Latest Odisha News

BREAKING NEWS

Browsing Category

Uncategorized

ଭାଷା ଭାଗବତ : ଶକ୍ତି ଗାଥା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଆତ୍ମଜ୍ଞାନରୁ ମିଳେ ଶକ୍ତି ଏହା ହିଁ ଶୁଦ୍ଧ ଆତ୍ମଭକ୍ତି ତାହା ନ ଥିଲେ ଜଣେ ବ୍ୟକ୍ତି ସର୍ବଦା କରେ ପୁନରୁକ୍ତି ସ୍ବାଧୀନତା କେ ଦିଏନାହିଁ ସ୍ବାୟତ୍ତତା କେ ପାଏନାହିଁ ଉଭୟ କରିଲେ ଅର୍ଜନ ବ୍ୟକ୍ତି ହିଁ ହୁଏ ଶକ୍ତିମାନ ନର ହେଉ…

ଯୁଦ୍ଧଠାରୁ ୧୫ ଗୁଣ ଅଧିକ ଭୟଙ୍କର ପ୍ରଦୂଷଣ: ବିଶ୍ୱ ପ୍ରଦୂଷଣ ବଢାଇବାରେ ଚୀନ ୧ ନମ୍ବର

ନୂଆଦିଲ୍ଲୀ: ଦୁବାଇରେ COP28 ସମିଟ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଭାଗ ନେବା ପାଇଁ ଦୁବାଇ ଗସ୍ତରେ ଯାଇଛନ୍ତି । ଏହି ସମ୍ମେଳନର ଏକ ସ୍ୱତନ୍ତ୍ର ମହତ୍ୱ ରହିଛି । ଏଥିରେ କୌଣସି ରାଜନୈତିକ ବା ସାମରିକ ଦିଗକୁ ନେଇ ଆଲୋଚନା ହୋଇ ନ ଥାଏ । ବରଂ…

ଭିଜିଲାନ୍ସ ଟ୍ରାପରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସର କନିଷ୍ଠ କିରାଣି

ବାଲେଶ୍ବର: ଭିଜିଲାନ୍ସ ଜାଲରେ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସର କନିଷ୍ଠ କିରାଣି। ଲାଞ୍ଚ ନେବାବେଳେ କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ନାଥଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍। ଜଣେ ହିତାଧିକାରୀଙ୍କ ବାପାଙ୍କ ନାଁରେ ଥିବା ଜମିପଟ୍ଟା ରେକର୍ଡର ନକଲ ଦେବାପାଇଁ ୪୦୦୦ ଟଙ୍କା ଲାଞ୍ଚ…

୪ମାସ ହେଲା ମିଳୁନି ଚାଉଳ , ଓଳିଏ ଖାଇଲେ ଓଳିଏ ଉପାସ ଲୋକେ

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଳକର ଲର୍କୀ ଗାଁ। ଏହା ହେଉଛି ଏକ ଆଦିବାସୀ ବହୁଳ ପଛୁଆ ଗାଁ । ଏହି ଗାଁର ପ୍ରାୟ ଅଧିକାଂଶ ଲୋକ ଚାଷବାସ ସହ ଶ୍ରମିକ ଭାବେ କାମ କରି ନିଜ ପେଟ ପୋଷନ୍ତି । ଏମାନେ ସାଧାରଣତଃ ପିଡିଏସ ଚାଉଳ ଉପରେ ନିର୍ଭର କରିଥାନ୍ତି । ହେଲେ ଗଣ୍ଡାମେର ପଞ୍ଚାୟତ ର ଏହି…

ଭାଷା ଭାଗବତ : ଅନେକ ଚିଂତାଧାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବିଶୁଦ୍ଧ ହେଲେ ଆମ ଚିଂତା କାମରେ ରହଇ ଶିଷ୍ଡତା *ଚିଂତା* ରୁ *କର୍ମ* ହୁଏ ଜାତ କାମରେ ହୋଇଲେ ଅଭ୍ୟସ୍ତ *ଅଭ୍ୟାସ* ପାଲଟେ ଚରିତ୍ର *ଚରିତ୍ର* ହୁଏ ବ୍ୟକ୍ତିଗତ କିଛି ବି କରୁଁ *ଉଦ୍‌ଭାବନ* କି ଜିଉଁ…

ଉତ୍ତରାକାଶୀ ସୁଡଙ୍ଗ ଭୁଶୁଡିବା ଘଟଣା: ଉଦ୍ଧାର କାର୍ଯ୍ୟରେ ମେସିନ ଫେଲ, ହାତରେ ଖୋଳି ରାସ୍ତା ବାହାର କରିବେ ‘ରାଟ…

ଉତ୍ତରକାଶୀ:ଉତ୍ତରକାଶୀର ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟାସ ଜାରି ରହିଛି । ଉଦ୍ଧାର କାର୍ଯ୍ୟ  ଯେତେ ଆଗଉଛି, ସେତେ ନୂଆ ନୂଆ ପ୍ରତିବନ୍ଧକ ସାମ୍ନାକୁ ଆସୁଛି । ଏବେ ସୁଡ଼ଙ୍ଗ ଉପରେ ଭର୍ଟିକାଲ ଡ୍ରିଲିଂ ଆରମ୍ଭ…

ମେଡିକାଲ ସାଇନ୍ସର ଚମତ୍କାରିତା: ସନ୍ତାନ ଜନ୍ମ ଦେଲେ ସମଲିଙ୍ଗୀ ଦମ୍ପତି, ଦୁଇଟି ଗର୍ଭରେ ବଢିଲା ଗୋଟିଏ ସନ୍ତାନ

ଲଣ୍ଡନ:ମେଡିକାଲ ସାଇନ୍ସର ଚମତ୍କାରିତା । ଅସମ୍ଭବକୁ ସମ୍ଭବ କରି ଦେଖାଇଲା ବିଜ୍ଞାନ । ବ୍ରିଟେନର ଏକ ଲେସବିୟାନ ଦମ୍ପତି ମା-ବାପା ହୋଇଛନ୍ତି । ଉଭୟ ଏକ ଶିଶୁସନ୍ତାନକୁ ଜନ୍ମ ଦେଇଛନ୍ତି । ୩୦ ବର୍ଷୀୟ ଏଷ୍ଟେଫାନିଆ ଏବଂ ୨୭ ବର୍ଷୀୟ ଅଜହାରା ଅକ୍ଟୋବରରେ ତାଙ୍କର ପୁତ୍ର ସନ୍ତାନ ଡେରେକ…

ଆଉ ଏକ କ୍ରିପ୍ଟୋ-ପଞ୍ଜି ସ୍କାମର ପର୍ଦ୍ଦାଫାଶ : ‘ୟେଶ ୱାର୍ଲଡ’ ମୁଖ୍ୟଙ୍କ ସହ ଓଡ଼ିଶାରୁ ୨ ଜଣଙ୍କୁ ଗିରଫ କଲା…

ଭୁବନେଶ୍ୱର: ଓଡ଼ିଶା କ୍ରାଇମ ବ୍ରାଞ୍ଚର ଇକୋନମିକ ଅଫେନ୍ସ ୱିଙ୍ଗ ବା ଇଓଡବ୍ଲ୍ୟୁ ଆଉ ଏକ କ୍ରିପ୍ଟୋକରେନ୍ସି ଦୁର୍ନୀତିର ପର୍ଦ୍ଦାଫାଶ କରିଛି । ଏହି ଘଟଣାର ମୁଖ୍ୟ କୁହାଯାଉଥିବା ୟେଶ ୱାର୍ଲଡ କ୍ରିପ୍ଟୋ ଟୋକେନର ସନ୍ଦୀପ ଚୌଧୁରୀଙ୍କୁ ଜୟପୁର(ରାଜସ୍ଥାନ )ରୁ ଗିରଫ କରାଯାଇଛି ।…

ୱାର୍ଲଡ କପ ଫାଇନାଲ ଦେଖିବାକୁ ଅହମ୍ମଦାବାଦ ଯିବେ ମୋଦି-ଶାହ: ଆସିପାରନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ: ବିଶ୍ୱକପ ଫାଇନା ମ୍ୟାଚ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏହି ମ୍ୟାଚ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ଯିବେ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନଭେମ୍ବର ୧୯ ତାରିଖରେ ହେବ ମହା ରୋମାଞ୍ଚକ ଫାଇନାଲ ମ୍ୟାଚ । ଫାଇନାଲରେ ଖେଳିବେ…

ପାକିସ୍ତାନ, ଚାଇନାର ବଢ଼ିଲା ଚିନ୍ତା: ୬ ଦେଶର ଯୁଦ୍ଧ କୌଶଳକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛି ଭାରତ

ନୂଆଦିଲ୍ଲୀ: ଆଜକୁ ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି କିନ୍ତୁ ଦୁଇ ଦେଶ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ ଥମି ନାହିଁ ଏବଂ କେହି ନଇଁବାକୁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି। ଯେତେବେଳେ ଆଜେରବାଇଜାନ-ଆର୍ମେନିଆ ଯୁଦ୍ଧ ଆରମ୍ଭ ହେଲା,…