Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସନ୍ଦେଶଖାଲି କାଣ୍ଡ: ମମତା ସରକାରଙ୍କ ବଡ ନିଷ୍ପତି, ଶାହାଜାହାନ ଶେଖ୍ ମାମଲାର ଯାଞ୍ଚ କରିବେ ସିଆଇଡି

କୋଲକାତା; ବହୁଚର୍ଚ୍ଚିତ ସନ୍ଦେଶଖାଲି ବିବାଦରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଶାହାଜାହାନ ଶେଖଙ୍କ ମାମଲାରେ ଏକ ବଡ ପଦକ୍ଷେପ ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ଶାହାଜାହାନ ଶେଖ ମାମଲାର ତଦନ୍ତକୁ ସିଆଇଡି ହାତକୁ ହସ୍ତାନ୍ତର କରିଛନ୍ତି ସରକାର । ସନ୍ଦେଶଖାଲି ଘଟଣା ପୁରା ଦେଶରେ ହଇଚଇ…

ସବୁଠୁ ଶକ୍ତିଶାଳି ୧୦୦ ଭାରତୀୟଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ମୋଦୀ, ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ଅମିତ୍ ଶାହା

ନୂଆଦିଲ୍ଲୀ: ପ୍ରକାଶ ପାଇଛି ମୋଷ୍ଟ ପାୱାରଫୁଲ୍ ଭାରତୀୟ ୨୦୨୪ ତାଲିକା । ପ୍ରଥମ ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ତାଲିକାରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଗଠନ (ଆରଏସଏସ) ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି । ଏହା ବ୍ୟତୀତ ପ୍ରସିଦ୍ଧ…

ଏକ୍ସର ନୂଆ ଫିଚର, ମାଗଣାରେ କରିପାରିବେ ଅଡିଓ ଓ ଭିଡିଓ କଲ୍

ନୂଆଦିଲ୍ଲୀ: ବିନା ନମ୍ବର ଏବଂ ବିନା ପ୍ରିମିୟମ୍ ସବସ୍କ୍ରିପସନ୍ ରେ ଅଡିଓ ଓ ଭିଡିଓ କଲ୍ କରିପାରିବେ ଏକ୍ସ ୟୁଜର୍ସ । ଏକ୍ସ ଆଣିଲା ନୂତନ ଫିଚର୍ । ବର୍ତ୍ତମାନ ଏକ୍ସ ବ୍ୟବହାର କରୁଥିବା ସମସ୍ତ ଉପଭୋକ୍ତା ଏହାର ଫାଇଦା ନେଇପାରିବେ । ମେଟାର ହ୍ଵାଟସଆପ ପରି ଅନ୍ୟାନ୍ୟ କମ୍ପାନିକୁ ଏହା କଡା…

୫ରେ ଓଡ଼ିଶା ଆସିବେ ମୋଦୀ

ଯାଜପୁର: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବା ନେଇ ସହପ୍ରଭାରୀ ଲତା ଉସେଣ୍ଡି ସୂଚନା ଦେଇଛନ୍ତି । ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ କର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କାର୍ଯ୍ୟକ୍ରମ ସ୍ଥିର ହେବ…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବିଲ୍‌ ପାସ କରିବାକୁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚ

ରାଉରକେଲା: ଭିଜିଲାନ୍ସ ଜାଲରେ ରାଉରକେଲା ଇଏସଆଇ ମେଡିକାଲର ଡିସପେନସରୀ ବରିଷ୍ଠ କିରାଣୀ ଅଭିରାମ ସାହୁ । ଜଣେ ରୋଗୀଙ୍କ ବିଲ୍‌ ପାସ୍‌ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କାବୁ କଲା ଭିଜିଲାନ୍ସ । ଖବର ମୁତାବକ, ବିଶ୍ୱନାଥ ସିଂହ ଦୁର୍ଘଟଣାରେ ଆହତ ହୋଇ ପ୍ରଥମେ ଇଏସଆଇ ମଡେଲ…

ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଚିଠି, କେଜ୍ରିଓ୍ବାଲଙ୍କ ବିରୋଧରେ ଲଢ଼ିବେ ନିର୍ବାଚନ

ନୂଆଦିଲ୍ଲୀ: ତିହାଡ ଜେଲରୁ ମହାଠକ ସୁକେଶ ଚନ୍ଦ୍ରଶେଖର ପଠାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଜେଲରେ ଭିତରେ ରହି ମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଚିଠି ସୁକେଶ ଲେଖିଥିବା ଅଭିଯୋଗ ହୋଇଛି । ଚିଠିରେ ସୁକେଶ ଲେଖିଛନ୍ତି ଏକ ନମ୍ବରକୁ ୩ଦିନ ହେବ ତାଙ୍କ ପରିବାର ଲୋକଙ୍କ ପାଖକୁ ଫୋନ୍…

ଏନଏସି ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ ରାସୋଳ ବନ୍ଦ ଡାକରା

ଢେଙ୍କାନାଳ: ଥମୁନି ଏନ୍‌ଏସି ମାନ୍ୟତା ଦାବି ତାତି । ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ ରାସୋଳ ବନ୍ଦ ଡାକରା ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାର ରାସୋଳବାସୀ । ଆନ୍ଦୋଳନ ଯୋଗୁଁ ଦୋକାନ, ବଜାର, ସ୍କୁଲ, କଲେଜ ଆଦି ବନ୍ଦ ରହିଛି । ଗାଡି ଚଳାଚଳ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି । ପୁରୁଣା…

ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ ଓ ତୁର୍କୀ, କଡ଼ା ଭାଷାରେ ଭାରତ ଦେଲା ଜବାବ

ନୂଆଦିଲ୍ଲୀ: ଜାତିସଂଘରେ କଶ୍ମୀର ପ୍ରସଙ୍ଗରେ ଭାରତ ପାକିସ୍ତାନ ଓ ତୁର୍କୀକୁ କଡ଼ା ସମାଲୋଚନା କରିଛି। ଜାତିସଂଘ ମାନବାଧିକାର ପରିଷଦର ୫୫ତମ ଅଧିବେଶନରେ ଭାରତ ତୁର୍କୀକୁ କଡ଼ା ସମାଲୋଚନା କରି କହିଛି ଯେ କଶ୍ମୀର ପ୍ରସଙ୍ଗରେ ଅନ୍ୟ କୌଣସି ଦେଶର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ। ଏହା…

ବରପଦା କଲେଜ ଅନିୟମିତତା: ଇଡିରେ ପ୍ରଫୁଲ ହାଜରେ ହେବା ପରେ ଏବେ ପୁଅ ପ୍ରୟାସକାନ୍ତିଙ୍କ ପାଳି!

ଭୁବନେଶ୍ୱର: ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜରେ ଆର୍ଥିକ ଅନିୟମିତତା ଓ ଅବ୍ୟବସ୍ଥା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତକୁ ଜୋରଦାର କରିଛି। ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଇଡି ଅଧିକାରୀମାନେ ୮ ଘଣ୍ଟା ଧରି ଜେରା କରିଛନ୍ତି।…

ସରକାରୀ ବିଜ୍ଞାପନରେ ଶାସକ ଦଳର ଶଙ୍ଖ ଚିହ୍ନ, ନିର୍ବାଚନ କମିଶନଙ୍କୁ କି ଜବାବ ଦେବେ ସରକାର?

ଭୁବନେଶ୍ୱର: ବିଜ୍ଞାପନରେ ଶାସକ ବିଜେଡି ଦଳୀୟ ଚିହ୍ନ ବ୍ୟବହାର ଅଭିଯୋଗରେ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ନିର୍ବାଚନ କମିଶନ। ଦୁଇ ତାରିଖ ସୁଦ୍ଧା ଏହାର ଉତ୍ତର ରଖିବାକୁ ନିର୍ବାଚନ କମିଶନ କହିଛନ୍ତି। ହାତରେ ଆଉ ମାତ୍ର ଦୁଇ ଦିନ ରହିଥିବାରୁ ବିଜେଡି ଏହାକୁ ନେଇ କ'ଣ ଉତ୍ତର ଦେବ…