Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଜେପିର ନିର୍ବାଚନ ବୈଠକ: ଏହି ତିନି ପ୍ରକାର ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଆଉ କିଛି ସମୟ ପରେ ବସିବାକୁ ଯାଉଛି। ଏହି ବୈଠକରେ ପ୍ରାୟ ୧୨୫ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଅନୁମୋଦନ ମିଳିବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରୀୟ ନିର୍ବାଚନ…

ସନ୍ଦେଶଖାଲି ଅଭିଯୁକ୍ତ ତଥା ଟିଏମସି ନେତା ଶାହାଜାହାଁ ଶେଖ ଗିରଫ

କୋଲକାତା: ବହୁଚର୍ଚ୍ଚିତ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ତୃଣମୂଳ କଂଗ୍ରେସ ନେତା ଶେଖ ଶାହାଜାହାନଙ୍କୁ ଗିରଫ କରାଯାଇଛି। ସନ୍ଦେଶଖାଲିରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ଏବଂ ଜମି ଜବରଦଖଲ ଅଭିଯୋଗରେ ଏହି ନେତା ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଅଭିଯୋଗ ରହିଛି। ଉତ୍ତର ୨୪…

ସରକାରୀ କ୍ୱାର୍ଟର୍ସରୁ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବୌଦ୍ଧ: ବୌଦ୍ଧ ଜିଲ୍ଲା ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନିଜ ସରକାରୀ କ୍ୱାର୍ଟର୍ସରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷ । ତେବେ ଏହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ…

୫ଜଣ ପେସ ବୋଲରଙ୍କ ପାଇଁ ସ୍ୱତନ୍ତ୍ର କଂଟ୍ରାକ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ନୂତନ ସେଂଟ୍ରାଲ କଂଟ୍ରାକ୍ଟ ଜାରୀ କରିଛି । ଏହା ବ୍ୟତୀତ ଯୁବ ପେସ ବୋଲରଙ୍କ ପାଇଁ ଏକ ସ୍ୱତନ୍ତ୍ର କଂଟ୍ରାକ୍ଟର ବ୍ୟବସ୍ଥା କରାଯାଇଛି । ଏଥିରେ ୫ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । ସେମାନେ ହେଲେ ଆକାଶଦୀପ, ବିଦ୍ୱଥ କୱରପ୍ପା, ଉମରାନ ମଲିକ,…

କାର୍ଡରେ ଭୁଲ ତାରିଖ ଉଲ୍ଲେଖ ଥିଲା, ଦିନକୁ ଆଗରୁ କନ୍ୟା ଘରେ ପଂହଚିଲା ବର

ହମୀରପୁର: ଉତରପ୍ରଦେଶର କୁରାରରେ ଏକ ମଜାଦାର ଘଟଣା ସମ୍ମୁଖକୁ ଆସିଛି । ବିବାହର ଦିନକ ପୂର୍ବରୁ ବର ବ୍ୟାଣ୍ଡ ବାଜା ସହିତ ଝିଅ ଘରେ ପଂହଚି ଯାଇଥିଲା । ଦୁଆର ମୁହଁରେ ବରକୁ ଦେଖି ଝିଅ ଘର ଓ ଗ୍ରାମବାସୀ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ସକିରୋଦୀ ଗ୍ରାମର ସ୍ୱର୍ଗୀୟ ରାମଫଳ ଅନୁରାଗୀଙ୍କ ଝିଅ…

୧୨ ଜଣଙ୍କ ଉପରେ ଚଢିଗଲା ଦ୍ରୁତଗାମୀ ଟ୍ରେନ

ରାଞ୍ଚି: ଝାଡଖଣ୍ଡର ଜାମତରା ଜିଲ୍ଲାରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, କାଲଜରିଆ ନିକଟରେ ଏକ ଟ୍ରେନ୍‌ରେ ୧୨ ଜଣଙ୍କ ଉପରେ ଚଢିଯିବାରୁ ସେମାନଙ୍କର ପ୍ରାଣହାନୀ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ଅନେକ…

ବିଜ୍ଞାପନରେ ଦଳୀୟ ଚିହ୍ନ ବ୍ୟବହାର ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ନିର୍ବାଚନ ଆୟୋଗଙ୍କ ଜବାବ ତଲବ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ବିଜ୍ଞାପନରେ ଦଳୀୟ ଚିହ୍ନ ବ୍ୟବହାର କରିବା ରାଜ୍ୟ ସରକାରଙ୍କ ପାଇଁ ମହଙ୍ଗା ପଡ଼ିଛି। ଆଜି ନିର୍ବାଚନ କମିଶନ ଏନେଇ କଡ଼ା ଆଭିମୁଖ୍ୟ ପୋଷଣ କରି ଉଭୟ ଓଡ଼ିଶା ସରକାର ଓ ବିଜେଡିକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୨ ତାରିଖ…

ତୃତୀୟ ସନ୍ତାନର ପିତା ହେଲେ ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ଅଧିନାୟକ ୱିଲିୟମସନ

ହାମିଲଟନ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ଅଧିନାୟକ କେନ ୱିଲିୟମସନ ତୃତୀୟ ସନ୍ତାନର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ସାରା ରହୀମ ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି । ଏହା ପୂର୍ବରୁ ୨୦୧୯ରେ ସାରାଙ୍କ ଗୋଟିଏ ଝିଅ ଏବଂ ୨୦୨୨ରେ ପୁଅ ହୋଇଥିଲା । ୱିଲିୟମସନ ପତ୍ନୀ ଓ…

ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ପଡିଲେ ଆୟାର, ଈଶାନ

ମୁମ୍ବାଇ: ଶ୍ରେୟାଶ ଆୟାର ଓ ଈଶାନ କିଶାନ ବିସିସିଆଇ ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ପଡିଛନ୍ତି । ସେମାନେ ରଣଜୀ କ୍ରିକେଟ ନ ଖେଳି ଆଇପିଏଲ ପାଇଁ ପ୍ରସ୍ତୁତି କରୁଥିଲେ । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରାହ ଏ ପ୍ଲସ ଗ୍ରେଡରେ ସ୍ଥାନ ବଜାୟ ରଖିଛନ୍ତି…

ଛାତ୍ରାବାସ ରୋଷ ଶାଳାରେ ଚୁଲି ଧୁଆଁକୁ ନା!

ଭୁବନେଶ୍ୱର: ପରିବେଶ ସୁରକ୍ଷା ଦିଗରେ ବଡ଼ ପଦକ୍ଷେପ । ସମସ୍ତ ବିଦ୍ୟାଳୟ ଏବଂ ଛାତ୍ରାବାସରେ ଲାଗିବ ଏଲପିଜି । ଆଉ କାଠ ଚୂଲାରେ ହେବନି ବ୍ୟବହାର।ରାଜ୍ୟ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…