Latest Odisha News

BREAKING NEWS

Browsing Category

Uncategorized

ଓଡ଼ିଶାରୁ ନୂଆ ୩୫୮ କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ…

ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ୩୫୮ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି। ଯାହା ଫଳରେ ମୋଟ୍ ସଂଖ୍ୟା ରବିବାର ଦିନ ୩ ଲକ୍ଷ ୨୫ ହଜାର ୫୦୫ରେ ପହଞ୍ଚିଛି। https://twitter.com/IPR_Odisha/status/1339806845691576321?s=19 ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା…

କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ହୋଟେଲକୁ ୨୦ ହଜାର ଟଙ୍କା ଫାଇନ କଲା ବିଏମସି

ଭୁବନେଶ୍ବର: କୋଭିଡ ଗାଇଡ ଲାଇନ ଅବମାନନା ଅଭିଯୋଗରେ ରାଜଧାନୀର ହୋଟେଲ ପ୍ରିୟାକୁ ଜୋରିମାନା କରାଯାଇଛି । ବିଏମସି ପକ୍ଷରୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । କରୋନା ସଂକ୍ରମଣର ଭୟ ଥିଲେ ସୁଦ୍ଧା ହୋଟେଲରେ କୋଭିଡ ଆବଶ୍ୟକତାଠାରୁ ଅଧିକ ଗ୍ରାହକ ବସି ଖାଉଥିବା ବେଳେ ସାମାଜିକ…

କରୋନା ଉପରେ ୨୮୦୦ କ୍ଷୁଦ୍ର ଚଳଚ୍ଚିତ୍ର !

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଏନଡିଏମସି କନଭେନସନ ସେଣ୍ଟରରେ ଚାଲିଥିବା ଅନ୍ତର୍ଜାତୀୟ କରୋନା ଭାଇରସ୍ କ୍ଷୁଦ୍ର ଫିଲ୍ମ ଫେଷ୍ଟିଭାଲରେ ଦେଶ ବିଦେଶରୁ ଅଂଶଗ୍ରହଣ କରିଛନ୍ତି ୨୮୦୦ ଟି କ୍ଷୁଦ୍ର ଫିଲ୍ମ । ବିଶ୍ୱର ୧୦୮ଟି ଦେଶର ଫିଲ୍ମ ନିର୍ମାତା ନିର୍ଦ୍ଦେଶକ ଏହି ଭିନ୍ନ ଧରଣର ଫିଲ୍ମ ଫେଷ୍ଟିଭାଲରେ…

ପାକିସ୍ତାନ କହିଲା କୃଷକ ଆନ୍ଦୋଳନରୁ ଧ୍ୟାନ ହଟାଇବାକୁ ସର୍ଜିକାଲ ଷ୍ଟ୍ରାଇକ କରିପାରେ ଭାରତ, ସେନାକୁ କଲା ଆଲର୍ଟ

ନୂଆଦିଲ୍ଲୀ: ପାକିସ୍ତାନକୁ ସର୍ଜିକାଲ୍ ଷ୍ଟ୍ରାଇକ ଭୟ । ପୁଣି ଥରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍ କରିପାରେ । ଏନେଇ ନିଜ ଦେଶର ସେନାକୁ ସଜାଗ ରହିବାକୁ କହିଛି । ଏନେଇ ପାକିସ୍ତାନ ମିଡିଆରେ ଖବର ପ୍ରକାଶ ପାଇଛି । ପାକିସ୍ତାନର ଅଗ୍ରଣୀ ଖବରକାଗଜ 'ଏକ୍ସପ୍ରେସ ଟ୍ରିବ୍ୟୁନ' କହିଛି ଯେ ଦିଲ୍ଲୀରେ…

ଯାଜପୁର; ହତ୍ୟା ଅଭିଯୋଗରେ ଗିରଫ ହେଲେ ବାପ-ପୁଅ

ଯାଜପୁର : ପୋଲିସ କବ୍ଜାରେ ହତ୍ୟା ଅଭିଯୁକ୍ତ। ଯାଜପୁର ଜିଲ୍ଲା ଜେନାପୁର ଥାନା ମର୍ଜିତାପୁର ଜଳଧର ଜେନା ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ବାପ ପୁଅଙ୍କୁ ଗିରଫ୍ କରିଛି ଜେନାପୁର ପୋଲିସ୍। ପୂର୍ବ ଶତୃତାକୁ କେନ୍ଦ୍ରକରି ଗତ ୭ ତାରିଖ ଦିନ ଘଟିଥିଲା ଏହି ହତ୍ୟାକାଣ୍ଡ । ଗିରଫ୍…

ଓଡିଶାରେ ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହିତ ନିମନ୍ତେ ଓସିଏଫ୍ ଏବଂ ଅଟଳ ଇନକ୍ୟୁବେସନ ସେଣ୍ଟର ନାଳନ୍ଦା ମଧ୍ୟରେ ଏମ୍‌ଓୟୁ…

ଭୁବନେଶ୍ୱର: ଓଡିଶାରେ ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏବଂ ଏହି କ୍ଷେତ୍ରରେ ଉଦ୍ୟୋଗିତା ପରିସର ପ୍ରସାର କରିବା ସହିତ ଯୁବ ଉଦ୍ୟୋଗୀମାନଙ୍କୁ ଏକ ନୂତନ ଦିଗ ପ୍ରଦାନ କରିବା ପାଇଁ ଓଡିଶା କର୍ପୋରେଟ୍ ଫାଉଣ୍ଡେସନ୍ ଏବଂ ଅଟଳ ଇନକ୍ୟୁବେସନ ସେଣ୍ଟର ନାଳନ୍ଦା ମଧ୍ୟରେ ଆଜି ଏକ…

ଅଲ୍ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା; ଡିସେମ୍ବର ୧୮ ଅନଲାଇନ୍ ଆବେଦନର ଶେଷ ତାରିଖ

ଭୁବନେଶ୍ୱର: ଅଲ୍ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଲାଗି  ଅନଲାଇନ୍ ଆବେଦନର ଶେଷ ତାରିଖ ଡିସେମ୍ବର ୧୮କୁ ବୃଦ୍ଧି କରାଯାଇଛି। ଏନେଇ ସୈନିକ ସ୍କୁଲ ଭୁବନେଶ୍ଵରର ଅଫିସିଏଟିଙ୍ଗ ପ୍ରିନ୍ସପାଲ୍ କମାଣ୍ଡର ପ୍ରୀତିକା ଶର୍ମା ସୂଚନା ଦେଇ କହିଛନ୍ତି, ୨୦୨୧ ବର୍ଷ ପାଇଁ ଅଲ୍ ଇଣ୍ଡିଆ…

ବିଶ୍ୱ ଏଡସ୍ ଦିବସ: ପ୍ରଥମଥର ପାଇଁ ଏଚ.ଆଇ.ଭି. ସିଫିଲିସ ଦ୍ୱୈତ ପରୀକ୍ଷଣ କିଟ ଲୋକାର୍ପିତ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ 

ଭୁବନେଶ୍ୱର: ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ରାଜ୍ୟରେ ଗର୍ଭବତୀ ମହିଳା ମାନଙ୍କର ଗୋଟିଏ ଥର ରକ୍ତ ନମୂନା ସଂଗ୍ରହରେ ଏଚ.ଆଇ.ଭି ଓ ସିଫିଲିସ ପରୀକ୍ଷା କରାଇବା ପାଇଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ସହଯୋଗରେ ବିକଶିତ ଏଚ.ଆଇ.ଭି. ଓ ସିଫିଲିସ ଦ୍ୱୈତ ପରୀକ୍ଷଣ କିଟକୁ ମାନ୍ୟବର ସ୍ୱାସ୍ଥ୍ୟ ଓ…

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆରେ ରେକର୍ଡ ଅପେକ୍ଷାରେ କୋହଲି, ସାମି

କାନବେରା: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଏଠାରେ ଖେଳାଯିବ । ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ଭାରତ ଏହି ମ୍ୟାଚରେ ବିଜୟ ହାସଲ କରି ସମ୍ମାନ ରକ୍ଷା କରିବା ପାଇଁ ଚାହିଁବ । ତେବେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି…

ଇରାନର ନ୍ୟୁକ୍ଲିୟର ବୈଜ୍ଞାନିକଙ୍କୁ ହତ୍ୟା

ତେହରାନ: ଇରାନର ପ୍ରମୁଖ ନ୍ୟୁକ୍ଲିୟର ବୈଜ୍ଞାନିକ ମୋହସୀନ ଫଖରୀଜାଦେହଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟକାଣ୍ଡରେ କିଏ ସାମିଲ ତାହା ସ୍ପଷ୍ଟ ହୋଇ ନାହିଁ । ଦି ଫାଦର ଅଫ ଇରାନିୟନ ବମ୍ବ ଭାବେ ପରିଚିତ ଫଖରୀଜାଦେହ ଇରାନରେ ବେଶ୍ ଲୋକପ୍ରିୟ ଥିଲେ । ଇରାନର କ୍ରାନ୍ତିକାରୀ ଗାର୍ଡ କମାଣ୍ଡର…