Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବରମୁଣ୍ଡା ବାବା ସାହେବ ଭୀମରାଓ ଆମ୍ବେଦକର ବସ ଟର୍ମିନାଲ ଲୋକାର୍ପିତ

ଭୁବନେଶ୍ୱର: ବରମୁଣ୍ଡା ଠାରେ ନବନିର୍ମିତ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏହି ଅତ୍ୟାଧୁନିକ ବସ ଟର୍ମିନାଲ ରାଜ୍ୟର ସବୁଠାରୁ ବଡ଼ ବସ ଷ୍ଟାଣ୍ଡ ଭାବେ ମାନ୍ୟତା ପାଇଛି। ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ…

ସିଏବି ପ୍ରଥମଶ୍ରେଣୀ କ୍ରିକେଟରେ ମ୍ୟାଚ ଫିକ୍ସିଂ ଅଭିଯୋଗ

କୋଲକାତା: ପୂର୍ବତନ କ୍ରିକେଟର ଶ୍ରୀବତ୍ସ ଗୋସ୍ୱାମୀ ବେଙ୍ଗଲ କ୍ରିକେଟ ଆସୋସିଏଶନର ପ୍ରଥମ ଶ୍ରେଣୀ କ୍ରିକେଟରେ ମ୍ୟାଚ ଫିକ୍ସିଂ ପରି ମାରାତ୍ମକ ଅଭିଯୋଗ ଆଣିଛନ୍ତି । ଏହା ପରେ ସିଏବି ଅଧ୍ୟକ୍ଷ ସ୍ନେହାଶୀଷ ଗାଙ୍ଗୁଲି ଏହାର ରିପୋର୍ଟ କମିଟିକୁ ମଗାଇଛନ୍ତି । ଗୋସ୍ୱାମୀ ସୋସିଆଲ ମିଡିଆରେ ୨ଟି…

ଚାଉଳ, ଡାଲି, ଅଟା ପରେ ଏବେ ଶାସ୍ତା ମସୁର ଡାଲି ବିକ୍ରି କରିବେ କେନ୍ଦ୍ର ସରକାର, ବଜାରକୁ ଆସିବ ଭାରତ ମସୁର ଡାଲି

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଭିତରେ ଚଳିତ ବର୍ଷ ଡାଲି ଦର ମଧ୍ୟ ରେକର୍ଡ ସୃଷ୍ଟି କରିଛି । ପ୍ରଥମେ ବୁଟ ଡାଲି, ଅଟା ଏବଂ ଚାଉଳ ପରେ ବର୍ତ୍ତମାନ ସରକାର ଶସ୍ତା ଦରରେ ବଜାରରେ 'ଭାରତ ମସୁର ଡାଲି' ଲଞ୍ଚ କରିବାକୁ ଯୋଜନା କରିଛନ୍ତି । ନିର୍ବାଚନ ବର୍ଷରେ ସରକାର ଏହି ଉପହାର ଦେବାର ଉଦ୍ଦେଶ୍ୟ…

ମୋଦୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ପ୍ରସ୍ତୁତି

ଭୁବନେଶ୍ବର: ଆାସନ୍ତା ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ କାର୍ଯ୍ୟକ୍ରମରେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ପ୍ରଶାସନିକ ପ୍ରସ୍ତୁତି ପାଇଁ ସମ୍ପର୍କରେ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ବସିଥିଲା । ୫…

ଅକାଳରେ ମୃତ୍ୟୁବରଣ କରିଥିବା ଛୁଆ ହାତୀକୁ ସମାଧୀ ଦିଏ ମା’ ହାତୀ, ସାମ୍ନାକୁ ଆସିଲା ପୁରା ତଥ୍ୟ

ନୂଆଦିଲ୍ଲୀ: ହାତୀ ଏକ ସମ୍ବେଦନଶୀଳ ପ୍ରାଣୀ । ସେମାନେ ବହୁତ ବୁଦ୍ଧିମାନ ମଧ୍ୟ । ଆଜି ବି ଭାରତର ଅନେକ ମନ୍ଦିରରେ ହାତୀ ଥିବା ଦେଖାଯାଏ । ହାତୀ ତା’ର ଶୁଣ୍ଢରେ ସମସ୍ତଙ୍କୁ ଆଶୀର୍ବାଦ ଦେଇଥାଏ । ଏହାରି ଭିତରେ ଏକ ଅଧ୍ୟୟନରୁ ହାତୀ ମାନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ ପାଇଛି ।…

ଖରାଦିନ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ବର: ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି । ଖରାଦିନ ପାଇଁ ଶିକ୍ଷାନୁଷ୍ଠାନରେ ଉପଯୁକ୍ତ ବ୍ୟବସ୍ଥା କରାଇବାକୁ ଚିଠି ଲେଖିଛି ବିଭାଗ । ଏହା ସହ ସମସ୍ତ ସମସ୍ତ ସ୍କୁଲ, କଲେଜ ଓ ଅନ୍ୟାନ୍ୟ…

୨୦୨୩ ରିପୋର୍ଟ ମୁତାବକ; ସଡକ ଦୁର୍ଘଟଣାରେ ରାଜ୍ୟରେ ଯାଇଛି ୫ ହଜାର ୬୦୦ ଜୀବନ

ଭୁବନେଶ୍ବର: ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କ ସଭାପତିତ୍ୱରେ ରାଜ୍ୟ ସଡକ ସୁରକ୍ଷା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ରିପୋର୍ଟ ମୁତାବକ, ରାଜ୍ୟରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ବୃଦ୍ଧି ପାଉଛି । ୨୦୨୩ ମସିହାରେ ସଡକ ଦୁର୍ଘଟଣାରେ ପ୍ରାୟ ୫ ହଜାର ୬୦୦ ଜଣ ପ୍ରାଣ…

ବେଙ୍ଗାଲୁରୁରେ ବଡ ଧରଣର ବିସ୍ଫୋରଣ, ୪ ଆହତ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି । ବିସ୍ଫୋରଣର କାରଣ ଅସ୍ପଷ୍ଟ ଥିବା ବେଳେ କୌଣସି ସନ୍ଦେହଜନକ ବିସ୍ଫୋଟକ ଫାଟିଥିବାର ସନ୍ଦେହ କରାଯାଉଛି । ବିସ୍ଫୋରଣ କାରଣରୁ ଚାରିଆଡେ ଏବେ ଭୟର ବାତାବରଣ ଖେଳିଯାଇଛି । ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ…

୨୦ ବର୍ଷର ପ୍ରତୀକ୍ଷାର ଘଟିଲା ଅନ୍ତ, ସିନ୍ଦରୀ ପାଇଲା ନୂଆ ଜୀବନ

ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝାଡଖଣ୍ଡ ଗସ୍ତକୁ ନେଇ ଯଦି କୌଣସି ବିଷୟରେ ଅଧିକ ଆଲୋଚନା ହେଉଛି, ତେବେ ତାହା ହେଉଛି ହର୍ଲ କାରଖାନା । ଦୀର୍ଘ ୨୦ବର୍ଷ ପରେ ଯାହାକୁ ନୂତନ ଜୀବନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦୀର୍ଘ ୨୦ ବର୍ଷର ଅପେକ୍ଷା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ରାଜଧାନୀରେ ଯୁବ କଂଗ୍ରେସ ବିକ୍ଷୋଭ: ପୋଲିସ ଉପରକୁ ଅଣ୍ଡାମାଡ଼

ଭୁବନେଶ୍ବର: ସରକାରଙ୍କ ବିରୋଧରେ ତାତିଲା ଯୁବ କଂଗ୍ରେସ । ସରକାରଙ୍କ ବିଫଳତାକୁ ମୁଦ୍ଦା କରି ଯୁବ କଂଗ୍ରେସର ପ୍ରତିବାଦ । ରଣହୁଙ୍କାର ଦେଇ ନବୀନ ନିବାସ ଅଭିମୁଖେ ମାଷ୍ଟରକ୍ୟାଣ୍ଟିନରୁ ବାହାରିଥିଲା ଯୁବ କଂଗ୍ରେସ ରାଲି । ରାଲିରେ ସାମିଲ ହୋଇଥିଲେ ଶତାଧିକ କଂଗ୍ରେସ କର୍ମୀ । ରାଲିକୁ…