Latest Odisha News

BREAKING NEWS

Browsing Category

Uncategorized

ପର ହୋଇଗଲେ ପରୀ ରାଇଜର ପରୀ, ଏବେ ଖାଲି କଳି ଆଉ କଳି…

ଭୁବନେଶ୍ୱର: ଓଲିଉଡର ଦାମ୍ପତ୍ୟ ଝଡ । ଉଜୁଡି ଯାଉଛି ସ୍ୱାମୀ-ସ୍ତ୍ରୀ ସମ୍ପର୍କ । ଗୋଟିଏ ପରେ ଗୋଟିଏ ପାରିବାରିକ ବିବାଦକୁ ନେଇ ଓଲିଉଡ ଏବେ ପଡୁଛି ଉଠୁଛି । ପ୍ରଥମେ ବର୍ଷା-ଅନୁଭବ ସମ୍ପର୍କ । ଏହା ପରେ ବାବୁଶାନ-ତୃପ୍ତି । ଆଉ ଏବେ ହ୍ୟୁମାନ ସାଗର ଏବଂ ଶ୍ରୀୟା । ଅବଶ୍ୟ ବାବୁଶାନ-ତୃପ୍ତି…

ମାଡ଼ି ଆସୁଥିଲା ଲୌହ ଦାନବ, ଟ୍ରେନ ଆଡ଼କୁ ମୁହାଁଉଥିଲେ ବାବା..

ବଲାଙ୍ଗିର:ମାଡି ଆସୁଥିଲା ଲୌହ ଦାନବ । ହଠାତ ଜଣେ ଗରୁଆ ବସ୍ତ୍ରଧାରୀ ବାବା ଚାଲିଥାନ୍ତି ଟ୍ରେନ ଆଡକୁ । ସମସ୍ତେ ଭାବୁଥାନ୍ତି, ଏ ବାବା କୁଆଡେ ଯାଉଛନ୍ତି ? ଏଠି ତ ଟ୍ରେନ ଅଟକିବ ନାହିଁ । ପୁରା ପାଖାପାଖି ବାବା ଆଉ ଟ୍ରେନ.. । କେହି କିଛି ବୁଝିବା ଆଗରୁ ଘଟିଲା ଚମକେଇ ଦେବା ପରି ଘଟଣା ।…

ଇଣ୍ଟରନେଟ ମାୟାରେ ବାୟା ହେଲା ମାଙ୍କଡ, ଭିଡିଓ ଭାଇରାଲ

ଭୁବନେଶ୍ୱର: ଦେଶରେ ଇଣ୍ଟରନେଟର ବହୁଳ ପ୍ରସାର ହେଉଛି । ୪ଜି ପରେ ୫ଜି ଆସିଛି । ଗାଁ ଗାଁ ଘରେ ଘରେ ଇଣ୍ଟରନେଟର ପ୍ରସାର ପାଇଁ ସରକାର ଉଦ୍ୟମ କରୁଛନ୍ତି । ଗୋଟିଏ ବାକ୍ୟରେ କହିଲେ ଆଜିର ଯୁଗରେ ଇଣ୍ଟରନେଟ ଆଉ ସ୍ମାର୍ଟ ଫୋନ ବିନା ଜୀବନ ଯେମିତି ଅଧାବାଟରେ ଅଟକି ଯାଉଛି । ତେଣୁ ସମସ୍ତଙ୍କ…

ହକ୍ ପାଇଁ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

କୋରାପୁଟ: କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ରଣସପୁର ପଞ୍ଚାୟତର ରାଣିଗଡ଼ ଓ ସରଗିପଦର ଗ୍ରାମର ଲୋକେ ନିଜର ହକ ବ୍ଲକ କାର୍ଯ୍ୟାଳୟ ରେ ତାଲା ପକାଇଛନ୍ତି । ଆଉ ବାହାରେ ବସି ଧାରଣା ଦେଇଛନ୍ତି । ଦାବି ପୂରଣ ପାଇଁ ଲିଖିତ ପ୍ରତିଶୃତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ…

କିଭରେ ବିମାନ ଦୁର୍ଘଟଣା; ଗୃହମନ୍ତ୍ରୀଙ୍କ ସମେତ ୧୬ ମୃତ

କିଭ:ୟୁକ୍ରେନ ରାଜଧାନୀ କିଭ ନିକଟସ୍ଥ ଏକ ସହରରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଗୃହମନ୍ତ୍ରୀଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାଯାଇଛି । ମୃତକମାନଙ୍କ ମଧ୍ୟରୁ ଅଧିକାଂଶ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ । ଏମାନଙ୍କ…

କାହାର ଏ ଚାପ ? ୨୪ ଘଣ୍ଟା ଯାଇନି କାହିଁକି ବଦଳିଗଲା ପାକ ପ୍ରଧାନମନ୍ତ୍ରୀ ସ୍ୱର

ନୂଆଦିଲ୍ଲୀ: ଶିକ୍ଷା ଲାଭ କରିଥିଲେ । ହେଲେ ଶିକ୍ଷା ଭୁଲିଗଲେ କି ପାକ ପ୍ରଧାନମନ୍ତ୍ରୀ ? ପ୍ରଥମେ ନେହୁରା ହେଲେ କିନ୍ତୁ ପରେ ପଲଟି ଗଲେ କାହିଁକି ? ୨୪ ଘଣ୍‌ଟା ପରେ କାହିଁକି ବଦଳିଗଲା ସ୍‌:ର ? ଯୁଦ୍ଧ ବରବାଦି ଆଣି ଦେଇଛି ବୋଲି କହୁଥିଲେ । ଶାନ୍ତିପୂର୍ଣ୍ଣ ଆଲୋଚନା ଚାହୁଁଥିଲେ । ହେଲେ…

ମିସ୍ ଆଣ୍ଡ୍ ମିସେସ୍ ଇଣ୍ଡିଆ କୁଇନ୍ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ

ଭୁବନେଶ୍ୱର: ମିସ୍ ଆଣ୍ଡ୍ ମିସେସ୍ ଇଣ୍ଡିଆ କୁଇନ୍ ଅଫ ହାର୍ଟସ୍ ସିଜିନ୍‌-୫ରେ ଓଡ଼ିଆ ଝିଅ ଗୁଡ୍ଡିଙ୍କ କମାଲ । ମିସେସ୍ ପପୁଲାର ଏବଂ କନ୍‌ଫିଡେଂଟ କାଟାଗୋରୀରେ ସମସ୍ତଙ୍କୁ ପଛରେ ପକାଇ ବିଜେତା କ୍ରାଉନ ହାସଲ କରିଛନ୍ତି । ନୂଆଦିଲ୍ଲୀ କନକପୁରସ୍ଥିତ ଏକ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କଲେ ୯୨ ଖଣ୍ଡ ଗ୍ରାମର ଚାଷୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଚାଷୀ ସୁରକ୍ଷା କମିଟି ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ଦାବି ନେଇ ୯୨ ଖଣ୍ଡ ଗ୍ରାମର ୩ ହଜାରରୁ ଅଧିକ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ପରେ ଜିଲ୍ଲାପାଳଙ୍କ ଜରିଆରେ…

ନଡ୍ଡାଙ୍କ ନେତ୍ୱତ୍ୱରେ ୨୦୨୪ ମହାସମର ଲଢିବ ବିଜେପି

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବଢିଲା ।  ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦାୟିତ୍ୱରେ ରହିବେ । ନଡ୍ଡାଙ୍କ ଦାୟିତ୍ୱରେ ବିଜେପି ୨୦୨୪ ମହାସମର ଲଢିବ । ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଆଜି ଏପରି…

ଆଦିବାସୀଙ୍କ ଅଭିନବ ଉଦ୍ୟମ : ବିଷାକ୍ତ ଗଛରୁ ତିଆରି କଲେ ସୁନ୍ଦର କଳାକୃତି

ଚେନ୍ନାଇ : ଆଦିବାସୀଙ୍କର ଅଭିନବ ଉଦ୍ୟମ । ଜଙ୍ଗଲରେ ଥିବା ବିଷାକ୍ତ ପ୍ରଜାତିର ଗଛର ଡ଼ାଳ ଓ ଗଣ୍ଡିକୁ ବ୍ୟହବାର କରି ସୁନ୍ଦର କାରୁକାର୍ଯ୍ୟ କରି ସେମାନେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଏବେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ତାମିଲନାଡ଼ୁ ରାଜ୍ୟର…