Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ

କଟକ: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ବଡ ଝଟକା । ବିଧାୟକ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ୨୦୧୯ ନିର୍ବାଚନ ସମୟରେ ସତ୍ୟପାଠ ନିୟମ ମୂତାବକ ସଠିକ ତଥ୍ୟ ଦେଇନଥିବା କୋର୍ଟରେ ପ୍ରମାଣିତ ହୋଇଛି । ଯାହାର ଶୁଣାଣି କରି ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି ।…

ପୁଣି ଛାଡପତ୍ର କଥାକୁ ମିଥ୍ୟା ପ୍ରମାଣିତ କଲେ ଅଭିଷେକ-ଐଶ୍ଵର୍ଯ୍ୟା, ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଙ୍ଗରେ ଏକାଠି ଆସିଲେ…

ମୁମ୍ବାଇ: ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ଶିଳ୍ପପତି ବିରେନ୍ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟ । ଏହାପୂର୍ବରୁ ଅମ୍ବାନୀ ପରିବାର ମାର୍ଚ୍ଚ ୧ ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ…

‘ହାଜର ହେବେନି ଉତ୍ତର ରଖିବେ’: କେଜ୍ରିୱାଲ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଷ୍ଟମ ସମନ ପରେ ବି ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ଦୁର୍ନୀତି ମାମଲାରେ ଅଷ୍ଟମ ଥର ପାଇଁ ସମନ ପଠାଇଥିଲା ଇଡି । ହେଲେ ଅଷ୍ଟମ ଡାକରାକୁ ବେଆଇନ୍ ଦର୍ଶାଇଛନ୍ତି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହା ପରେ ମଧ୍ୟ ସେ…

ଲାଞ୍ଚ ନେଇ ଭୋଟ ଦେଉଥିବା ଏମପି ଓ ଏମଏଲଏଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ, ରଦ୍ଦ ହେଲା ୨୬ବର୍ଷ ପୁରୁଣା…

ନୂଆଦିଲ୍ଲୀ: ଯେଉଁ ସାଂସଦ ଏବଂ ବିଧାୟକମାନେ ଗୃହରେ ଭୋଟ୍ ଦେବା ପାଇଁ କିମ୍ବା ଭାଷଣ ଦେବା ପାଇଁ ଲାଞ୍ଚ ନେଉଛନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇପାରିବ। ୧୯୯୮ ନିଷ୍ପତ୍ତିକୁ ରଦ୍ଦ କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । CJI କହିଛନ୍ତି ଯେ, ନରସିଂହ ରାଓଙ୍କ…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇଦେବାକୁ ଧମକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି । ଏହି ଧମକପୂର୍ଣ୍ଣ ଫୋନ କଲ୍ ମହାନଗର ଥାନା କୁ କରାଯାଇଥିଲା । ଥାନାରେ ନିୟୋଜିତ ହେଡ କନଷ୍ଟବଳ ଏହି ଫୋନ ଉଠାଇଥିଲେ । ଯେଉଁଥିରେ ସିଏମ ଯୋଗୀଙ୍କ ବିଷୟରେ ଏପରି ଧମକ ଦିଆଯାଇଛି । ଏହି ଧମକ…

ଖାଲି ଥିବା ପଦବୀକୁ ମଧ୍ୟ ନିଜ କବଜାରେ ରଖିଛନ୍ତି ପିଏମ, ନିଯୁକ୍ତି ପ୍ରସଙ୍ଗକୁ ନେଇ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: ଦେଶରେ ଯୁବପିଢୀଙ୍କ ନିଯୁକ୍ତି ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ କରିଛନ୍ତି ରାହୁଲ । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ…

ତାତିରୁ ମିଳିବ ଆଶ୍ବସ୍ତି; ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା

ଭୁବନେଶ୍ବର: ରାଜ୍ୟରେ ତାତିରୁ ମିଳିବ ଆଶ୍ବସ୍ତି । ପଶ୍ଚିମା ଝଡ ପ୍ରଭାବରେ ଆସନ୍ତାକାଲି (ମଙ୍ଗଳବାର) ଯାଏଁ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିନ୍ତୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିରେ ବ୍ରେକ…

ଡବ୍ଲ୍ୟୁଟିଟି ୟୁଥ କଂଟେଡର: ସାର୍ଥକ ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ଆଲଜେରିଆରେ ଅନୁଷ୍ଠିତ ଡବ୍ଲ୍ୟୁଟିଟି ୟୁଥ କଂଟେଡରରେ ପ୍ରଭାବୀ ପ୍ରଦର୍ଶନ କରି ଭାରତ ପାଇଁ ୧୫ ବର୍ଷରୁ କମ ବାଳକ ବିଭାଗରେ ଓଡିଶାର ସାର୍ଥକ ଆର୍ଯ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ କୋରିଆର କିମ ସିଙ୍ଗୱନଙ୍କୁ ୩-୧ ଓ ଉଜବେକିସ୍ତାନର ଟେମୁରବେକ ନୁରମୋନୋଭଙ୍କୁ ୩-୦ରେ ହରାଇ…

ମନ୍ତ୍ରୀପରିଷଦ ବୈଠକରେ ମୋଦୀଙ୍କ ପରାମର୍ଶ, ‘ବୁଝି ବିଚାରି ମନ୍ତବ୍ୟ ଦିଅ, ବିବାଦରୁ ଦୂରେଇ ରୁହ’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କେନ୍ଦ୍ର ମନ୍ତ୍ରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମନ୍ତ୍ରୀମାନଙ୍କୁ ଭାବିଚିନ୍ତି ବୟାନ ଦେବାକୁ ଏବଂ ବିବାଦୀୟ ମନ୍ତବ୍ୟରୁ ଦୂରେଇ ରହିବାକୁ…

୧ କୋଟି ଲୋକଙ୍କ ମତାମତ ଓ ପରାମର୍ଶ ସଂଗ୍ରହ ପାଇଁ ବିଜେପିର ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ୧ କୋଟି ଲୋକଙ୍କ ମତାମତ ଓ ପରାମର୍ଶ ସଂଗ୍ରହ ପାଇଁ ଅଭିଯାନ ଆରମ୍ଭ କରିଛି। ଦଳର ନିର୍ବାଚନୀ ଇସ୍ତାହାର (ସଂକଳ୍ପପତ୍ର)କୁ ରୂପ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ବିଜେପି ସଭାପତି…