Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନିର୍ବାଚନର କେଇ ମାସ ପୂର୍ବରୁ ବିଧାୟକ ପଦ ହରାଇଲେ ମହମ୍ମଦ ମୋକିମ

କଟକ: କଟକ-ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ୨୦୧୯ ନାମାଙ୍କନ ସମୟରେ ଅପରାଧିକ ମାମଲା ରୁଜୁ ହୋଇନଥିବା ଅଭିଯୋଗରେ ହାଇକୋର୍ଟ ତାଙ୍କ ନିର୍ବାଚନକୁ ଅବୈଧ ଘୋଷଣା କରିଛନ୍ତି। ୨୦୧୯ ଜୁଲାଇ ୩ ତାରିଖରେ ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କ ଆବେଦନର ଜବାବରେ ଏହି ରାୟ…

ରଣଜୀ ଟ୍ରଫି: ରେକର୍ଡ ୪୮ ଥର ପାଇଁ ଫାଇନାଲରେ ପ୍ରବେଶ କଲା ମୁମ୍ବାଇ

ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ସେମିଫାଇନାଲରେ ତାମିଲନାଡୁକୁ ପରାସ୍ତ କରି ମୁମ୍ବାଇ ରେକର୍ଡ ୪୮ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଶାର୍ଦ୍ଦୁଳ ଠାକୁରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ମୁମ୍ବାଇ ଏକ ଇନିଂସ ଓ ୭୦ ରନରେ ବିପକ୍ଷ ଦଳକୁ ପରାସ୍ତ କରିଥିଲା । ତାମିଲନାଡୁ…

ହିମାଚଳ ପ୍ରଦେଶ ରାଜ୍ୟସଭା ଆସନରୁ ଇସ୍ତଫା ଦେଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ଗୁଜରାଟରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହେବାର କିଛି ଦିନ ପରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ହିମାଚଳ ପ୍ରଦେଶରୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ୨୦୨୪ ଏପ୍ରିଲରେ ଶେଷ ହେଉଥିବା ୫୭ ଜଣ ରାଜ୍ୟସଭା…

ମାଉଥ ଫ୍ରେସନର ଚୋବାଇବା ପରେ ୫ ଜଣ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଗୁରୁଗ୍ରାମର ଏକ ରେଷ୍ଟୁରାଣ୍ଟରେ ମାଉଥ ଫ୍ରେସନର ଚୋବାଇବା ପରେ ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅମିତ କୁମାର ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ସାଙ୍ଗମାନଙ୍କ ସହ ଗୁରୁଗ୍ରାମର ସେକ୍ଟର ୯୦ସ୍ଥିତ ଲା ଫରେଷ୍ଟଟା କାଫେକୁ ଯାଇଥିଲେ। ପୁଲିସ କହିଛି ଯେ ଖାଇବା ପରେ…

ସୁପ୍ରିମକୋର୍ଟଙ୍କୁ ଏସବିଆଇର ଅନୁରୋଧ: ଇଲେକ୍ଟୋରାଲ ବଣ୍ଡ ତଥ୍ୟ ଦେବାକୁ ଅଧିକ ସମୟସୀମା ଆବଶ୍ୟକ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ସୋମବାର ସୁପ୍ରିମକୋର୍ଟଙ୍କୁ ଇଲେକ୍ଟୋରାଲ୍ ବଣ୍ଡ୍ ସମ୍ପର୍କିତ ସୂଚନା ପ୍ରଦାନ କରିବାର ସମୟସୀମା ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁରୋଧ କରିଛି। ସର୍ବୋଚ୍ଚ ନ୍ୟାୟାଳୟ ଏକ ଐତିହାସିକ ରାୟରେ ଇଲେକ୍ଟୋରାଲ ବଣ୍ଡ ସ୍କିମ୍କୁ ରଦ୍ଦ…

ଧୋନୀ ଏମିତି କଣ ଲେଖିଲେ ଯେ, ପ୍ରଶଂସକଙ୍କ ମୁଣ୍ଡରେ ପଶୁନି

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ଆଉ ହାତ ଗଣତି ଦିନ ପରେ ଆରମ୍ଭ ହୋଇଯିବ । ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଧୋନୀ ସୋସିଆଲ ମିଡିଆରେ ଲେଖିଛନ୍ତି ନୂଆ ସଂସ୍କରଣ ନୂତନ ଦାୟିତ୍ୱ । ଯାହାକୁ ନେଇ ପ୍ରଶଂସକମାନେ…

ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ ସୁରକ୍ଷା ନେଇ ସମୀକ୍ଷା, ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର: ମହାଶିବରାତ୍ରିକୁ ନେଇ ଏବେଠୁ ଚଳଚଞ୍ଚଳ ଗାଁ ଠୁ ନଗର। ଚଳିତ ବର୍ଷ ଆସନ୍ତା ୮ ତାରିଖରେ ଜାଗର। ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ସୁରକ୍ଷା ନେଇ ସମୀକ୍ଷା ହୋଇଛି। ପୋଲିସ କମିଶନର, ଡିସିପି ଓ ମନ୍ଦିର ପ୍ରଶାସକଙ୍କୁ ନେଇ ବୈଠକ ହୋଇଛି। ଶ୍ରଦ୍ଧାଳୁଙ୍କ…

ଟି୨୦ ବିଶ୍ୱକପ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ମୂଲ୍ୟ ଛୁଇଁଲା ୨ କୋଟି !

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଦେଖିବା ପାଇଁ ସର୍ବଦା କ୍ରିକେଟପ୍ରେମୀଙ୍କ ମନରେ ଏକ ଅଲଗା ପ୍ରକାରର ଉତ୍ସାହ ଦେଖିବାକୁ ମିଳିଥାଏ । ଉଭୟ ଟିମ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳା ଯାଉ ନ ଥିବାରୁ ସେମାନେ ଆଇସିସି ମୁକାବିଲାରେ କେବଳ ମ୍ୟାଚ ଖେଳୁଛନ୍ତି । ରିପୋର୍ଟ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଝି ରାସ୍ତାରେ ମରଣାନ୍ତକ ଆକ୍ରମଣ, ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଝି ରାସ୍ତାରେ ମରଣାନ୍ତକ ଆକ୍ରମଣ। ଏପରି ଘଟଣା ଘଟିଛି ଜାଗମରା ନୂଆ ରାସ୍ତାରେ। ସୂଚନା ଅନୁସାରେ ବିଶ୍ୱବିଜୟ ସିଂହ ଏବଂ ତାଙ୍କର ବନ୍ଧୁମାନେ ମିଶି ଆଇଟିଆର ଫୁଡ଼ କୋର୍ଟରୁ ଘରକୁ ଫେରୁଥିବା ବେଳେ କିଛି ଯୁବକ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ।…

ଏସଟିଏଫ କବଜାରେ ବାଘ ଛାଲ ବେପାରୀ

ଫୁଲବାଣୀ: ଏସଟିଏଫକୁ ବଡ଼ ସଫଳତା । କନ୍ଧମାଳର ଫିରଙ୍ଗିଆ ଥାନା ମଣିପଦର ଗାଁରୁ ଚିତା ବାଘ ଛାଲ ଜବତ କରିଛି ଏସଟିଏଫ । ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲା କନ୍ଧମାଳ କୁରକନପଲ୍ଲୀର ବିଲରାସେନ କହଁର । ରେଡ୍ ବେଳେ ନଗଦ ୫ ହଜାର ୫ଶହ ଟଙ୍କା ସହ ମାରଣାସ୍ତ୍ର ଜବତ କରିଛି…