Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  କନିଷ୍ଠ ଶିକ୍ଷକଙ୍କୁ (Junior Teacher)ଙ୍କ ବଢ଼ିଲା ଦରମା । ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କାର ମାସିକ ପାରିଶ୍ରମିକ ପାଇବେ । ଜାନୁଆରୀ ମାସରୁ ପିଛିଲା ଭାବେ ଲାଗୁ ହେବା ନେଇ ନିଷ୍ପତି ନେଇଛନ୍ତି ସରକାର । ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ…

ଆସନ୍ତାକାଲି ନବୀନ ନିବାସରେ ଜରୁରୀ ବୈଠକ, ମେଣ୍ଟ ସଂପର୍କରେ ହୋଇପାରେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ମେଣ୍ଟକୁ ନେଇ ବଢିଚାଲିଛି ସସପେନ୍ସ। ଗୋଟେପଟେ ମେଣ୍ଟକୁ ନେଇ ଦିଲ୍ଲୀରେ ବୈଠକ ଡକାଯାଇଥିବା ବେଳେ ଅନ୍ୟପଟେ ଆସନ୍ତାକାଲି ନବୀନ ନିବାସରେ ବୈଠକ ହେବା ନେଇ ସୂଚନା ରହିଛି। ଜରୁରୀ ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ ବଡ଼ ନିଷ୍ପତ୍ତି। ବୈଠକକୁ ଦଳର ବରିଷ୍ଠ ନେତାମାନଙ୍କୁ ଡାକରା…

ଅରୁଣାଚଳ ପ୍ରଦେଶର ୬୦ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ବୁଧବାର ବିଜେପି ଅରୁଣାଚଳ ପ୍ରଦେଶର ୬୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ୨୦୨୪ ଲୋକସଭା ନିର୍ବାଚନ ସହିତ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏକ ବୈଠକରେ ଏହି ନାମକୁ ଅନୁମୋଦନ କରିଛି। ମୁକ୍ତୋ…

ବିଧାୟକ ପଦରୁ ଇସ୍ତଫା ଦେଲେ ମନୋହର ଲାଲ ଖଟ୍ଟର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ କିଛି ଦିନ ବାକି ଥିବା ବେଳେ ରାଜନୀତି ମାହୋଲ ଏବେ ସରଗରମ ରହିଛି। ହରିୟାଣାରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ବର୍ତ୍ତମାନ ଚର୍ଚ୍ଚାର ଶୀର୍ଷ ବିନ୍ଦୁ ପାଲଟିଛି। ହରିୟାଣାର ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ନପୁରୁଣୁ ମନୋହର ବିଧାୟକ ପଦରୁ…

ନିର୍ବାଚନ ସହ ଜଡ଼ିତ କୌଣସି ପ୍ରଶ୍ନର ଉତ୍ତର ଦେବ ନାହିଁ ଗୁଗୁଲର ଜେମିନି ଏଆଇ

ନୂଆଦିଲ୍ଲୀ: ଗୁଗୁଲ୍ ନିଜର ଏଆଇ ଚାଟବୋଟ୍ ଜେମିନି ଏଆଇ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି। ଗୁଗୁଲର ଏଆଇ ଚାଟବୋଟ୍ ଜେମିନି ଚଳିତ ବର୍ଷ ହେବାକୁ ଥିବା ସାରା ବିଶ୍ୱରେ ଯେକୌଣସି ନିର୍ବାଚନ ସହ ଜଡିତ କୌଣସି ପ୍ରଶ୍ନର ଉତ୍ତର ଦେବ ନାହିଁ। ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନ ସହ ଜଡିତ ଯେକୌଣସି…

‘ହେମା ମାଳିନୀଙ୍କୁ ବ୍ରାଣ୍ଡ ଆମ୍ବାସାଡର କଲେ ପୋଷ୍ଟ ଅଫିସରେ ଡିପୋଜିଟ ବଢିବ’

ଭୋପାଳ: ମଧ୍ୟପ୍ରଦେଶ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ବିଜୟ ଶାହାଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି । ମନ୍ତ୍ରୀ ବିଜୟ ଶାହା, ଆଜି ଖଣ୍ଡବା ସ୍ଥିତ ଏକ ପୋଷ୍ଟ ଅଫିସର ପାସପୋର୍ଟ ସେବା କେନ୍ଦ୍ରର ଉଦଘାଟନ ସମୟରେ ଯୋଗଦେଇଥିଲେ । ଯେଉଁଠି ସେ ଏପରି କିଛି କହିଛନ୍ତି ଯାହା ଏବେ ବେଶ୍…

ଦୁଇ ଭଉଣୀଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ପୁରନ୍ଦରପୁର ଗାଁରେ ଦୁଇ ଶିଶୁ କନ୍ୟାଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଟଙ୍କଧର ମହାରଣାଙ୍କର ଦୁଇ ନାବାଳିକା ଝିଅଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତକ ଦ୍ବୟ ହେଲେ ଇତିଶ୍ରୀ ମହାରଣା (୪) ଏବଂ ଲିପି ମହାରଣା (୨)। ୨…

ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ରେଡ୍

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ରେଡ୍ । ସାଂସଦ ଅନୁଭବ ମହାନ୍ତିଙ୍କ ଭଡା ଘରେ ଅର୍ବାନ କୋପରଟିଭ ବ୍ୟାଙ୍କ ପକ୍ଷରୁ ଏହି ଚଢାଉ କରାଯାଇଛି । ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି କଟକ ଗଣ୍ଡରପୁର ଅର୍ବାନ କୋପରଟିଭ ବ୍ୟାଙ୍କରୁ ଋଣ ନେଇ ସୁଝିନପାରିବାରୁ ବ୍ୟାଙ୍କ ପକ୍ଷରୁ ଏହି ଚଢାଉ…

ହତ୍ୟା ଅଭିଯୋଗରେ ପାଞ୍ଚଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଖଡ଼ିଆଳ ପୋଲିସ

ନୂଆପଡ଼ା: ହତ୍ୟା ଅଭିଯୋଗରେ ଆଜି ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଡ଼ିଆଳ ପୋଲିସ। ଅଭିଯୁକ୍ତ ମାନେ ହେଲେ ଖଡ଼ିଆଳ ଥାନା ଢଙ୍କସର ଗାଁର ଖଗେଶ୍ବର ଭରାଶଗରିଆ, ଘେନୁ ଭରାସଗରିଆ ଓ ନେହେନା ଗାଁର ଲାଲୁ ଟାହାଣି, ସୁଶାନ୍ତ ବାଗ ଓ ଗୁଣ ଟାହାଣି ବୋଲି ଜଣାପଡିଛି। ସୂଚନା…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବଢ଼ିଲା ମେୟର, ଡେପୁଟି ମେୟରଙ୍କ ଦରମା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ବଢ଼ିଲା ମେୟରଙ୍କ ଦରମା । ୫୦ ହଜାର ଟଙ୍କାକୁ ବୃଦ୍ଧି କଲେ ସରକାର । ଡେପୁଟି ମେୟରଙ୍କ ଦରମା ୨୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ପୌରପରିଷଦ ଅଧ୍ୟକ୍ଷଙ୍କ ଦରମା ୧୫ ହଜାରକୁ ବୃଦ୍ଧି, ପୌରପରିଷଦ…