Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏପ୍ରିଲରେ କାର୍ଯ୍ୟକାରୀ ହେବ ଭିମସାରର ସୁପର ସ୍ପେଶିଆଲିଟି କୋଠା; ୨୦୧୭ରୁ ଆରମ୍ଭ ହୋଇଥିଲା କାର୍ଯ୍ୟ

ବୁର୍ଲା:ଭିମସାରରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ସୁପର ସ୍ପେଶିଆଲିଟି କୋଠା। ଏପ୍ରିଲ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ମତପ୍ରକାଶ ପାଇଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ସଂସ୍ଥାନ ବା ଭିମସାରରେ ନିର୍ମାଣାଧୀନ ସୁପର ସ୍ପେଶିଆଲିଟି କୋଠା ୨୦୧୭ ମସିହାରୁ…

ଶଙ୍ଖ ଫୁଙ୍କିଲେ ଅନୁଗୁଳ ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ବିପ୍ଳବ ଜେନା

ଭୁବନେଶ୍ୱର:ବିଜେଡିରେ ସାମିଲ ହେଲେ ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା।କିଛି ଦିନ ତଳେ ଇସ୍ତଫା ଦେବା ସହ ଦଳ ଛାଡ଼ିଥିଲେ। ଶଙ୍ଖ ଭବନରେ ପାରମ୍ପରିକ ନୃତ୍ୟ ବାଦ୍ୟରେ ଅନୁଷ୍ଠିତ ହୋଇଥିଲା ମିଶ୍ରଣ ପର୍ବ। ବିପ୍ଳବଙ୍କ ସହ ୧୫ଶହ କଂଗ୍ରେସ ନେତା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।…

ସାବାଡ ହେବେ ବାଲି ମାଫିଆ, ଏଣିକି ଅନଲାଇନରେ ବିକ୍ରି ହେବ ବାଲି

ମୁମ୍ବାଇ: ଥମୁନି ବାଲି ମାଫିଆଙ୍କ ରାଜୁତି। ଯାହାକୁ ରୋକିବା ପାଇଁ ନୂଆ ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି ମହାରାଷ୍ଟ୍ର ସରକାର। ରାଜ୍ୟରେ ବାଲି ମାଫିଆଙ୍କ ଉପଦ୍ରବ ରୋକିବା ପାଇଁ ଅନଲାଇନରେ ବାଲି ବିକ୍ରୟ କରିବାକୁ ନିଷ୍ପତ୍ତି ନିଆଯାଇଛି। 'ବିନା ଲାଭ ବିନା କ୍ଷତି'ରେ ଏହି ବିକ୍ରି ହେବ…

କୃଷକ ସାଥୀଙ୍କ ଖର୍ଚ୍ଚ ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ୱର:ଚାଷୀ ଭଉଣୀ ଭାଇମାନଙ୍କ ପାଇଁ ସରକାର ଆଣିଲେ ଖୁସି ଖବର। କୃଷକ ସାଥୀଙ୍କ ଖର୍ଚ୍ଚ ବଢାଇଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାଜ୍ୟର କୃଷକ ସାଥିମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ,…

ଚିଲିକାରେ ପଡ଼ିଲା ବିଜେଡି-ବିଜେପି ହାତଗଣ୍ଠି

ଚିଲିକା:ଦିନ ଥିଲା ତେଲେଙ୍ଗାନାରେ ବିଜେପି ଓ ବିଆରଏସ୍ ବିବାହ କରିଥିଲା କଂଗ୍ରେସ। ନିକଟ ଅତୀତରେ ରାଜ୍ଯ କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରସ କରିଥିଲା ବିଜେଡି-ବିଜେପିର ବାହାଘର। ଶନିବାର ପୁଣି ଏହି ସମାନ ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି ଚିଲିକା ନିର୍ବାଚନ ମଣ୍ଡଳୀରେ। ଆଜି…

ଉଭୟ ଲୋକସଭା ଓ ବିଧାନସଭା ପାଇଁ ଆମେ ପ୍ରସ୍ତୁତ ଅଛୁ: ଇସିଆଇ 

ଭୁବନେଶ୍ୱର:ସରିଲା ସମୀକ୍ଷା। ନିର୍ବାଚନକୁ ନେଇ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋକପାତ କଲେ ନିର୍ବାଚନ ଆୟୋଗ। ସାମ୍ୱାଦିକ ସମ୍ମିଳନୀ କରି ଦେଇଛନ୍ତି ସୂଚନା। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆମେ ପୂରା ପ୍ରସ୍ତୁତ। ସମସ୍ତ ଜିଲ୍ଲାପାଳ ଏବଂ ଏସପି ସବୁ ରାଜନୈତିକ ଦଳ ପ୍ରତି ସମାନ…

ଅପରାଜିତାଙ୍କୁ ବିରୋଧ କଲେ ବିଜେପି କର୍ମୀ 

ବେଗୁନିଆ: ନିର୍ବାଚନ ଯେତିକି ପାଖେଇ ଆସୁଛି, ଅପରାଜିତା ଷଡ଼ଙ୍ଗୀଙ୍କୁ ସେତିକି ବିରୋଧ ବଢୁଛି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିଜ ଦଳ ଭିତରେ ବିରୋଧର ବହ୍ନି ଆହୁରି ବଢୁଛି। ତୀବ୍ର ଅସନ୍ତୋଷ ମଧ୍ୟରେ ବାରମ୍ବାର ବିରୋଧର ସାମ୍ନା କରିବାକୁ ପଡୁଛି ସାଂସଦଙ୍କୁ। ବେଗୁନିଆ- ବୋଲଗଡ଼ରେ…

ମିଶନ ଶକ୍ତି: ପୋଷାକ ପାଇଁ ପ୍ରତ୍ୟେକ ୭୦ ଲକ୍ଷ ମହିଳା ପାଇବେ ୧ହଜାର ଟଙ୍କା

ଭୁବନେଶ୍ୱର:ମିଶନ ଶକ୍ତିରେ ପ୍ରତ୍ୟେକ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ନିଆ ଯାଉଛି ଅନେକ ପଦକ୍ଷେପ। ଏହାରି ମଧ୍ୟରେ ରାଜ୍ୟର ସମସ୍ତ ୭୦ ଲକ୍ଷ ସ୍ଵଂୟ ସହାୟିକା ଗୋଷ୍ଠୀର ସଦସ୍ୟ ଏବଂ ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ୍ (ଜିପିଏଲ୍ଏଫ୍), ବ୍ଲକ ସ୍ତରୀୟ ଫେଡେରେସନ୍ (ବିଏଲ୍ଏଫ୍) ଏବଂ…

କମଲ ଧରିବେ କମଳ!

ଭୋପାଳ:କମଳ ଧରିବେ କି କମଲନାଥ? କଂଗ୍ରେସ ହାତ ଛାଡି ଭାଜପା ଶିବିରରେ ପଦ୍ମ ଧରିପାରନ୍ତି କମଲନାଥ। ପୂର୍ବରୁ ଏ ନେଇ ଚର୍ଚ୍ଚା ହେଉଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭାଜପାରେ ଯୋଗଦେବା ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମଧ୍ୟପ୍ରଦେଶ ଭାଜପା ସଭାପତି ଭିଡି ଶର୍ମା କହିଛନ୍ତି,…

ଖଣ୍ଡଗିରି ଟ୍ରିପଲ ମର୍ଡର ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ୨୦୧୪ ମସିହାରେ ଜଣେ ଅର୍ଥୋପେଡିକ୍ ଡାକ୍ତର ଓ ତାଙ୍କ କେୟାର ଟେକର ଓ ପୁଅଙ୍କୁ ନିର୍ମମ ଭାବେ ହତ୍ୟା ମାମଲାର ଅଭିଯୁକ୍ତ ସ୍ନେହା ଶୋକର ସାମଲଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଭୁବନେଶ୍ୱରର ଏକ ଅଦାଲତ। ୨୦୧୪ ଅକ୍ଟୋବର ୧୪ ତାରିଖରେ ଖଣ୍ଡଗିରି ପାହାଡ଼ ନିକଟରେ ଡାକ୍ତର…