Latest Odisha News

BREAKING NEWS

Browsing Category

Uncategorized

ଦକ୍ଷିଣ ଆଫ୍ରିକାକୁ ୧୬ ରନ୍‌ରେ ହରାଇ ସିରିଜ ଜିତିଲା ଭାରତ

ଗୁଆହାଟୀ :  ଗୁଆହାଟୀରେ ଦକ୍ଷିଣ ଆଫ୍ରିକାକୁ ୧୬ ରନ୍‌ରେ ହରାଇ ସିରିଜ ଜିତିଲା ଭାରତ । ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତର ବଡ଼ ସ୍କୋର ଆଗରେ ହାର ମାନିଛି ଦକ୍ଷିଣ ଆଫ୍ରିକା । https://twitter.com/BCCI/status/1576628071897104387?s=20&t=Iz1trZGtaJQwvT0JVjrEaQ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୩ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ଅବସ୍ଥିତ ଚାରି ଆଶ୍ରମ ଭିତରେ ସବୁଠାରୁ ପୁରାତନ ଆଶ୍ରମ ହେଉଛି ମହର୍ଷି ମାର୍କଣ୍ଡଙ୍କ ଆଶ୍ରମ । ଏହି ଆଶ୍ରମର ବିଶେଷତ୍ୱ ହେଲା ଏହା ଈଶ୍ୱର…

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ମେଘାଳୟ ରାଜ୍ୟପାଳ ଅବସର ନେଲେ

ନୂଆଦିଲ୍ଲୀ: ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅବସର ନେଇଛନ୍ତି । ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଚର୍ଚାରେ ରହୁଥିବା ସତ୍ୟପାଲ ମଲ୍ଲିକଙ୍କର କାର୍ଯ୍ୟକାଳ ସରିଛି । ଆଜିଠାରୁ ସେ ଆହୁରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିପାରନ୍ତି । ଆସନ୍ତାକାଲି ସେ କୃଷକ ସମ୍ମିଳନୀରେ…

କେଜ୍ରିଓ୍ୱାଲଙ୍କୁ ଘରକୁ ଡାକିବାକୁ ସଂଘ କହିଥିଲା: ଅଟୋ ଡ୍ରାଇଭର ବିକ୍ରମ ଦନ୍ତାନି

ଅହମଦାବାଦ: ସେପ୍ଚେମ୍ବର 30ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ଅବସରରେ ଶତାଧିକ ଲୋକ ଯୋଗ ଦେଇଥିଲେ। ଯେଉଁଥିରେ ସାମିଲ ହୋଇଥିଲେ ନିକଟରେ ଅଟୋ ଡ୍ରାଇଭର ବିକ୍ରମ ଦନ୍ତାନି। ନିକଟରେ ଅରବିନ୍ଦ କେଜ୍ରିଓ୍ୱାଲ ଅଟୋରେ…

ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ଜେ ପି ନଡ୍ଡା

ପୁରୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶ୍ରୀମନ୍ଦିରରେ ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି । ଜେ ପି ନଡ୍ଡାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ…

ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟକୁ ମିଳିଲା NQAS ସାର୍ଟିଫିକେଟ୍

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜାତୀୟସ୍ତରର ପ୍ରମାଣପତ୍ର ମିଳିଛି । ଚିକିତ୍ସାଳୟର ଗୁଣାବତ୍ତା ମାନ ରଖିବା କ୍ଷେତ୍ରରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ରାୟଗଡ଼ା ଜିଲ୍ଲା ସଦରମହକୁମାର ମୁଖ୍ୟ ଚିକିତ୍ସାଳୟକୁ ଜାତୀୟ ଗୁଣାବତ୍ତା…

ଗଣଶିକ୍ଷା ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼

ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ସମିର ଦାସଙ୍କ ଘର ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ । ଅଣ୍ଡା ଓ ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ  । ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପରେ ଏକ ଅଡିଓ ଭାଇରାଲ ହୋଇଥିଲା । ଯେଉଁ ଥିରେ ଧର୍ମେନ୍ଦ୍ର ସାହୁ  କିଛି ଲୋକଙ୍କ ନାଁ…

ଜାତୀୟ ସେବା ଯୋଜନା ପୁରସ୍କାର: ଓଡ଼ିଶାର ୩ ଜଣଙ୍କୁ ମିଳିଲା ଏନଏସଏସ ପୁରସ୍କାର

ନୂଆଦିଲ୍ଲୀ: ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ୨୦୨୦-୨୦୨୧ ବର୍ଷ ପାଇଁ ଜାତୀୟ ସେବା ଯୋଜନା (ଏନଏସଏସ) ପୁରସ୍କାର ପ୍ରଦାନ କରିଛନ୍ତି । ଆଜି ରାଷ୍ଟ୍ରପତି ଭବନରେ  ତିନୋଟି ବର୍ଗରେ ଏନଏସଏସ ପୁରସ୍କାର ପ୍ରଦାନ କରାଯାଇଛି । ବିଶ୍ବବିଦ୍ୟାଳୟ/ ଯୁକ୍ତ ଦୁଇ ପରିଷଦ, କାର୍ଯ୍ୟକ୍ରମ ଅଧିକାରୀ/ଏନଏସଏସ…

ବାବୁସାନଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ପତ୍ନୀ ତୃପ୍ତି

ଭୁବନେଶ୍ୱର : ଅସୁସ୍ଥତା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓଲିଉଡ ଷ୍ଟାର ବାବୁସାନ ମହାନ୍ତି ଆଜି ଡିସଚାର୍ଜ ହୋଇଛନ୍ତି । ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଡିସଚାର୍ଜ ପୂର୍ବରୁ ବାବୁସାନଙ୍କୁ ଭେଟିବାକୁ ଆସିଥିଲେ…

ଜେପି ନଡ୍ଡାଙ୍କ ଦୁଇ ଦିନିଆ ଓଡିଶା ଗସ୍ତର କାର୍ଯ୍ୟକ୍ରମ ସୂଚନା

ଭୁବନେଶ୍ନର :  ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ । ଏହି ବିଷୟରେ  ବିସ୍ତୃତ କାର୍ଯ୍ୟକ୍ରମର ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର  । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୯ ତାରିଖ ଦିନ ୧୦ ଟା ବେଳେ…