Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରିଙ୍କୁ ଟି୨୦ ବିଶ୍ୱକପରେ ଭାରତୀୟ ଟିମର ସଦସ୍ୟ ରହିବା ସମ୍ଭାବନା ଉଜ୍ଜୀବୀତ

ଧର୍ମଶାଳା: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଧର୍ମଶାଳାରେ ଖେଳାଯିବ । ୩-୧ରେ ଅଗ୍ରଣୀ ରହି ଭାରତ ଏହି ସିରିଜ ଆଗୁଆ ଜିତି ନେଇଛି । ତେବେ ଏହି ମୁକାବିଲା ପୂର୍ବରୁ ଟିମ ଇଣ୍ଡିଆ ରିଙ୍କୁ ସିଂଙ୍କୁ ଡକାଇଛି । ଟି୨୦ ବିଶ୍ୱକପ ପୂର୍ବରୁ ହେବାକୁ ଥିବା ଫଟୋଶୁଟ ପାଇଁ ସେ…

କୋଭିଡ୍ ସଂକ୍ରମଣ ସମୟରେ ଜନ୍ମିତ ଶିଶୁଙ୍କ ପାଖରେ ରହିଛି ଅଧିକ ପରିମାଣର ଇମ୍ୟୁନିଟି ପାୱାର

ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମଣ ସମୟରେ ଅନେକ ଲୋକଙ୍କ ଇମ୍ୟୁନିଟି ହ୍ରାସ ପାଇଥିବା ବେଳେ ଏହି ସମୟରେ ଜନ୍ମ ଗ୍ରହଣ କରିଥିବା ପିଲାଙ୍କ ପାଖରେ ରୋଗ ସହ ଲଢିବା ପାଇଁ ଅଧିକ ପରିମାଣର ରୋଗପ୍ରତୋରୋଧକ ଶକ୍ତି ଦେଖିବାକୁ ମିଳିଛି । ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଲକଡାଉନ ସମୟରେ ଜନ୍ମ…

୫ ଲକ୍ଷ ଦେଲେ ୨୦ ଲକ୍ଷ ମିଳିବ କହି ବାଲି ବାକ୍ସ ଧରାଇ ଦେଲା ଠକ

ଭଦ୍ରକ: ୫ଲକ୍ଷ ଟଙ୍କା ନେଇ ପଇସା ବାକ୍ସ ବଦଳରେ ବାଲି ଓ ଗୋଡ଼ି ଥିବା ବାକ୍ସ ଧରାଇ ଦେଲା ଠକ। ଏପରି ଲୋଭନୀୟ ଅଫର ଦେଖାଇ ଜଣେ ବ୍ୟକ୍ତିଙ୍କୁ ଚୁନ ମାରିଦେଲା ଠକ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଏହି ଘଟଣାରେ ୨ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ। ଅଭିଯୋଗ ଅନୁସାରେ, ଗତ ଫେବ୍ରୁଆରୀ…

ମୋଦୀଙ୍କ ଗ୍ୟାରେଣ୍ଟି ସମାବେଶ, ‘ଅବକି ବାର୍ ୪୦୦ ପାର‘

ଯାଜପୁର: ଚଣ୍ଡିଖୋଲରେ ମୋଦୀ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜୟ ଜଗନ୍ନାଥ, ଜୟ ମା’ ବିରଜା,ଜୟ ଶ୍ରୀରାମ କହି ଅଭିଭାଷଣ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ମଂଚରେ ମୋଦି କହିଛନ୍ତି, ଆଜି ଦେଶ ପାଇଁ ଜୀବନ ସମର୍ପିତ କରିଥିବା ବିଜୁ ପଟ୍ଟନାୟକଙ୍କ…

କିଏ ଏହି ଲେଡି ଡନ୍ ଅନୁରାଧା ଚୌଧୁରୀ, ଆନନ୍ଦପାଲଙ୍କ ସହ କ’ଣ ସମ୍ପର୍କ

ନୂଆଦିଲ୍ଲୀ: ବିବାହ କରିବେ ରାଜସ୍ଥାନର କୁଖ୍ୟାତ ଲେଡି ଡନ୍ ଅନୁରାଧା ଚୌଧୁରୀ । ଅନୁରାଧା ହରିୟାଣାର ଗ୍ୟାଙ୍ଗଷ୍ଟାର କାଲା ଜାଥେଡି ଓରଫ ସନ୍ଦୀପଙ୍କୁ ବିବାହ କରିବେ । ଏହି ବିବାହ ପାଇଁ ତାଙ୍କୁ ପାରୋଲ ଅନୁମତି ଦେବାକୁ କାଲା କୋର୍ଟଙ୍କୁ ଅନୁରୋଧ କରିଥିଲେ। ମାର୍ଚ୍ଚ ୧୨ ଏବଂ ୧୩ ରେ କୋର୍ଟ ୬…

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଯାଜପୁର: ଚଣ୍ଡିଖୋଲ ସମାବେଶରେ ୨୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକର୍ପଣ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି ଭାରତୀୟ…

ଅଶ୍ଳୀଳ ଭିଡିଓ ଦେଖିବା ଅପରାଧ ! ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ସେୟାର କଲେ ମିଳିବ ଦଣ୍ଡ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅଶ୍ଳୀଳ ବିଷୟବସ୍ତୁ ସେୟାର ହେବା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଶିଶୁ ବିଭାଗର ଡାକ୍ତର ସର୍ଜନ ସଞ୍ଜୟ କୁଲଶ୍ରେଷ୍ଟା କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏହି ପିଟିସନରେ ଦାବି କରାଯାଇଛି ଯେ, କେନ୍ଦ୍ର ସରକାର ଏହା ନିଶ୍ଚିତ କରିବା ଉଚିତ ଯେ…

ଗିରଫ ହେଲେ ରେଷ୍ଟୁରାଣ୍ଟ ମ୍ୟାନେଜର, ମାଉଥ ଫ୍ରେସନର ସହ ଦେଇଥିଲେ ଡ୍ରାଏ ଆଇସ

ଗୁରୁଗ୍ରାମ: ଗୁରୁଗ୍ରାମ ମାଉଥ ଫ୍ରେସନର ମାମଲାରେ ଗିରଫ ହୋଇଛନ୍ତି ରେଷ୍ଟୁରାଣ୍ଟ ମ୍ୟାନେଜର । ଗତକାଲି ରେଷ୍ଟୁରାଣ୍ଟରେ ମାଉଥ ଫ୍ରେସନର ଭାବରେ ଡ୍ରାଏ ଆଇସ ଦେଇଥିବା ରେଷ୍ଟୁରାଣ୍ଟ ମ୍ୟାନେଜରଙ୍କୁ ଗିରଫ କରିଛି ପୋଲିସ । ଗତକାଲି କିଛି ଲୋକ କାଫେରେ ଖାଦ୍ୟ ଖାଇବା ପରେ ମାଉଥ ଫ୍ରେସନର…

ନିର୍ଦ୍ଧାରିତ ସମୟର ୪ଦିନ ପୂର୍ବରୁ ସରିବ ନ୍ୟାୟ ଯାତ୍ରା, ମାର୍ଚ୍ଚ ୧୭ରେ ମୁମ୍ବାଇରେ ହେବ ବିରାଟ ରାଲି

ନୂଆଦିଲ୍ଲୀ: ମାର୍ଚ୍ଚ ୧୬ ରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଶେଷ ହେବ କଂଗ୍ରେସର 'ଭାରତ ଯୋଡୋ ନ୍ୟାୟ ଯାତ୍ରା' । ଏହାର ପରଦିନ ଅର୍ଥାତ୍ ମାର୍ଚ୍ଚ ୧୭ରେ, ବିରୋଧୀ ଦଳର ଇଣ୍ଡିଆ ମହାମେଣ୍ଟ ମୁମ୍ବାଇରେ ଏକ ବିଶାଳ ରାଲି କରିବାକୁ ଯାଉଛନ୍ତି। ଇଣ୍ଡିଆ ମହାମେଣ୍ଟର ସମସ୍ତ ନେତା ଏଥିରେ ଭାଗ…

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଂଗ୍ରେସର ପ୍ରଶ୍ନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ମିଡିଆ ସେଲ ଚେୟାରମ୍ୟାନ ଏଆଇସିସି ପବନ ଖେରା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ । ଓଡ଼ିଶା ଆସି ପ୍ରଶ୍ନର ଉତ୍ତର ଦିଅନ୍ତୁ ମୋଦୀ । ମୋଦୀଙ୍କ ସରକାରକୁ ୧୦ ବର୍ଷ,…