Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅଭୟାରଣ୍ୟକୁ ପ୍ଲାଷ୍ଟିକ ମନା, ଏପ୍ରିଲ ପହିଲା କଟକଣା ଲାଗୁ

ଭୁବନେଶ୍ବର:- ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ ଅଂଚଳକୁ ପ୍ଲାଷ୍ଟିକ ଜିନିଷ ନେବା ଉପରେ ରୋକ ଲଗାଇଛନ୍ତି ସରକାର । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ ଆଜି ଏହି କଟକଣା ଜାରି କରିଛନ୍ତି । ଏନେଇ ବନ୍ୟପ୍ରାଣୀ ପିସିସିଏଫଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏପ୍ରିଲ…

ଉର୍ଦ୍ଦୁ ଶିକ୍ଷକଙ୍କ ବଢ଼ିଲା ପାରିଶ୍ରମିକ

ଭୁବନେଶ୍ବର: ବଢ଼ିଲା ଉର୍ଦ୍ଦୁ ଶିକ୍ଷକଙ୍କ ଦରମା । ୭, ୪୦୦ ଟଙ୍କାରୁ ୧୫, ୦୦୦ ଟଙ୍କାଙ୍କୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ବାରା ଉପକୃତ ହେବେ ମୋଟ ୮୪ ଜଣ ଉର୍ଦ୍ଦୁ ଶିକ୍ଷକ । ରାଜ୍ୟର ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ଉର୍ଦ୍ଦୁ…

ଭିଜିଲାନ୍ସ ଜାଲରେ ଆଗଲପୁର ତହସିଲର ଅମିନ, ଜମି ପଟ୍ଟା ପାଇଁ ନେଉଥିଲେ ଲାଞ୍ଚ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଆଗଲପୁର ତହସିଲର ସେଟେଲମେଣ୍ଟ ଅମିନ । ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲର ସେଟେଲମେଣ୍ଟ ଅମିନ ସଦାନନ୍ଦ ସାହୁ ଜଣେ ବ୍ୟକ୍ତିଙ୍କୁ ଜମି ପଟ୍ଟା ପ୍ରଦାନ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ, କାବୁ କଲା ଭିଜିଲାନ୍ସ । ଖବର ଅନୁଯାୟୀ, ଜମି ପଟ୍ଟା…

ଅଙ୍ଗଦାନ କରି ଅମର ହୋଇଗଲେ ଶୁଭୋଜିତ, ଗାର୍ଡ ଅଫ୍ ଅନର ସହ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର: 'ସାନ ସିନା ଦାନ ତା ମହାନ' ଏ ଉକ୍ତି ଟା ଆପଣ ଶୁଣିଥିବେ ନିଶ୍ଚୟ । ଏଭଳି ଘଟଣା ପୁନଃ ସାମ୍ନାକୁ ଆସିଛି ରାଜଧାନୀର କଳ୍ପନା ଅଞ୍ଚଳରୁ । ମୃତ୍ୟୁ ପରେ ବି ଅମର ହୋଇଯାଇଛି ଆଠ ବର୍ଷର କୁନି ପୁଅ ଶୁଭୋଜିତ ସାହୁ । ପୁଅର ମୃତ୍ୟୁ ପରେ ଶରୀର ଦାନ କରିଛନ୍ତି ପରିବାର ଲୋକେ । ପୁଅର ୮ଟି…

ଦୁଇ ଦିନ ଧରି ହୁ ହୁ ହୋଇ ଜଳୁଛି ଅର୍ଜୁନପାଣି ଜଙ୍ଗଲ

ନବରଙ୍ଗପୁର: ଦୁଇ ଦିନ ଧରି ହୁ ହୁ ହୋଇ ଜଳୁଛି ଜଙ୍ଗଲ। ବିପଦରେ ବନ୍ୟଜନ୍ତୁ, ଜଳୁଛି ବଡ଼ ବଡ଼ ଗଛ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତହୋରା ଅର୍ଜୁନପାଣି ଜଙ୍ଗଲରେ ଦୁଇ ଦିନ ହେବ ନିଆଁ ଲାଗିରହିଛି। ଉକ୍ତ ଜଙ୍ଗଲଟି ଅର୍ଜୁନ ପାଣି ଯିବା ରାସ୍ତା କଡ଼ରେ ରହିଛି। ପ୍ରତିବର୍ଷ ଏହି ସମୟରେ…

କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଗସ୍ତକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଦୀଙ୍କ ଗସ୍ତକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ସମୀକ୍ଷା । ଏୟାରପୋର୍ଟରୁ ଗଭର୍ଣ୍ଣର ହାଉସ ଯାଏଁ ମୁତୟନ ହେବେ ୧୫ ପ୍ଲାଟୁନ…

ରାମେଶ୍ଵରମ୍ କେଫ୍ ବିସ୍ଫୋରଣ, ଏନଆଇଏକୁ ଦିଆଗଲା ତଦନ୍ତ ଭାର

ଚେନ୍ନାଇ; ବେଙ୍ଗାଲୁରୁରେ ଥିବା ରମେଶ୍ୱରମ୍ କାଫେ ବିସ୍ଫୋରଣର ତଦନ୍ତ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କୁ ହସ୍ତାନ୍ତର କରାଯାଇଛି। ରମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲା ଏନଆଇଏ ତଦନ୍ତ କରିବ ବୋଲି ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଯିଏ ଏହି ମାମଲାରେ ଦୋଷୀ, ତାଙ୍କୁ ଧରି କୋର୍ଟରେ…

ବିଡିଏ ଆରମ୍ଭ କଲା ସବ୍ ପ୍ଲଟ୍ ରେଗୁଲାରାଇଜେସନ୍ ସେଲ୍

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ଜିଲ୍ଲା ସବ୍ ରେଜିଷ୍ଟ୍ରାର, ଭୁବନେଶ୍ୱର, ଖଣ୍ଡଗିରି, ବାଲିଅନ୍ତା ଓ ଜଟଣୀ କାର୍ଯ୍ୟାଳୟରେ ୪ଟି ସବ୍ ପ୍ଲଟ୍ ନିୟମିତୀକରଣ ଓ ପ୍ରସ୍ତାବିତ ଲେଆଉଟ୍ ପ୍ଲାନ୍ ଅନୁମୋଦନ ସୁବିଧା ସେଲ୍ ପ୍ରତିଷ୍ଠା…

ପଦ୍ମ ଧରିଲେ ପ୍ରେମାନନ୍ଦ ନାୟକ ଏବଂ ରାଜୁ ଦାସ

ଭୁବନେଶ୍ଵର: ସବୁ ଚର୍ଚ୍ଚାର ଅନ୍ତ ଘଟାଇଲେ ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ପଦ୍ମ ଧରିଲେ ରାଜୁ ଦାସ । ତାଙ୍କ ସହ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ନିଜ ସମର୍ଥକଙ୍କ ଗହଣରେ ଆସି ବିଜେପି ଦଳୀୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ ଓ ଅନ୍ୟ…

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟର ଘାଇ; ଘରେ ପଶିଲା ପାଣି, ଶହଶହ ହେକ୍ଟର ଚାଷ ଜମି ଜଳମଗ୍ନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ସୃଷ୍ଟି ହୋଇଛି ୨୦ ଫୁଟର ଘାଇ । ଘାଇ ଯୋଗୁ ଗାଁ ଭିତରେ କେନାଲ ପାଣି ପଶିଯିବା ସହ ଆଖପାଖ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଯାଇଛି । ଫଳରେ ଶହ ଶହ ହେକ୍ଟର ଚାଷ ଜମି ମଧ୍ୟ ଜଳମଗ୍ନ ହୋଇଛି । ଖବର ଅନୁଯାୟୀ, ରବିବାର…