Latest Odisha News

BREAKING NEWS

Browsing Category

Uncategorized

୧୨ ଜଣଙ୍କ ଉପରେ ମାଡିଗଲା କାର, ୩ ଜଣଙ୍କର ମୃତ୍ୟୁ

ରାଞ୍ଚି: ଝାଡ଼ଖଣ୍ଡ ପାଲାମୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ୧୨ ଜଣଙ୍କ ଉପରେ ମାଡ଼ିଗଲା ଦ୍ରୁତଗାମୀ କାର । ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏପରି ଘଟଣା ଘଟିଛି ଝାଡ଼ଖଣ୍ଡର ଚେନପୁର ଥାନା ଅଞ୍ଚଳର ବାରାଓରେ । ପୋଲିସ…

ପାକିସ୍ଥାନରେ ଭାରତର ନବନିଯୁକ୍ତ କୂଟନୀତିଜ୍ଞ ଗୀତିକା ଶ୍ରୀବାସ୍ତବ

ଇସଲାମାବାଦ: ୨୦୦୫ ବ୍ୟାଚର IFS ଅଫିସର ଗୀତିକା ଶ୍ରୀବାସ୍ତବ । ଗୀତିକାଙ୍କୁ ମିଳିଛି ଗୁରୁ ଦାୟିତ୍ବ । ଇସଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ବରିଷ୍ଠତମ କୂଟନୀତିଜ୍ଞ ହେବେ ଦାୟିତ୍ବ ତୁଲାଇବେ ଗୀତିକା ଶ୍ରୀବାସ୍ତବ । ପ୍ରଥମ ମହିଳା କୂଟନୀତିଜ୍ଞ ଭାବେ ସେ…

ସରକାରଙ୍କ ଅଣଦେଖା ନୀତି ଭୋଟ୍ ବର୍ଜନ କରିବାର କାରଣ ସାଜିପାରେ

ରାୟଗଡା: ରାସ୍ତା ମରାମତି ପାଇଁ  ବାରମ୍ବାର କହିଲା ପରେ ନିରାଶ ହୋଇ ଶେଷରେ ପ୍ରଶାସନ ଉପରୁ ଆଶା ଓ ଭରସା ତୁଟିଯିବା ପରେ ବାଧ୍ୟ ହୋଇ ଶ୍ରମଦାନ କରି ଦେଢ଼ କିଲୋମିଟର ରାସ୍ତା ନିର୍ମାଣ କଲେ ଗ୍ରାମ ବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା…

ମୋସନ ପିକ୍ଚର ପରେ ଆସିଲା ‘ପୁଷ୍କରା’ର ନୂଆ ପୋଷ୍ଟର, ନଜରରେ ଆସିଲେ ପୁଷ୍କରାର ବାପା ଘନ ନନା

ଭୁବନେଶ୍ଵର: ନୂଆ ଓଡିଆ ଚଳଚ୍ଚିତ୍ର ‘ପୁଷ୍କରା’ର ମୋସନ ପୋଷ୍ଟର ପରେ ଏବେ ଏହାର ନୂଆ ପୋଷ୍ଟର ରିଲିଜ ହୋଇଛି । ପରେ ସେପ୍ଟେମ୍ୱର ୧ ତାରିଖରେ ରିଲିଜ ହେବ ଏହି ଚଳଚ୍ଚିତ୍ରର ଟ୍ରେଲର । ଓଡିଶା ମାଟିର ଗାଥା କହିବ ‘ପୁଷ୍କରା’। ତରଙ୍ଗ ସିନେ ପ୍ରଡକ୍ସନ୍ସ ଓ ଆର୍.ଆର୍. ଇଭେଣ୍ଟ୍ସ ଆଣ୍ଡ ପ୍ରମୋସନସର…

ହୃଦୟ ଛୁଇଁଲା ଶିବ ତାଣ୍ଡବ, AI ପ୍ରସ୍ତୁତ କଲା ଆଶ୍ଚର୍ଯ୍ୟଜନକ ଭିଡିଓ

ମୁମ୍ବାଇ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ବର୍ତ୍ତମାନ ପ୍ରାୟ ସମସ୍ତ କାର୍ଯ୍ୟକ୍ଷେତ୍ରରେ ପହଞ୍ଚିଛି । ନାଁ କେବଳ ପ୍ରୋଜେକ୍ଟ ପ୍ରସ୍ତୁତ କରିବାରେ, ସରକାରୀ କାର୍ଯ୍ୟରେ ମଧ୍ୟ ଏଆଇ ନିଜର ସ୍ଥାନ ସୃଷ୍ଟି କରିଛି। କେବଳ ଏତିକି ନୁହେଁ, ବର୍ତ୍ତମାନ ପର୍ଯ୍ୟନ୍ତ ଏଆଇ ମନୋରଞ୍ଜନ କ୍ଷେତ୍ରରେ…

ଆଜି ପବିତ୍ର ନାଗ ପଞ୍ଚମୀ: ବର୍ଷକୁ ଥରେ ଖୋଲିଥାଏ ଏହି ମନ୍ଦିର, ଜାଣନ୍ତୁ ରହସ୍ୟ

ଉଜ୍ଜୈନ: ଆଜି ହେଉଛି ନାଗ ପଞ୍ଚମୀ। ନାଗ ପଞ୍ଚମୀରେ ନାଗ ସାପ ପୂଜା କରାଯାଏ। ଶ୍ରାବଣ ମାସରେ ପଡୁଥିବା ଏହି ପର୍ବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରାବଣ ମାସ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ଅତ୍ୟନ୍ତ ପ୍ରିୟ ମାସ । ନାଗ ପଞ୍ଚମୀରେ ଶିବଙ୍କ ସହ ସାପଙ୍କୁ ମଧ୍ୟ ପୂଜା କରାଯାଏ । ବିଶ୍ୱାସ…

Gadar 2 Vs OMG 2: ଜାଣନ୍ତୁ ଦଶମ ଦିନରେ ଉଭୟ ଫିଲ୍ମର କେତେ ରହିଛି କଲେକସନ୍ ?

ମୁମ୍ବାଇ: ଗୋଟିଏ ଦିନରେ ରିଲିଜ୍ ହୋଇଥିଲା  'ଗଦର ୨' ଓ ଖିଲାଡି଼ କୁମାରଙ୍କ ଅଭିନୀତ ଫିଲ୍ମ 'ଓଏମଜି ୨' । କିନ୍ତୁ ସନ୍ନି ଦେଓଲଙ୍କ ଅଭିନୀତ ଗଦର ୨କୁ ନେଇ ସବୁଠି ଚର୍ଚ୍ଚା ଜୋର । ଦିନ ଗଡ଼ିବା ସହ ପ୍ରଶଂସକଙ୍କ ମଧ୍ୟରେ 'ଗଦର ୨' କୁ ନେଇ କ୍ରେଜ୍ ବଢୁଛି।  'ଗଦର ୨'ର କଲେକସନ୍ ମଧ୍ୟ ବେଶ…

ରିଲିଜ୍ ହେଲା ‘କରାଚୀ ଟୁ ନୋଏଡା’ ଫିଲ୍ମର ପ୍ରଥମ ପୋଷ୍ଟର

ମୁମ୍ଵାଇ: ସୀମା ପାର କରି ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଏବଂ ତାଙ୍କ ପ୍ରେମିକ ସଚିନଙ୍କ ଲଭଷ୍ଟୋରୀ ଆଉ କାହାକୁ ଅଛପା ନାହିଁ । ସୋସିଆଲ ମିଡିଆରେ ସବୁଠୁ ଅଧିକ ଟ୍ରେଣ୍ଡ କରୁଛି ଏହି ଖବର । ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା ଥମୁନାହିଁ । ପ୍ରତିଦିନ ନୂଆ ନୂଆ ଆଲୋଚନା ହେଉଛି । ତେବେ…

ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣାବଳୀ ମତେ ଲେଖିବାକୁ ପ୍ରେରିତ କଲା : ଅନୀତା ଦାସ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଅନୀତା ଦାସଙ୍କ ସହ ‘ସ୍ୱଳ୍ପ ଆଳାପ’…

ଚଳନ୍ତା ବସରେ ଲାଗିଲା ନିଆଁ : ୨୦ ଜୀବନ୍ତ ଦଗ୍ଧ, ୭ ଯାତ୍ରୀ ଗୁରୁତର

ଇସଲାମାବାଦ: ଚାହୁଁ ଚାହୁଁ ଜଳିଗଲା ବସ୍‌ । ପାକିସ୍ଥାନ ପଞ୍ଜାବ ପ୍ରାନ୍ତରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି  । ପ୍ରାନ୍ତର ପିଣ୍ଡି ଭଟ୍ଟିୟା ସହରରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗିଯାଇଛି  । ଫଳରେ ୨୦ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି  ।  ବସ୍‌ରେ…