Latest Odisha News

BREAKING NEWS

Browsing Category

Uncategorized

ନିଖୋଜ ବିମାନରେ କଙ୍କାଳ

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପ।ଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିଟେ ଏମିତି ବହୁ ରହସ୍ୟ ରହିଛି ।…

ବାଇକକୁ ପିଟିଲା ଟ୍ରକ: ଦମ୍ପତି ମୃତ, ଝିଅ ଗୁରୁତର

ଯାଜପୁର: ବାଇକକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ଦମ୍ପତି ମୃତ । ୮ ବର୍ଷର ଝିଅ ଗୁରୁତର ହୋଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥର ନେଉଳପୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ବାଇକରେ ସ୍ୱାମୀ-ସ୍ତ୍ରୀ ଓ ଝିଅ ଯାଉଥିବା ବେଳେ ଧକ୍କା ଦେଇଥିଲା ଟ୍ରକ ।…

ମହୁମାଛିର ଅତି ଘନିଷ୍ଠ ବନ୍ଧୁ ନେଚର ଏମଏସ୍

ମହୁମାଛିର ଅତି ଘନିଷ୍ଠ ବନ୍ଧୁ । କେରଳ ତ୍ରିଶୂରର ନେଚର ଏମଏସ୍ । ପିଲାବେଳରୁ ମହୁମାଛିଙ୍କ ସେବାରେ । କେତେବେ ହାତରେ ତ କେତେବେଳେ ନେଚରଙ୍କ ମୁହୌଁରେ ଢାଙ୍କି ହୋଇ ବସନ୍ତି ମହୁମାଛି ମାନେ । ଏମାନଙ୍କ ସହ ପିଲାବେଳରୁ ସମ୍ପର୍କ ତାଙ୍କର । ଏନେଇ ବି ମ୍ୟାନ୍‌’ ଭାବେ ବେଶ୍ ଜଣାଶୁଣା ।…

ଜ୍ଞାନ ପଟ୍ଟନାୟକ ‘ଓସା’ ର ସଭାପତି ନିର୍ବାଚିତ

ଚିକାଗୋ : ବିଶିଷ୍ଟ ଆଇ. ଟି . ବିଶେଷଜ୍ଞ ଜ୍ଞାନ ପଟ୍ଟନାୟକ 'ଓଡ଼ିଶା ସୋସାଇଟି ଅଫ ଆମେରିକାଜ' ( ଓସା)ର ନୂଆ ସଭାପତି ପଦରେ ନିର୍ବାଚିତ ହୋଇଛନ୍ତି। ଅନଲାଇନରେ ଅନୁଷ୍ଠିତ ଏହି ବହୁ ଚର୍ଚ୍ଚିତ ନିର୍ବାଚନରେ ଶ୍ରୀ ପଟ୍ଟନାୟକ ନିଉ ଇଂଲଣ୍ଡ ସ୍ଥିତ ସୌର ମହାପାତ୍ରଙ୍କୁ ପରାସ୍ତ କରି ବିଜୟୀ…

ଆତ୍ମଘାତୀ ଆକ୍ରମଣ ନେଇ ଷଡଯନ୍ତ୍ର ରଚିଛନ୍ତି ଆତଙ୍କବାଦୀ, ମୁମ୍ବାଇର ସିଆରପିଏଫ ମୁଖ୍ୟାଳୟକୁ ଆସିଛି ଇ-ମେଲ

ନୂଆଦିଲ୍ଲୀ:ସିଆରପିଏଫର ମୁମ୍ବାଇସ୍ଥିତ ମୁଖ୍ୟାଳୟକୁ ଏକ ଧମକଭରା ଇ-ମେଲ ଆସିବା ପରେ ଏବେ ସମସ୍ତ ଗୋଇନ୍ଦା ସଂସ୍ଥାକୁ ସତର୍କ କରି ଦିଆଯାଇଛି । ଏହି ଇ-ମେଲରେ ଉଲ୍ଲେଖ ରହିଛି ୧୧ରୁ ଅଧିକ ଆତଙ୍କବାଦୀ ବିମାନବନ୍ଦର, ମନ୍ଦିର ଏବଂ ଜନଗହଳି ଅଂଚଳରେ ବିସ୍ଫୋଟ କରାଇବା ପାଇଁ ଯୋଜନା କରି ସାରିଛନ୍ତି…

କରୋନାରୁ ସୁସ୍ଥ ହେଲେ ଆଉ ୨୬୬ ଜଣ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୨୬୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୪୧୬କୁ ବୃଦ୍ଧି ପାଇଛି । ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ…

ବିଜେପି ପ୍ରାର୍ଥୀଙ୍କ ଗାଡ଼ିରୁ ଇଭିଏମ୍ ମିଳିବା ପରେ ବୁଥରେ ନିର୍ବାଚନ ରଦ୍ଦ, ୪ ଅଧିକାରୀ ନିଲମ୍ବିତ

ଗୁଆହାଟି: ନିର୍ବାଚନ ଭିତରେ ଆସାମ କରିମଗଞ୍ଜ ଜିଲ୍ଲାରୁ ଏକ କାରରୁ ଇଭିଏମ୍ ମିଳିବା ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି କାରର ଭିଡିଓ ଟ୍ୱିଟ୍ କରିଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଇଭିଏମ୍ ମିଳିଥିବା ବୋଲେରୋ ଗାଡ଼ିଟି ପାଥରକାଣ୍ଡି…

ମୋଦିଙ୍କୁ ବ୍ୟକ୍ତିଗତ ଟାର୍ଗେଟ କଲେ ମମତା, ଖାଲି ଦାଢ଼ି ବଢ଼ୁଛି ଆଉ କିଛି ନୁହେଁ..

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସି ମୂଖ୍ୟ ମମତା ବାନାର୍ଜୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ୟକ୍ତିଗତ ଟାର୍ଗେଟ କରିଛନ୍ତି । ସେ ସମାଲୋଚନା କରି କହିଛନ୍ତି ଯେ, ଶିଳ୍ପ ଏବଂ ବିକାଶ ବୃଦ୍ଧି କରାଇବା ବଦଳରେ ସେ କେବଳ ତାଙ୍କ ଦାଢ଼ି ବଢ଼ାଉଛନ୍ତି । ବିଜେପିକୁ ଆକ୍ଷେପ…

ଅଭିନେତା ଆର୍‌ ମାଧବନ୍ କୋଭିଡ୍‌ ପଜିଟିଭ୍

ନୂଆଦିଲ୍ଲୀ: ଚଳଚ୍ଚିତ୍ର ୩ ଇଡିୟଟ୍ସ୍‌ ଲୋକପ୍ରିୟ ଅଭିନେତା ଆର୍‌ ମାଧବନ୍‌ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ତାଙ୍କ ପ୍ରଶଂସକଙ୍କ ସହ ସେୟାର୍‌ କରିଛନ୍ତି। ମାର୍ଚ୍ଚ ୨୪ ବୁଧବାର ଦିନ ଆମୀର ଖାନଙ୍କ କରୋନା ସଂକ୍ରମିତ…

ଛତିଶଗଡରେ ବଢ଼ୁଛି କରୋନା ସଂକ୍ରମଣ: ସ୍କୁଲ, କଲେଜ ଓ ଅଙ୍ଗନଓ୍ଵାଡି କେନ୍ଦ୍ର ବନ୍ଦ କରିବାକୁ ଘୋଷଣା

ରାୟପୁର: ଛତିଶଗଡ଼ରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ, କଲେଜ୍ ଓ ଅଙ୍ଗନଓ୍ଵାଡିକୁ ବନ୍ଦ କରିଛନ୍ତି । ମନ୍ତ୍ରୀ ରବୀନ୍ଦ୍ର ଚୌବେ ଆଜି ଏହି ବଡ ପଦକ୍ଷେପ ନେଇଛନ୍ତି ।  ମନ୍ତ୍ରୀ କହିଛନ୍ତି, ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ…