Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନବୀନ ନିବାସରେ ନେତାଙ୍କ ଭିଡ଼

ଭୁବନେଶ୍ବର: ପାଖଉଛି ନିର୍ବାଚନ ତାରିଖ, ଆଉ ଟିକେଟ୍ ପାଇଁ ଏବେ ନବୀନ ନିବାସରେ ଜମୁଛି ନେତାଙ୍କ ଭିଡ଼ । ଆଜି ମୁଖ୍ୟମନ୍ତ୍ରୀ ନିବାସରେ ବିଜେଡି ନେତାଙ୍କ ପ୍ରବଳ ଭିଡ଼ ଜମିଛି । ନିଜ ସମର୍ଥକଙ୍କ ସହ ଆସି ପହଂଚିଛନ୍ତି ରାଜ୍ୟର ବିଭିନ୍ନ ଅଞ୍ଚଳର ନେତା । ବିଧାୟକ ରାଜେନ୍ଦ୍ର ସାହୁ, ଭୁବନେଶ୍ବର…

ସଫଳତା ଆଣିଛି ଛେଳି ଚାଷ, ବିଦେଶି ଛେଳିଚାଷ କରି ସ୍ଵାବଲମ୍ବୀ ହୋଇଛନ୍ତି ମହିଳା

ସୋନପୁର: ଦିନେ ଘରର ଚାରି କାନ୍ଥ ଭିତରେ ଆବଦ୍ଧ ରହିଥିବା ବେଳେ ମାନସିକ ଓ ଶାରୀରିକ ନିର୍ଯ୍ୟାତନାର ଶିକାର ହେଉଥିଲା ମହିଳା l ଏବେ କିନ୍ତୁ ବଦଳିଛି ସମୟ । ବଦଳିଛି ମହିଳାଙ୍କ କାମ । ଘରର ଚାରିକାନ୍ଥ ଭିତରୁ ବାହାରି ଏବେ ମହିଳାମାନେ ନିଜ ପ୍ରଚେଷ୍ଟାରେ ହୋଇପାରୁଛନ୍ତି ସ୍ଵାବଲମ୍ବୀ । ଆଉ…

ଛତିଶଗଡ଼ ମାଓ ପ୍ରବଣ ଜିଲ୍ଲା ସୁକୁମାକୁ ହେଲିକପ୍ଟରରେ ଗଲା ପ୍ରଶ୍ନପତ୍ର

ସୁକୁମା: ହେଲିକପ୍ଟରରେ ଗଲା ପରୀକ୍ଷା ପ୍ରଶ୍ନପତ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି ଛତିଶଗଡର ସୁକୁମା ଜିଲ୍ଲାରେ । ଆଜିଠାରୁ ଛତିଶଗଡରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇଛି । ହେଲେ ସୁକମା ଜିଲ୍ଲା ମାଓ ପ୍ରବଣ ହୋଇଥିବାରୁ ସେଠାର ଜଗରଗୁଣ୍ଡା ପରୀକ୍ଷା କେନ୍ଦ୍ରକୁ ହେଲିକପ୍ଟର ଯୋଗେ ଦଶମ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେଲେ ରାଷ୍ଟ୍ରପତି

ବ୍ରହ୍ମପୁର: ଓଡିଶା ଗସ୍ତର ତୃତୀୟ ଦିନରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ସାମିଲ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିରେ ସ୍ୱର୍ଣ୍ଣ ପଦକ ପାଇବାକୁ ଥିବା ୧୦ ଜଣଙ୍କୁ ପଦକ…

କଂଗ୍ରେସ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ

ଭୁବନେଶ୍ୱର: ଆଗକୁ ଆସୁଛି ନିର୍ବାଚନ । ଏହି ସମୟରେ ନେତା କର୍ମୀଙ୍କ ଚାଲିଛି ଦଳ ଅଦଳ ବଦଳ । ଏବେ କଂଗ୍ରେସରୁ ମୁହଁ ଫେରାଇ ନେଇଛନ୍ତି ରଜତ ଚୌଧୁରୀ । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପିସିସି ଉପସଭାପତି ରଜତ ଚୌଧୁରୀ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ରଜତ ପଠାଇଛନ୍ତି ତାଙ୍କ…

ଦହିବରା ଆଳୁଦମ୍ ଦିବସ: ରାଜ୍ୟର ଏକ ଛୋଟ ଗଳିରୁ ଆରମ୍ଭ ହୋଇ ଆଜି ବିଶ୍ଵପ୍ରସିଦ୍ଧ ଏହି ଖାଦ୍ୟ

ଭୁବନେଶ୍ଵର: ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ । ଏହା ସହ ପିଆଜ, ସେଓ ଓ ପୁଦିନା ଚଟଣି । ସକାଳ ହେଉ କି ମଧ୍ୟାହ୍ନ ଦହିବରା ସାଙ୍ଗରେ ଆଳୁଦମ ଏକ ସ୍ୱତନ୍ତ୍ର ମହତ୍ତ୍ୱ ରଖେ । ବିଶେଷ କରି ଖରା ଦିନରେ ଦହିବରା ଖାଇବା ପରେ ଦହି ପାଣି ପିଇବାର ମଜା ଯିଏ ଅନୁଭବ କରିଛି ସିଏ ହିଁ…

ବିବାହିତ ଝିଅ ପାଇବେ ଅନୁକମ୍ପାମୂଳକ ନିଯୁକ୍ତି: ହାଇକୋର୍ଟ

କଟକ: ଆଉ ନିଯୁକ୍ତିରୁ ବଂଚିତ ହେବେନି ମୃତ କର୍ମଚାରୀଙ୍କ ବିବାହିତା ଝିଅ । ବିବାହ ପରେ ବି ଝିଅଙ୍କୁ ମିଳିବ ଅନୁକମ୍ପା ମୂଳକ ନିଯୁକ୍ତି । ଏହି ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ବିବାହିତ ହୋଇଥିବା କାରଣରୁ ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଂଚିତ…

୫୦ ପ୍ରତିଶତ ବୃଦ୍ଧି ପାଇଲା ରାଜ୍ୟର ଲ’ ଅଫିସରଙ୍କ ଦୈନିକ ଓ ରିଟେନର୍ ଫି’

ଭୁବନେଶ୍ବର: ଲ’ ଅଫିସରଙ୍କ ଫି’ ବୃଦ୍ଧି କଲେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା କରୁଥିବା ଅଣ କ୍ୟାଡର ଲ’ ଅଫିସର ମାନଙ୍କର ଦୈନିକ ଓ ରିଟେନର୍ ଫି’ ରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ…

ହିମାଚଳ: କଂଗ୍ରେସ ସରକାର ଉପରୁ ଟଳିନି ସଙ୍କଟ!

ଶିମଲା: ହିମାଚଳ ପ୍ରଦେଶ ରାଜନୀତିକୁ ନେଇ ଜାରି ହଟଚମଟ । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ସରକାରଙ୍କ ଉପରେ ସଂକଟ ଜାରି ରହିଛି । ଏବେବି ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ବିପଦରେ ଥିବା ରହିଛି । କେଉଁ ସମୟରେ ଏଠାରେ କିଛି ବି ଘଟିପାରେ । କଂଗ୍ରେସର ଅନେକ ବିଧାୟକ ବିରୋଧୀଙ୍କ ସହ…

ଗାଁକୁ ନାହିଁ ରାସ୍ତା; ଯାଇପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ

ସମ୍ୱଲପୁର: ରାଜ୍ୟରେ ଅନେକ ସମୟରେ ଆମ୍ବୁଲାନ୍ସ ନିମିଳିବାରୁ ରୋଗୀ ହୁଅନ୍ତୁ ବା ଗର୍ଭବତୀ ଖଟିଆରେ ବୁହାହୋଇ ମେଡିକାଲ ଯାଉଥିବାର ଖବର ପ୍ରାୟ ସାମ୍ନାକୁ ଆସୁଛି । ଆଜି ପୁଣି ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ହେଲେ ଏଠି ଆମ୍ବୁଲାନ୍ସ ଆସିଛି ସତ ହେଲେ ଗାଁ ଭିତରକୁ ପ୍ରବେଶ କରିପାରିନି,…