୀନ କଂଗ୍ରେସ ସରକାର ଜାତୀୟ ଉତ୍ପାଦ ନୀତି ପ୍ରଣୟନ କଲେ । ମୋଦି ସରକାର ଜାତୀୟ ଶିଳ୍ପନୀତିକୁ…

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ନିମାପଡାର ଦିଲ୍ଲୀପ ନାୟକ

ଭୁବନେଶ୍ଵର: ବିଜେପି ଛାଡି ବିଜେଡିରେ ସାମିଲ ହେଲେ ନିମାପଡାର ଦିଲ୍ଲୀପ ନାୟକ । ଦିଲ୍ଲୀପଙ୍କ ସହ ନିରଞ୍ଜନ ମହାପାତ୍ର, ମାନସ ପ୍ରଧାନଙ୍କ ସମେତ ଶତାଧିକ ନେତା ବି ସାମିଲ ହୋଇଛନ୍ତି । ବିଧିବିଦ୍ଧ ଭାବେ ତାଙ୍କୁ ଦଳକୁ ସ୍ଵାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ଆଜି ଅନୁଷ୍ଠାନିକ ଭାବେ…

ରାଜ୍ୟରେ ୩ ଦିନ ଯାଏଁ ପ୍ରବଳ ଖରା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: କଲବଲ କରୁଛି ଅସହ୍ୟ ଗରମ ଗୁଳୁଗୁଳି । ଅସମ୍ଭାଳ ତାତିରେ ଅସ୍ତବ୍ୟସ୍ତ ଜନଜୀବନ । ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ । ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ଖରା । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ହିଟୱେଭ୍ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗ୍ରୀଷ୍ମ ପ୍ରବାହ ଜାରି…

ବିହାରରେ ମୋଦୀଙ୍କ ନିର୍ବାଚନ ପ୍ରଚାର; କହିଲେ ଭାରତର ନାଁ ଖରାପ କରିଛନ୍ତି କଂଗ୍ରେସ-ଆରଜେଡି

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଦିନ ପରେ ସାରା ଦେଶରେ ୨୦୨୪ ସାଧାରଣ ନିର୍ବାଚନ । ନିର୍ବାଚନ ଯେତିକି ଯେତିକି ପାଖଉଛି, ରାଜନେତା ବିଭିନ୍ନ ମାଧ୍ୟମରେ ନିଜ ଦଳର ପ୍ରଚାର ଅଭିଯାନ ବଢେଇ ଚାଲିଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଦେଶରେ…

ବିଜେପି ପ୍ରାର୍ଥୀ ଘୋଷଣାର ପୁନଃ ବିଚାର ଦାବୀ କଲେ ଆଶାୟୀ ପୁରୁଣା ନେତା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଏକ ଛୋଟ ଜିଲ୍ଲା ହୋଇଥିଲେ ହେଁ ଏଠିକାର ରାଜନୀତି ସର୍ବୋପରି ଚର୍ଚ୍ଚାରେ ରହିଥାଏ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଟିକେଟ୍ କୁ ନେଇ ବିବାଦ ଦେଖାଦେଇଛି । ନିଜନିଜ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚର୍ଚ୍ଚା ର ବିଷୟ ପାଲଟି ଥିବା…