Latest Odisha News

BREAKING NEWS

Browsing Category

Uncategorized

ତମାଣ୍ଡୋରେ ଉଗ୍ର ରୂପ ନେଲା ଡ୍ରାଇଭର ଆନ୍ଦୋଳନ ; ପୋଲିସର ଲାଠିଚାର୍ଜ

ଭୁବନେଶ୍ୱର:ଦ୍ୱିତୀୟ ଦିନରେ ଉଗ୍ରରୂପ ନେଉଛି ଡ୍ରାଇଭର ଆନ୍ଦୋଳନ । ଆଜି ଅପରାହ୍ନରେ ତମାଣ୍ଡୋରେ ମୁହାଁମୁହିଁ ହୋଇଛନ୍ତି ଦୁଇଗୋଷ୍ଠୀ ଡ୍ରାଇଭର  । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଓହରିବ ନାହିଁ ବୋଲି ଜିଦରେ ଡ୍ରାଇଭର ମହାସଂଘ ଅଟଳ ଥିବାବେଳେ ଏହି ଆନ୍ଦୋଳନକୁ ବିରୋଧ କରୁଛନ୍ତି ବାହାର…

ବ୍ରହ୍ମପୁର ପୋଲିସ ଉପରକୁ ଅପରାଧୀଙ୍କ ବୋମା ମାଡ଼

ବ୍ରହ୍ମପୁର: ଅପରାଧୀଙ୍କୁ ଧରିବାକୁ ଯାଇଥିବା ପୋଲିସ ଉପରକୁ ବୋମା ମାଡ଼। ବ୍ରହ୍ମପୁର ସହର ଉପକଣ୍ଠ ତଥା ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ରବିହାର ଅଞ୍ଚଳରେ ବୁଧବାର ଅପରାହ୍ନରେ ଘଟିଛି ଏଭଳି ଘଟଣା। ଦୁଇ ମହିଳାଙ୍କ ସମେତ ମୋଟ ୫ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି ପୋଲିସ। ତେବେ ବୋମା…

ଦୁଇ ସ୍କୁଲ ବନ୍ଧୁଙ୍କ ପ୍ରେମ କାହାଣୀ କହିବ ‘ମନ ମ୍ୟୁଜିୟମ’

ଭୁବନେଶ୍ୱର:ଦୁଇ ସ୍କୁଲ ବନ୍ଧୁଙ୍କ ପ୍ରେମ କାହାଣୀ କହିବ ମନ ମ୍ୟୁଜିୟମ । ପ୍ରେମ ଏକ ଶୁଦ୍ଧ ବନ୍ଧନ । ସମୟ ମଧ୍ୟରେ ସେହି ବନ୍ଧନ କିପରି ବିକଶିତ ହୁଏ ତାହା ଦେଖାଇବ ମନ ମ୍ୟୁଜିୟମ । ମନ ମୃୁଜିୟମରେ ଅଛି ନିଆରା ବାର୍ତ୍ତା ।  ଜଣେ ସିନେମାଟୋଗ୍ରାଫରଙ୍କ କାହାଣୀକୁ ନେଇ ସଙ୍ଗୀତା ମହାନ୍ତିଙ୍କ…

ଆଜି ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଓ୍ବାର୍ଲ୍ଡ କପ ଭିଲେଜରେ କରିବେ ରାତ୍ରୀ ଯାପନ

ରାଉରକେଲା :  ଆଜି ରାଉରକେଲା ଗସ୍ତରେ  ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଓ୍ବାର୍ଲ୍ଡ କପ ଭିଲେଜରେ ରାତ୍ରୀ…

ମାଛଧରା ବୋଟରେ ବିଦେଶୀ ଗୁପ୍ତଚର ପାରା, ଧରିନେଲା ପୋଲିସ

ପାରାଦୀପ: ପାରାଦୀପ ଉପକୂଳରେ ଏକ ମାଛଧରା ବୋଟରୁ ଧରରାପଡିଛି ଗୁପ୍ତଚର ପାରା । ପାରାର ଗାେଡରେ ଏକ ସ୍ପାଏ କ୍ୟାମେରରା ଲାଗିଥିବା ଦେଖିବାକୁ ମିଳିଛି । ଏଥିସହିତ ଏକ ଚିପ ମଧ୍ୟ ଲାଗିଛି । ଏହା ଏକ ବିଦେଶୀ ଗୁପ୍ତଚର ପାରା ବୋଲି ମତ୍ସଜୀବୀମାନେ ସନ୍ଦେହ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି…

ଜାତିସଂଘରେ ପାକିସ୍ତାନକୁ ଭାରତର ମୁହଁତୋଡ ଜବାବ; ପାକ ମନ୍ତ୍ରୀଙ୍କ ପ୍ରଶ୍ନ ଉତ୍ତର ପାଇବାର ଯୋଗ୍ୟତା ରଖେନି

ନୂଆଦିଲ୍ଲୀ:ଜାତିସଂଘରେ ପୁଣି ଥରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି ଭାରତ । ମହିଳା, ଶାନ୍ତି ଏବଂ ସୁରକ୍ଷା ପ୍ରସଙ୍ଗରେ ଜାତିସଂଘର ସୁରକ୍ଷା ପରିଷଦରେ ଆଲୋଚନା ସମୟରେ ପାକିସ୍ତାନ  ବିଦେଶମନ୍ତ୍ରୀ ବିଲାବଲ ଭୁଟ୍ଟୋ ଜରଦାରୀ ଜମ୍ମୁକଶ୍ମୀର ପ୍ରସଙ୍ଗ ଉଠାଇଥିଲେ ।  ଜାତିସଂଘରେ ଭାରତର…

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ; ୯ ପୋଲିସ କର୍ମୀ ମୃତ

କ୍ୱେଟା: ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ସୋମବାର ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏହି ଆକ୍ରମଣରେ ଅତି କମରେ ୯ ଜଣ ପୋଲିସ କମର୍ଚାରୀଙ୍କର ମୃତ୍ୟୁ ଘଟିଛି । ୧୩ରୁ ଅଧିକ ଆହତ ହୋଇଛନ୍ତି । ଏହି ଆକ୍ରମଣ ବୋଲନ ଜିଲ୍ଲାରେ ହୋଇଛି । ସ୍ଥାନୀୟ ପୋଲିସ ଅଧୀକ୍ଷକ ଏହି ସୂଚନା…

ପୁଲିସର ବଡ଼ ସଫଳତା; ଯାଜପୁର ମୂର୍ତ୍ତୀ ଚୋର ରାକେଟ୍‌ର ପର୍ଦ୍ଦାଫାସ୍

ଯାଜପୁର: ଯାଜପୁର ଜିଲ୍ଲା ପୋଲିସର ବଡ ସଫଳତା। ମୂର୍ତ୍ତି ଚୋରୀ ରାକେଟର ପର୍ଦ୍ଦାଫାସ। ବିଭିନ୍ନ ସ୍ଥାନରେ ଚଢାଉ କରି ୪ଜଣ ମୂର୍ତ୍ତିଚୋରଙ୍କୁ ଗିରଫ୍ କରିଛି ଯାଜପୁର ପୁଲିସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସପି ବିନିତ୍ କୁମାର ଅଗ୍ରୱାଲ। ଗିରଫ ଅପରାଧିଙ୍କ ଠାରୁ…

ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଓବିସି ଗଣନା କାର୍ଯ୍ୟ; ସବୁ ଜିଲ୍ଲାପାଳଙ୍କୁ ଓବିସି କମିସନଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ଖୁବ୍‌ଶୀଘ୍ର‘ଓବିସି’ଗଣନା କାର୍ଯ୍ୟ ଆରମ୍ଭ ହେବ। ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଓବିସି କମିସନ୍ ସଦସ୍ୟ ସଚିବ ଭି.ଭି ଯାଦବ ରାଜ୍ୟର ସବୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ଚିଠି ଲେଖି ଜଣାଇବ ସହ ଗଣନା କାର୍ଯ୍ୟ କିପରି ହେବ ତାହାର…

କନଷ୍ଟେବଳ ପରୀକ୍ଷାର ନକଲି ପ୍ରଶ୍ନପତ୍ର ଭାଇରାଲ ଘଟଣା: ସାମ୍ବାଦିକ, ଯୁବକଙ୍କ ନାଁରେ ମାମଲା

ବ୍ରହ୍ମପୁର: ପୋଲିସ କନଷ୍ଟେବଳ ଲିଖିତ ପରୀକ୍ଷା ବେଳେ ନକଲି ପ୍ରଶ୍ନପତ୍ର ଭାଇରାଲ କରିଥିବା ଦୁଇ ଯୁବକଙ୍କ ନାଁରେ ବ୍ରହ୍ମପୁର ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନାରେ ମାମଲା ରୁଜୁ ହୋଇଛି। ବ୍ରହ୍ମପୁର ଟାଉନ ଥାନାର ଏସଆଇ ରାଜକିଶୋର ପାତ୍ରଙ୍କ ଏତଲାକୁ ଭିତ୍ତି କରି ଦୁଇ ଯୁବକଙ୍କ ନାଁରେ…