Latest Odisha News

BREAKING NEWS

Browsing Category

Uncategorized

ଦୋକାନରେ ଗହଳି ନ‌କରିବାକୁ ଅପିଲ କଲେ ଏସଆରସି

ଭୁବନେଶ୍ୱର: ଓଡିଶା ସରକାର ସାରା ରାଜ୍ୟରେ ଆସନ୍ତା ୫ରୁ ୧୯ ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି। ଏଭଳି ସମୟରେ ଭୟଭୀତ ନହୋଇ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର ଅପିଲ କରିଛନ୍ତି। ଏପରିକି ସହରରେ ଥିବା ଦୋକାନ ବଜାରରେ ଭିଡ଼ ନକରିବାକୁ ସେ ଜନସାଧାରଣଙ୍କୁ…

ରବିବାର ଦିନ ୧୦ଟାରେ କରୋନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ମାମଲା ୧୦ ହଜାର ଟପିଛି । ଟ୍ୱିନ୍ ସିଟି ଭୁବନେଶ୍ୱ ଓ କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଛି । ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ୍ ସତ୍ତ୍ୱେ ସଂକ୍ରମଣ ଥମିବାର ନାଁ ନେଉନି । ଏଭଳି ସ୍ଥିତିରେ କରୋନାର ଚେନକୁ ଭାଙ୍ଗିବାକୁ ରାଜ୍ୟ…

ଦେଶର ୪ ବରିଷ୍ଠ ଡାକ୍ତର ଦେଲେ ପରାମର୍ଶ, ୯୨ରୁ ତଳକୁ ଖସିଲେ ଦରକାର ଅକ୍ସିଜେନ୍

ନୂଆଦିଲ୍ଲୀ : ସାରା ଦେଶରେ ମହାମାରୀ କରୋନାକୁ ନେଇ ଆତଙ୍କ । ଏଭଳି ସ୍ଥିତିରେ ଦେଶର ଖ୍ୟାତନାମା ଡାକ୍ତର ପୁଣି ଏହି ପ୍ରସଙ୍ଗରେ କରିଛନ୍ତି ଆଲୋଚନା । ଭର୍ଚୁଆଲରେ ହୋଇଥିବା ବୈଠକରେ ଦିଲ୍ଲୀ ଏମସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆଙ୍କ ସମେତ ମେଦାନ୍ତ ହସ୍ପିଟାଲର ଚେୟାରମ୍ୟାନ୍ ଡ. ନରେଶ…

ଉତ୍ତର-ପୂର୍ବାଞ୍ଚଳ ଓ ବାଙ୍ଗାଲୋର ମଧ୍ୟରେ ଗଡ଼ିବ ବିଶେଷ ଟ୍ରେନ୍

ଭୁବନେଶ୍ବର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଦୁଇ ଯୋଡ଼ା ଦୂରଗାମୀ ବିଶେଷ ଟ୍ରେନ ବାଙ୍ଗାଲୋର ଠାରୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ଚଳାଚଳ କରିବ । ଏ ନେଇ ନିଷ୍ପତ୍ତି ନେଇଛି ରେଳବାଇ । ଦେଶର ଯେକୌଣସି ସ୍ଥାନରୁ ଓଡ଼ିଶା ଆସୁଥିବା ଯାତ୍ରୀ ସେମାନଙ୍କ ଯାତ୍ରା ଆରମ୍ଭର ସର୍ବାଧିକ ୭୨ ଘଣ୍ଟା…

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ କରୋନା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । ଫେସବୁକରେ ପୋଷ୍ଟ କରି ମନ୍ତ୍ରୀ ସୁଦାମ ମାର୍ଣ୍ଡ୍ରି ଲେଖିଛନ୍ତି ମୋର କରୋନା ପରୀକ୍ଷା ରିପୋର୍ଟ…

ସବୁ ମୁଖ୍ୟମନ୍ତ୍ରୀଙ୍କୁ ଅକ୍ସିଜେନ୍ ମାଗିଲେ କେଜରିଓ୍ବାଲ

ନୂଆଦିଲ୍ଲୀ : ମହାମାରୀ କରୋନାକୁ ନେଇ ରାଜଧାନୀରେ ଦିଲ୍ଲୀରେ ସାଂଘାତିକ ହେଲାଣି ସ୍ଥିତି । ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଚିକିତ୍ସାରେ ବାଧକ ସାଜିଛି ଅକ୍ସିଜେନ୍ ଅଭାବ । ଫଳରେ ଅକ୍ସିଜେନ ଅଭାବରୁ ଅନେକ ରୋଗୀ ପ୍ରାଣ ହରାଇଲେଣି । ହସପିଟାଲରେ ଅକ୍ସିଜେନର ଅଭାବ ଦେଖା ଦେଇଥିବା ବେଳେ,…

ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି । ଟସ୍ ଜିତି ପଞ୍ଜାବ କିଙ୍ଗସ ଅଧିନାୟକ କେଏଲ ରାହୁଲ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ । ଉଭୟ ଟିମ୍ ଏହି…

ଫେରିଲା ସପ୍ତାହାନ୍ତ ସଟଡାଉନ୍, କାଲିଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର : ରାଜ୍ୟରେ କୋଭିଡ୍ ସଂକ୍ରମଣର ଭୟାବହତାକୁ ନଜରରେ ରଖି କଡ଼ା ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆସନ୍ତାକାଲିଠୁ ସାରା ରାଜ୍ୟରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ଏଥିସହ ଛତିଶଗଡ଼ ଓ ଝାଡଖଣ୍ଡ ସୀମାନ୍ତରେ ଥିବା ୧୦ଟି ଜିଲ୍ଲାରେ ଲାଗୁ ହେବ ସପ୍ତାହାନ୍ତ ସଟଡାଉନ୍ । ଏହି ୧୦ଟି…

କରୋନା ଯୋଗୁ ଚିନ୍ତାରେ ମହୁଲ ବିକାଳି

ଗରିବ ଆଦିବାସୀଙ୍କ ପେଟ ପାଟଣାର ମାଧ୍ୟମ ପାଲଟିଛି ମହୁଲ ଫୁଲ । ମହୁଲ ସିଜିନ୍ ଆସିଲେ କନ୍ଧମାଳ ଜିଲ୍ଲାରେ ଛୋଟରୁ ବଡ ସଭିଏଁ ଲାଗିପଡିଥାନ୍ତି ସଂଗ୍ରହରେ । ପୂର୍ବଥର କରୋନା ଯୋଗୁ କିଛି ଲାଭ ମିଳିନଥିବା ବେଳେ ଏଥର ବି କରୋନା ଚିନ୍ତା ବଢାଇଲାଣି । ହେଲେ ତାରି ଭିତରେ ବି ଗୁଜୁରାଣ ପାଇଁ କିଭଳି…

ନିଖୋଜ ବିମାନରେ କଙ୍କାଳ

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପ।ଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିଟେ ଏମିତି ବହୁ ରହସ୍ୟ ରହିଛି ।…