Latest Odisha News

BREAKING NEWS

Browsing Category

Uncategorized

ଜ୍ଞାନବ୍ୟାପି ମାମଲା: ସୁପ୍ରିମକୋର୍ଟ ପହଞ୍ଚିଲା ହିନ୍ଦୁ ପକ୍ଷ, ସିଲ ଅଞ୍ଚଳରେ ଏଏସଆଇ ସର୍ଭେ ଦାବି 

ନୂଆଦିଲ୍ଲୀ: ଜ୍ଞାନବ୍ୟାପି ମାମଲାରେ ସୁପ୍ରିମକୋର୍ଟ ପହଞ୍ଚିଲା ହିନ୍ଦୁ ପକ୍ଷ। ସର୍ବୋଚ୍ଚ ନ୍ୟାୟାଳୟରେ କରାଯାଇଛି ଆବେଦନ। ଲୋକକଥା ଅନୁସାରେ ପୂର୍ବରୁ ସିଲ୍ କରାଯାଇଥିବା ଅଞ୍ଚଳରେ ଶିବଲିଙ୍ଗ ଥିବା ଦାବି କରାଯାଉଥିଲା। ଯାହାର ସର୍ଭେ ପାଇଁ ଏଏସଆଇ ବା ପ୍ରତ୍ନତାତ୍ତ୍ୱିକ ବିଭାଗର…

ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନର ଦ୍ୱନ୍ଦ୍ୱ ଦୂର କଲେ ପ୍ରଧାନମନ୍ତ୍ରୀ; କହିଲେ ଲକ୍ଷ୍ୟ ରଖ,…

ନୂଆଦିଲ୍ଲୀ: ପରୀକ୍ଷା ସମୟ ଆସିଲେ ପିଲାମାନଙ୍କ ଉପରେ ଭଲ ଫଳ ପାଇଁ ଏକ ପ୍ରକାରର ଚାପ ପଡ଼ିଥାଏ। ଯାହାକୁ ଦୂର କରିବା ତଥା ମାନସିକ ଚାପକୁ କମ୍ କରିବା ଉଦ୍ଦେଶ୍ୟରେ ପ୍ରଧାମନ୍ତ୍ରୀଙ୍କର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯେଉଁଠି ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀ ଏବଂ…

ଛତିଶଗଡ: ବିଧାନସଭା ଫର୍ମୁଲା ଲୋକସଭାରେ ଆପଣାଇବ ବିଜେପି 

ରାୟପୁର: ଲୋକସଭା ନିର୍ବାଚନ ଦିନ ଯେତେ ପାଖେଇ ଆସୁଛି ସମସ୍ତ ରାଜନୈତିକ ଦଳ ଗୁଡିକ ମଧ୍ୟ୍ୟ ତାଙ୍କର ନିର୍ବାଚନ ବୈତରଣୀ ପାର୍ କିପରି କରିବେ ସେ ନେଇ କଷୁଛନ୍ତି ଅଙ୍କ। ଛତିଶଗଡରେ ଲୋକସଭା ନିର୍ବାଚନ ପାଇଁ ବିଧାନସଭା ନିର୍ବାଚନ ରଣନୀତି ଆପଣାଇବ ଭାରତୀୟ ଜନତା ପାର୍ଟି। ଲୋକସଭା ନିର୍ବାଚନ ପାଇଁ…

କ୍ଷୁଦ୍ରତମ ରାମ ମନ୍ଦିର କଲେ ଉଦୟପୁରର କଳାକାର

ଉଦୟପୁର: ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଯାଇଛି । ଏଥିନେଇ ଭାରତ ରାମମୟ ହୋଇ ଉଠିଛି । ଯିଏ ଯାହାର ଶୈଳୀରେ ଏହି ଉତ୍ସବ ମନେଇବାରେ ବ୍ୟସ୍ତ । ଉଦୟପୁରର ପୀୟୁଷ ପ୍ରତାପ ସିଂ ଗହମଠାରୁ କ୍ଷୁଦ୍ର ରାମ ମନ୍ଦିର କଳାକୃତି ପ୍ରସ୍ତୁତ କରିଛନ୍ତି । ଏହାର ଓଜନ ୦.୦୨୦…

କବିତା : ତୁମେ ଏମିତି

ସଫଳା ଦାସ  ତୁମେ ମନ ପଡ ନିଶବ୍ଧ ରାତ୍ରିରେ ନିରବତା ନୟନରେ ପୁଣି ମନେ ପଡ ଅଦିନ ବର୍ଷାରେ ବିଜୁଳି ଚମକେ ଦେହେ । ତୁମ ଗୁମସୁମ୍ ସତେକି ରାଗ ଅଭିମାନରେ ଦିଏ କିଛି କଷ୍ଟରେ ପୁଣି ବେଶୀ ମନେ ପଡ ତୁମ ଚାହାଣୀରେ ଆଖି ଥାଉ । ଶୀତ ଅନୁଭବେ ଉଷ୍ଣ ଶିହରଣେ ତୁମ ମିଠା କଥା…

କ’ଣ ରହିଛି ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ପ୍ଲାନ୍?

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଜାନୁଆରୀ ୨୯ରେ ବିହାରରେ ପ୍ରବେଶ କରିବ। କିଶାନଗଞ୍ଜ ଦେଇ ପ୍ରବେଶ କରିଥିବା ଏହି ଯାତ୍ରା ଜାନୁଆରୀ ୩୦ ରେ ପୂର୍ଣ୍ଣିଆରେ ପହଞ୍ଚିବ ଯେଉଁଠାରେ ରାହୁଲ ଗାନ୍ଧୀ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିବେ। ତେବେ ଏହି ଯାତ୍ରା ପଛରେ ରାହୁଲ…

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବିଭିନ୍ନ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ବିଚାର ବିମର୍ଶ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିରେ ଆଦିକବି ସାରଳା ଦାସ, ଅତିବଡ଼ି ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ନାମିତ ଚାରୋଟି କକ୍ଷରେ…

କବିତା : ଜଟାୟୁ

ସୁମିତା ବେହେରା ବାପି  ମୁଁ,.. ଆଜିର ଜଟାୟୁ, ମୋ ବିଶାଳ ପକ୍ଷରେ ଭରିରହିଛି, ଅସୀମ ଶକ୍ତି ; ମୋ ତୀକ୍ଷ୍ଣ ଚଞ୍ଚୁରେ ସାଇତା ଅଛି, ଛିନ୍ନଭିନ୍ନ କରିଦେବାର ଦୁର୍ବାର ସାମର୍ଥ୍ୟ ; ବଳିଷ୍ଠ ପଞ୍ଝା ମୋର, ସକ୍ଷମ ଯୁଝିବାକୁ, ତୋ’ ପରି ଅୟୁତ ରାବଣ ସହ । ହେ ଆଜିର ରାବଣ! ପୁଷ୍ପକରେ…

ଖୋ ଖୋ: ସେମିରେ ଓଡିଶା

କଟକ: ଉଦଘାଟନୀ ସଂସ୍କରଣରେ ଚାମ୍ପିୟନ ହୋଇଥିବା ଓଡିଶା ଚଳିତ ଅଲ୍ଟିମେଟ ଖୋ ଖୋ ଲିଗର ସେମିଫାଇନାଲରେ ପ୍ରବେଶ କରିଛି । ଟାଇଟଲ ବଜାୟ ରଖିବା ପାଇଁ ଓଡିଶାକୁ ଆଉ ୨ଟି ମ୍ୟାଚରେ ବିଜୟ ଆବଶ୍ୟକ କରୁଛି । ୧୦ଟି ମ୍ୟାଚରୁ ୨୩ ପଂଏଟ ହାସଲ କରି ଓଡିଶା ସେମିକୁ ଉନ୍ନୀତ ହୋଇଛି । ଜବରଦସ୍ତ ଫର୍ମରେ…