Latest Odisha News

BREAKING NEWS

Browsing Category

Uncategorized

ଫିଲ୍ମ ‘ଜର୍ସି’ ପାଇଁ କ୍ରିକେଟ୍‌ ମଇଦାନରେ ସାହିଦ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସାହିଦ କପୁର ଆଜିକାଲି 'ଜର୍ସି' ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସାହିଦ୍‌ ଜଣେ କ୍ରିକେଟର ଭୂମିକାରେ ନଜର ଆସିବେ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ସାହିଦ କପୁର ତାଙ୍କର ପ୍ରତ୍ୟେକ ଚରିତ୍ରକୁ ନିଖୁଣ ଭାବେ ଅଭିନୟ କରନ୍ତି। ତାଙ୍କର ଅଭିନୟ…

ଜୋରିମାନା ଦେଇ ନପାରିବାରୁ ଚାଷୀଙ୍କୁ କାନଧରି ବସଉଠ କରାଇଲେ ତହସିଲଦାର

ଆଠମଲ୍ଲିକ: ଅନୁଗୋଳ ଜିଲ୍ଳା କିଶୋରନଗର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ସରକାରୀ ବାବୁଙ୍କ ଦବଙ୍ଗଗୀରୀ। ସୂଚନାନୁସାରେ, ଶନିବାର ଦିନ ସ୍ଥାନୀୟ କଲେଜ ଛକ ନିକଟରେ ମାସ୍କ ଯାଞ୍ଚ କରୁଥିଲେ କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁ । ଏହି ସମୟରେ ଧାନବିଲରୁ ଫେରୁଥିବା ଦୁଇଜଣ ଚାଷୀଙ୍କୁ…

ଆସନ୍ତୁ ବୁଲିଯିବା ଗଞ୍ଜାମର ତାରାତାରିଣୀ ମନ୍ଦିର

ଭୁବନେଶ୍ୱର: ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ହିନ୍ଦୁ ଧର୍ମର ଶକ୍ତି-ସ୍ୱରପିଣୀ ଦେବୀ ତାରାତାରିଣୀଙ୍କ ଏକ ମନ୍ଦିର । ଆମ ଦେଶରେ ଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ ଅଟେ । ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା ପାଉଛନ୍ତି । ଏହି…

୧୬ ନଭେମ୍ବରରୁ ଖୋଲିବ ସ୍କୁଲ୍; ତାମିଲ୍‌ନାଡୁ

ନୂଆଦିଲ୍ଲୀ: କରୋନା ଯୋଗୁ ଦୀର୍ଘ ୯ ମାସ ଧରି ବନ୍ଦ ଥିବା ବଡ଼ ସ୍କୁଲ ଖୋଲିବାକୁ ତାମିଲନାଡୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣ ହେତୁ ସାରା ଦେଶରେ ଲକ୍‌ଡାଉନ୍‌ ହୋଇଥିବା ଯୋଗୁ ଦେଶରେ ସମସ୍ତ ସ୍କୁଲ୍‌ କଲେଜଗୁଡ଼ିକ ବନ୍ଦ ରଖାଯାଇଥିଲା। ବର୍ତ୍ତମାନ ନିଷ୍ପତ୍ତି ପରେ ୧୬…

ବାବା କା ଢ଼ାବା ନାମରେ ଆସିଲା ବଡ଼ ଠକେଇ ଅଭିଯୋଗ !

ନୂଆଦିଲ୍ଲୀ: ଇଣ୍ଟରନେଟରେ ସେନସେସନ ପାଲଟିଥିବା 'ବାବା କା ଢ଼ାବା' ନାମରେ ସାମ୍ନାକୁ ଆସୁଛି ଟଙ୍କା ହେରଫେର କଥା । ଏହି ହେର ଫେର ଡୋନେସନ ଅର୍ଥରେ ହୋଇଥିବା ଅଭିଯୋଗ ହୋଇଛି। ୟୁଟ୍ୟୁବର୍ ଲକ୍ଷ୍ମୀ ଚୌଧୁରୀ ଅଭିଯୋଗ ଆଣିଛନ୍ତି ଯେ, ବାବା କା ଢ଼ାବା ନାଁ ରେ ଆସୁଥିବା ଟଙ୍କା ଏହାର ମାଲିକ…

ମହୁମାଛି ଆକ୍ରମଣରେ ୪ ଜଣ ଗୁରୁତର

ବାଙ୍ଗିରିପୋଷି: ବିନ୍ଧିଦେଲେ ମହୁମାଛି । ଆକ୍ରମଣରେ ୪ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣା ଘଟିଛି ମୟୂରବଞ୍ଜ ଜିଲ୍ଲା ଦୁଆରଶୁଣି ଘାଟିରେ । ଗୁମ୍ଫା ବୁଲିବାକୁ ଯାଇଥିବା ବେଳେ ମହୁମାଛି ଆକ୍ରମଣ ହୋଇଛି । ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣଙ୍କୁ ଉଦ୍ଧାର…

ନୂଆ ରୂପରେ ସଞ୍ଜୁ ବାବା, ଦେଖନ୍ତୁ ଫଟୋ

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ହେୟାର ଡ୍ରେସର ଆଲିମ ଖାନ ନୂଆ ଲୁକ୍ ସହିତ ଅଭିନେତା ସଞ୍ଜୟ ଦତ୍ତଙ୍କ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋରେ ସଞ୍ଜୁ ବାବା ଏକ ସନ ଗ୍ଲାସ ସହ ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଏହି ଫଟୋରେ କ୍ୟାପସନ୍ ଦିଆଯାଇଛି, ଆଃହା ଦ…

ଆପଣ ଜାଣନ୍ତି କି ବ୍ରିଟିଶ୍‌ ରୟାଲ୍‌ ଫ୍ୟାମିଲିରେ ଚାକିରି କରୁଥିବା ଗୃହରକ୍ଷୀଙ୍କ ଦରମା କେତେ? ଜାଣିଲେ ଉଡିଯିବ…

ନୂଆଦିଲ୍ଲୀ: ବ୍ରିଟିଶ ରୟାଲ ଫ୍ୟାମିଲି ଜଣେ ଦକ୍ଷ ଏବଂ କୁଶଳୀ ଗୃହରକ୍ଷୀ ଖୋଜୁଛନ୍ତି। ଯଦି ଆପଣ ତାଙ୍କ ଦରମା ବିଷୟରେ ଜାଣନ୍ତି ତାହା‌ଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ଦି ରୟାଲ ହାଉସଫୁଲର ଅଫିସିଆଲ ୱେବସାଇଟରେ ଏହି ପୋଷ୍ଟ ବାହାର କରାଯାଇଛି। ପଦ ଅନୁଯାୟୀ, ଏହା ହେଉଛି ଏକ ଲେଭଲ୍ ୨…

ଭଲ ଖବର: ସ୍ଥଗିତ ରଖିଥିବା କରୋନା ଟିକା ଟ୍ରାଏଲ୍ ଆରମ୍ଭ କରିବ ଜନସନ୍ ଏଣ୍ଡ ଜନସନ୍

ନୂଆଦିଲ୍ଲୀ: ଆମେରିକାରେ ପୁଣି ଥରେ ଜନସନ୍ ଏଣ୍ଡ ଜନସନ୍ ଆରମ୍ଭ କରିବ ସ୍ଥଗିତ ରଖିଥିବା କରୋନା ଟିକାର ପରୀକ୍ଷଣ । ଏନେଇ କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଆରମ୍ଭ ହୋଇଛି ତୃତୀୟ ପର୍ୟ୍ୟାୟ କ୍ରିନିକାଲ୍ ଟ୍ରାଏଲ୍ ନେଇ ପ୍ରସ୍ତୁତି । ତେବେ ନିର୍ଦ୍ଦିଷ୍ଟ ଭାବରେ କେବେଠୁ…

ଟ୍ୱିଟରକୁ କାହିଁକି ଚେତାବନୀ ଦେଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ଲେହ-ଲଦାଖର ଅବସ୍ଥିତି ସମ୍ପର୍କରେ ମ୍ୟାପରେ ଭୁଲ୍ ଦର୍ଶାଇଛି ଟ୍ବିଟର। ଯାହା ପରେ ଟ୍ୱିଟରକୁ କଡ଼ା ଚେତାବନୀ ଦେଇଛି ଭାରତ। କେନ୍ଦ୍ର ସରକାରଙ୍କ ଆଇଟି ସଚିବ ଅଜୟ ସାହନି ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସିଙ୍କୁ ଏକ ଚିଠି ଲେଖି ଏହି ପ୍ରସଙ୍ଗରେ କଡା…