Latest Odisha News

BREAKING NEWS

Browsing Category

Uncategorized

ବେଳାଭୂମିରୁ ମିଳିଲା ଘୁଷୁରି ପରି ଅଦ୍ଭୁତ ଜୀବ

ଡବଲିନ(ଆୟର୍ଲାଣ୍ଡ): ରହସ୍ୟର ଗନ୍ତାଘର ସମୁଦ୍ର । ଅନେକ ଅଦ୍ଭୁତ କାହାଣୀ ଲୁଚି ରହିଛି ଏହାର ଗର୍ଭରେ  ।  ଏପର୍ଯ୍ୟନ୍ତ ସମୁଦ୍ର ଗର୍ଭରେ କେତେ ପ୍ରକାର ଜୀବ ବାସ କରନ୍ତି ତାହା ସାମୁଦ୍ରିକ ଗବେଷକଙ୍କୁ ବି ଜଣା ନାହିଁ । ସୋସିଆଲ ମିଡିଆରେ ବେଳେ ବେଳେ ଅଦ୍ଭୁତ  ଧରଣର ସାମୁଦ୍ରିକ ଜୀବ ଦେଖିବାକୁ…

ସ୍କୁଲ ଯିବାରେ ବାଧକ ଲିଟିଜୋର୍ ନାଳ: ପୋଲ ନିର୍ମାଣ ପାଇଁ କୁନି ଶିଶୁଙ୍କ ନିବେଦନ

ଭବାନୀପାଟଣା: ସ୍କୁଲ ଯିବା ପାଇଁ ବାଟରେ ବାଧକ ସାଜିଛି ନାଳ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ଗ୍ରାମପଞ୍ଚାୟତ ଅଧିନସ୍ଥ ଦେରଗୁଡା ଗାଁରେ ଶିଶୁମାନଙ୍କୁ ସ୍କୁଲ ଯିବାକୁ ଲିଟିଜୋର୍ ନାଳ ପାର ହେବାକୁ ପଡେ । ଏବେ ଏହି ନାଳରେ ପାଣି କମ୍ ଥିଲେ ବି ବର୍ଷା ଦିନରେ ନାଳରେ ପାଣି…

ଲେଖାଶ୍ରୀଙ୍କ ନାଁରେ ସିଇଓଙ୍କୁ ଫେରାଦ୍ : ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ

ଭୁବନେଶ୍ୱର: ବିଜେପି ମୁଖପାତ୍ର ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୁଦ୍ଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆଜି ଫେରାଦ୍ ହୋଇଛି ବିଜେଡି । ଗତକାଲି ଲେଖାଶ୍ରୀ ଏକ ପ୍ରେସ ବିବୃତିରେ ସରକାରୀ ଅଧିକାରୀଙ୍କ ଉପରେ ମିଥ୍ୟା, ଭିତ୍ତିହୀନ ଓ ମନଗଢ଼ା ଅଭିଯୋଗ ଆଣିଥିଲେ । ପଦ୍ମପୁରର ଏକ…

ଡାକ୍ତରୀ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ହାଉସ ସର୍ଜନ ଗିରଫ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଜଣେ ଏମବିବିଏସ୍‌ ଶେଷ ବର୍ଷର ଛାତ୍ରୀଙ୍କୁ ନିର୍ଯାତନା ଓ ଆକ୍ରମଣ ଘଟଣାରେ ପୋଲିସ ଜଣେ ହାଉସ ସର୍ଜନଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ ସୁପନ କୁମାର ପାଢୀ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,…

ଖେଳ ପରେ ଷ୍ଟାଡିୟମ ସଫା କଲେ ଜାପାନୀ ଦର୍ଶକ, ବିହ୍ୱଳ ହେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ:  ଆରମ୍ଭ ହୋଇ ଯାଇଛି ଫିଫା ବିଶ୍ୱକପ  ।  ନଭେମ୍ବର ୨୦ରେ ଆରମ୍ଭ ହୋଇଛି ଫୁଟବଲ ମହାକୁମ୍ଭ । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଚାଲିଥିଲା ଖେଳ । ଖେଳରେ କିଏ ହାରିଲା, କିଏ ଜିତିଲା ସେ ବିଷୟରେ ଆମେ କହିବାକୁ ଚାହୁଁନୁ । ଆମେ ଏଠି ବିଶ୍ୱକପର ଏକ ଦୃଶ୍ୟ ସମ୍ପର୍କରେ କହିବାକୁ…

ରାଗିଗଲେ ବିଧାୟକ, ସରକାରୀ କର୍ମଚାରୀଙ୍କ କଲର ଧରି ଟାଣିଲେ

ହାଇଦ୍ରାବାଦ:  ବିଧାୟକଙ୍କ ଆସିବାର ଥିଲା । କିନ୍ତୁ ଆସିବା ପୂର୍ବରୁ ସ୍କୁଲ ଉଦଘାଟନ କରିଦେଲେ ଅଧିକାରୀ । ବାସ୍, ରାଗିଗଲେ ବିଧାୟକ । ଆଉ ତା’ ପରେ ଯାହା ହେଲା... । ସିଧା ସରକାରୀ କର୍ମଚାରୀଙ୍କ କଲର ଧରି ଟାଣି ଆଣିଲେ ବିଧାୟକ ।   ସେତିକି ନୁହେଁ, ମୁହଁକୁ ଯାହା ଆସିଲା  ତା ଗାଳି  ଦେଇ…

ମୃତ ପ୍ରେମିକା ମଥାରେ ସିନ୍ଦୂର ଦେଇ ପ୍ରେମକୁ କଲେ ଅମର

ଗୌହାଟୀ : ପ୍ରେମ ମାନେନି ଜାତି ଧର୍ମ, ପ୍ରେମ ଦେଖେନି ଧନୀ ଗରୀବ, ପ୍ରେମକୁ ପାଇବାକୁ କିଏ ସାତ ଦରିଆ ପାର୍ ହେଉଛି ତ କିଏ ପ୍ରେମ ପାଇଁ ଜୀବନ ଦେଉଛି । ଦୂରରେ ଥିଲେ ବି ପ୍ରେମ ଶାଶ୍ୱତ । ମୃତ୍ୟୁ ପରେ ବି କିଛି ପ୍ରେମ କାହାଣୀ ଅମର । ଏପରି ନିଚ୍ଛକ ପ୍ରେମର ନିଦର୍ଶନ ଦେଖିବାକୁ ମିଳିଛି ଆସାମ…

ଟ୍ୱିଟର, ଆମାଜନ, ମେଟା ପରେ ଗୁଗୁଲର ପାଳି; ବିଦା ହେବେ ୧୦ ହଜାର କର୍ମଚାରୀ

ଗୋଟିଏ ପରେ ଗୋଟିଏ ବଡ ବଡ କମ୍ପାନୀ ତାର କର୍ମଚାରୀ ମାନଙ୍କୁ ବହାର କରିବାରେ ଲାଗିଛି । ଏବଂ ସେହି ତାଲିକାରେ ଏବେ ଗୁଗୁଲ ମଧ୍ୟ ସାମିଲ ହେବାକୁ ଯାଉଛି । ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ତାର ୧୦ ହଜାର କର୍ମଚାରୀଙ୍କୁ ବାହାର କରିବା ପାଇଁ ପ୍ରସ୍ତୁତି କରୁଛି । ଟ୍ୱିଟର, ମେଟା, ଆମାଜନ…

ପାରାଦୀପ ବନ୍ଦରରେ ଆଇଏନଏସ ଘଡିଆଳ

ପାରାଦୀପ: ପାରାଦୀପ ବନ୍ଦରରେ ଲାଗିଲା ଇଣ୍ଡିଆନ୍ ନାଭିର ଜାହାଜ । ବନ୍ଦରରେ ଲାଗିଛି ନାଭିର  ଆଇ ଏନ୍ ଏସ ଘଡ଼ିଆଳ । ଜାହାଜ ଭିତରେ ଚାଲିଛି ସ୍ୱାସ୍ଥ୍ୟ ମେଳା । ମହତ ଉଦ୍ଦେଶ୍ୟ ନେଇ ପାରାଦୀପକୁ ଆସିଛି ଆଇଏନଏସ ଘଡିଆଳ । ବନ୍ଦର ନଗରୀ ପାରାଦ୍ଵୀପରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ…

ସାଇକେଲରେ ୧୦ଜଣ, ତଥାପି ବାଲାନ୍ସ ଓକେ

ଭୁବନେଶ୍ୱର: ‘ଏ ଭାଇ ଜରା ଦେଖ୍ କେ ଚଲୋ....’। ହିନ୍ଦି ଫିଲ୍ମ କିମ୍ୱା କୌଣସି ସର୍କସ-ସୋ ଦେଖିବା ବେଳେ ଏଇ ଗୀତ ଆମ କାନରେ ବାଜେ। ଗୀତ ଅନୁସାରେ କସରତ୍ କରୁଥିବା ବିସ୍ମୟ ଲୋକଙ୍କୁ ବି ଆମେ ଦେଖୁ। ଠିକ୍ ସେହିପରି ଏକ ସାଇକେଲରେ ୯ଜଣ ଶିଶୁଙ୍କୁ ବୋହି ଆରାମରେ ସାଇକେଲ ଚଲାଇବା ବି ଏକପ୍ରକାର…