Latest Odisha News

BREAKING NEWS

Browsing Category

Uncategorized

ଧାମନଗର: ୬ଷଷ୍ଠ ରାଉଣ୍ଡରେ ବିଜେପି ଆଗୁଆ

ଧାମନଗର: ଧାମନଗର ଭୋଟ୍ ଗଣତି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜାରି ରହିଛି । ୬ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଛନ୍ତି । ୬ଷ୍ଠ ରାଉଣ୍ଡରେ ସୂରଜ ୪୩୯୨ ଭୋଟ ପାଇ ଆଗରେ ରହିଛନ୍ତି । ତାଙ୍କୁ ୨୭,୧୬୦ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀ…

ଧାମନଗର ଉପନିର୍ବାଚନ: ୪ରାଉଣ୍ଡରେ ଆଗୁଆ ରହି ପ୍ରତିକ୍ରିୟା ରଖିଲେ ସୂରଜ

ଧାମନଗର : ପ୍ରଥମ ୪ଟି ରାଉଣ୍ଡରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ଏନେଇ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତିଯେ, ଉପନିର୍ବାଚନରେ ୫ ଜଣ ପ୍ରାର୍ଥୀ ଥିଲେ । ଧାମନଗରବାସୀ ନିଜର ମତଦାନ କରିଛନ୍ତି । ବିଜେପି ଇତିହାସ ରଚିବାର ଆଶା ରଖିଛନ୍ତି । ଅସମୟରେ ଉପନିର୍ବାଚନ…

ଧାମନଗର ଉପନିର୍ବାଚନ: ବିଜେପି ଓ ବିଜେଡି ମଧ୍ୟରେ ଟକ୍କର

ଧାମନଗର: ଧାମନଗର ଉପନିର୍ପ୍ରବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି ୧ମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୪୭୪୯, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ୩୯୮୦, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ୧୬୨, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ୪୦୨, ସ୍ୱାଧୀନ ପ୍ରାର୍ଥୀ…

ରାଜଧାନୀରୁ ୧୦ଗ୍ରାମ ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର : ରାଜଧାନୀରେ ବ୍ରାଉନ ସୁଗାର ବିକ୍ରି ବଢିବାରେ ଲାଗିଛି । କଂଗ୍ରେସ ଭବନ ପଛ ଲେନ୍ ରେ ଦୁଇ ଜଣ ଯୁବକଙ୍କ ଠାରୁ ଜବତ ହୋଇଛି ୧୦ଗ୍ରାମ ବ୍ରାଉନ ସୁଗାର । ବିଶେଷ ସୂଚନା ଆଧାରରେ କ୍ୟାପିଟାଲ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ୟୁନିଟ୍-୨ସ୍ଥିତ କଂଗ୍ରେସ ଭବନ ପଛ…

୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ

ଧାମନଗର: ଭଦ୍ରକ ଧାମନଗର ନିର୍ବାଚନଣ୍ଡଳୀ ପାଇଁ ମତଦାନ ଜାରି ରହିଛି ।  ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତ ଦାନ ହୋଇଛି । ଆରମ୍ଭରୁ ୫ଟି ବୁଥରେ ସାମାନ୍ୟ ତ୍ରୁଟି ଥିଲା, ତେବେ ପରେ ସବୁ ଠିକ୍ ଠାକ୍ ଚାଲିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର…

ଝାରସୁଗୁଡାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଝାରସୁଗୁଡା: ୨୦୨୪ ପାଇଁ ଅଙ୍କକଷା ଆରମ୍ଭ । ଝାରସୁଗୁଡାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଏକ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି  ।  ଏହି ପଦଯାତ୍ରା ଝଣ୍ଡା ଛକରୁ ଆରମ୍ଭ ହୋଇ ଝାରସୁଗୁଡା ଟାଉନ ପରିକ୍ରମା କରିବା ସହ କାଳିମନ୍ଦିର ରୋଡସ୍ଥିତ ରାଉତରାୟ ବଗିଚାରେ ଏକ ସାଧାରଣ ସଭା ଅନୁଷ୍ଠିତ…

ମାଓ ଙ୍କ ପରି ସି ଜିନପିଙ୍ଗ ଚାହୁଁଛନ୍ତି ଅତ୍ୟଧିକ କ୍ଷମତା , ବିସ୍ତାରବାଦୀ ନୀତିରେ ଚାଲିବ ଚୀନ

ବେଜିଂ :  ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ର ସାଧାରଣ ସମ୍ପାଦକ ତଥା ଆସନ୍ତା ପାଞ୍ଚ ବର୍ଷ ପାଇଁ ଦେଶର ମୁଖ୍ୟ ଭାବରେ ଚୀନ୍ ପ୍ରଧାନମନ୍ତ୍ରୀ ସି ଜିନପିଙ୍ଗଙ୍କ ପୁନ-ନିର୍ବାଚନ ହେବାକୁ ଯାଉଛନ୍ତି । ଦେଶର ଅର୍ଥନୀତି, ବୈଦେଶିକ ସମ୍ପର୍କ, ମାନବିକ ଅଧିକାର ଏବଂ ଜନସାଧାରଣଙ୍କ ଅସନ୍ତୋଷ…

କମିଲା କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ : କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ । ୧୯ କେଜି ବିଶିଷ୍ଟ ସିଲିଣ୍ଡର ଶସ୍ତା ହେଲା । ସିଲିଣ୍ଡର ପିଛା ୧୧୫ଟଙ୍କା ୫୦ ପଇସା କମିଲା । ଆଜିଠାରୁ ଏହି ଦର ଲାଗୁ ହୋଇଛି ।  ଏହାକୁ ମିଶାଇ ଲଗାତାର ୫ ମାସ ଧରି ଏଲପିଜି ସିଲିଣ୍ଡର ମୂଲ୍ୟ କମିଲାଣି । ତୈଳ କମ୍ପାନୀ ଗୁଡିକ…

ନ୍ୟୁଜିଲାଣ୍ଡ, ବାଂଲାଦେଶ ସିିରିଜ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷିତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଆଜି ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ଟି୨୦ ବିଶ୍ୱକପ ପରେ ଭାରତ ପ୍ରଥମେ ନ୍ୟୁଜିଲାଣ୍ଡ ଯିବ । ସେଠାରେ ୩ଟି ଲେଖାଁଏ ଟି୨୦ ଦିନିକିଆ ମ୍ୟାଚ ଖେଳାଯିବ । ଟି୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ନେତୃତ୍ୱ ନେବେ । ଏହା ପରେ…

ଭାଷା ଭାଗବତ : ଭାଷା ହୁଏ ଟଳମଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପର୍ବପର୍ବାଣି ଜନ୍ମଦିନ ଋତୁ ଅଥବା ଶ୍ରାଦ୍ଧଦିନ କରିଲେ ଏକାଂତେ ପାଳନ କଲେ କି ହୁଏ କିଛି ନ୍ୟୂନ ? ଏପରି ପ୍ରସଂଗକୁ ଧରି ଲେଖିଲେ ଭାବନା କାହାରି ପାଏ କି ସାହିତ୍ୟର ମାନ ? ବିଚାର କରଂତୁ ସୁଜନ ପୂର୍ବବର୍ଣିତ…