Latest Odisha News

BREAKING NEWS

Browsing Category

Uncategorized

କାର୍ଯ୍ୟକ୍ଷମ ହେଲା ବିଶ୍ୱର ସବୁଠାରୁ ବଡ ନ୍ୟୁକ୍ଲିୟର ଫ୍ୟୁଜନର ରିଆକ୍ଟର

ଟୋକିଓ: ଜାପାନର ନାକା ନର୍ଥରେ ବିଶ୍ୱର ସବୁଠାରୁ ବଡ ନ୍ୟୁକ୍ଲିୟର ରିଆକ୍ଟର କାର୍ଯ୍ୟକ୍ଷମ ହୋଇଛି । ବିଶ୍ୱର ସମସ୍ତ ପରମାଣୁ ଫିଜନରେ ଏହା ଚାଲିପାରିବ । ଏହି ନ୍ୟୁକ୍ଲିୟର ରିଆକ୍ଟରର ନାମ ଜେଟି-୬୦ଏସଏ ରଖାଯାଇଛି । ଅତ୍ୟାଧୂନିକ ସୁରକ୍ଷା ଶୈଳୀରେ ଏବଂ କାର୍ବନ ମୁକ୍ତ ଉର୍ଜା କିଭଳି ପ୍ରସ୍ତୁତ…

ବିଶ୍ବର ସବୁଠାରୁ ଖୁସିର ଦେଶ..

ନୂଆଦିଲ୍ଲୀ : ଆପଣମାନେ ବିଶ୍ବର ଅନେକ ସ୍ଥାନ ପରିଭ୍ରମଣ କରିଥିବେ  । କିନ୍ତୁ ଜାଣିଛନ୍ତି କି ବିଶ୍ବର ସବୁଠାରୁ ଖୁସିର ଦେଶ କେଉଁଠି ରହିଛି । ଆସନ୍ତୁ ଜାଣିବା । ବିଶ୍ୱର ସବୁଠାରୁ ଖୁସିର ଦେଶ ହେଉଛି ଡେନମାର୍କ  । ଆପଣମାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବା କେଉଁ ଦୃଷ୍ଟିକୋଣରୁ ଏହାକୁ…

ଭୋପାଳ ଗ୍ୟାସ ଟ୍ରାଜେଡିକୁ ୩୯ ବର୍ଷ, ଏବେବି ଶୁଖୁନି ଲୁହ, ଲିଭିନି ଚିହ୍ନ

ଭୋପାଳ: ୨ ଡିସେମ୍ବର ୧୯୮୪ । ଇତିହାସରେ ଏକ କଳା ଦିବସ ହୋଇ ରହିଯାଇଛି। ସେଇ କାଳ ରାତି ଅନେକ କିଛି ଛଡେଇ ନେଇଛି। କିଏ ବାପାକୁ ହରାଇ ଅନାଥ ହୋଇଛି ତ ଆଉ କାହା ମଥାରୁ ଲିଭି ଯାଇଛି ସିନ୍ଦୁର ପୁଣି କିଏ ନିଜ ଭେଣ୍ଡିଆ ପୁଅକୁ ହରାଇ ବାର୍ଦ୍ଧକ୍ୟକୁ ଏକାକୀ ଜୀଇଛି। ଆଜି ସେଇ ଭୟଙ୍କର ଭୋପାଳ…

୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସରେ ମିଶିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

ଭୁବନେଶ୍ୱର:କୋରାପୁଟର ବରିଷ୍ଠ ନେତା ତଥା ବିଜେଡିର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି ।ଭୁବନେଶ୍ୱର କଂଗ୍ରେସ ଭବନରେ ଆଜି ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ତାଙ୍କର ସମର୍ଥକଙ୍କ ସହ ଆଜି ଦଳରେ ସାମିଲ ହୋଇଛନ୍ତି…

ଭାଷା ଭାଗବତ : ଶକ୍ତି ଗାଥା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଆତ୍ମଜ୍ଞାନରୁ ମିଳେ ଶକ୍ତି ଏହା ହିଁ ଶୁଦ୍ଧ ଆତ୍ମଭକ୍ତି ତାହା ନ ଥିଲେ ଜଣେ ବ୍ୟକ୍ତି ସର୍ବଦା କରେ ପୁନରୁକ୍ତି ସ୍ବାଧୀନତା କେ ଦିଏନାହିଁ ସ୍ବାୟତ୍ତତା କେ ପାଏନାହିଁ ଉଭୟ କରିଲେ ଅର୍ଜନ ବ୍ୟକ୍ତି ହିଁ ହୁଏ ଶକ୍ତିମାନ ନର ହେଉ…

ଯୁଦ୍ଧଠାରୁ ୧୫ ଗୁଣ ଅଧିକ ଭୟଙ୍କର ପ୍ରଦୂଷଣ: ବିଶ୍ୱ ପ୍ରଦୂଷଣ ବଢାଇବାରେ ଚୀନ ୧ ନମ୍ବର

ନୂଆଦିଲ୍ଲୀ: ଦୁବାଇରେ COP28 ସମିଟ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଭାଗ ନେବା ପାଇଁ ଦୁବାଇ ଗସ୍ତରେ ଯାଇଛନ୍ତି । ଏହି ସମ୍ମେଳନର ଏକ ସ୍ୱତନ୍ତ୍ର ମହତ୍ୱ ରହିଛି । ଏଥିରେ କୌଣସି ରାଜନୈତିକ ବା ସାମରିକ ଦିଗକୁ ନେଇ ଆଲୋଚନା ହୋଇ ନ ଥାଏ । ବରଂ…

ଭିଜିଲାନ୍ସ ଟ୍ରାପରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସର କନିଷ୍ଠ କିରାଣି

ବାଲେଶ୍ବର: ଭିଜିଲାନ୍ସ ଜାଲରେ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସର କନିଷ୍ଠ କିରାଣି। ଲାଞ୍ଚ ନେବାବେଳେ କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ନାଥଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍। ଜଣେ ହିତାଧିକାରୀଙ୍କ ବାପାଙ୍କ ନାଁରେ ଥିବା ଜମିପଟ୍ଟା ରେକର୍ଡର ନକଲ ଦେବାପାଇଁ ୪୦୦୦ ଟଙ୍କା ଲାଞ୍ଚ…

୪ମାସ ହେଲା ମିଳୁନି ଚାଉଳ , ଓଳିଏ ଖାଇଲେ ଓଳିଏ ଉପାସ ଲୋକେ

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଳକର ଲର୍କୀ ଗାଁ। ଏହା ହେଉଛି ଏକ ଆଦିବାସୀ ବହୁଳ ପଛୁଆ ଗାଁ । ଏହି ଗାଁର ପ୍ରାୟ ଅଧିକାଂଶ ଲୋକ ଚାଷବାସ ସହ ଶ୍ରମିକ ଭାବେ କାମ କରି ନିଜ ପେଟ ପୋଷନ୍ତି । ଏମାନେ ସାଧାରଣତଃ ପିଡିଏସ ଚାଉଳ ଉପରେ ନିର୍ଭର କରିଥାନ୍ତି । ହେଲେ ଗଣ୍ଡାମେର ପଞ୍ଚାୟତ ର ଏହି…

ଭାଷା ଭାଗବତ : ଅନେକ ଚିଂତାଧାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବିଶୁଦ୍ଧ ହେଲେ ଆମ ଚିଂତା କାମରେ ରହଇ ଶିଷ୍ଡତା *ଚିଂତା* ରୁ *କର୍ମ* ହୁଏ ଜାତ କାମରେ ହୋଇଲେ ଅଭ୍ୟସ୍ତ *ଅଭ୍ୟାସ* ପାଲଟେ ଚରିତ୍ର *ଚରିତ୍ର* ହୁଏ ବ୍ୟକ୍ତିଗତ କିଛି ବି କରୁଁ *ଉଦ୍‌ଭାବନ* କି ଜିଉଁ…

ଉତ୍ତରାକାଶୀ ସୁଡଙ୍ଗ ଭୁଶୁଡିବା ଘଟଣା: ଉଦ୍ଧାର କାର୍ଯ୍ୟରେ ମେସିନ ଫେଲ, ହାତରେ ଖୋଳି ରାସ୍ତା ବାହାର କରିବେ ‘ରାଟ…

ଉତ୍ତରକାଶୀ:ଉତ୍ତରକାଶୀର ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟାସ ଜାରି ରହିଛି । ଉଦ୍ଧାର କାର୍ଯ୍ୟ  ଯେତେ ଆଗଉଛି, ସେତେ ନୂଆ ନୂଆ ପ୍ରତିବନ୍ଧକ ସାମ୍ନାକୁ ଆସୁଛି । ଏବେ ସୁଡ଼ଙ୍ଗ ଉପରେ ଭର୍ଟିକାଲ ଡ୍ରିଲିଂ ଆରମ୍ଭ…