Latest Odisha News

BREAKING NEWS

Browsing Category

Uncategorized

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ଆସନ୍ତାକାଲି ଓଡ଼ିଶା ଆସିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତି ଦ୍ରୌପଦୀ ମୁର୍ମୁ l ଭୁବନେଶ୍ୱରର ବିମାନବନ୍ଦରରେ ପହଞ୍ଚିବା ପରେ ଶ୍ରୀମତି ମୁର୍ମୁ ପ୍ରଥମେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ତାପରେ ବିଧାନସଭାକୁ ଆସିବେ। ନିଜ ସପକ୍ଷରେ ସମର୍ଥନ…

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ ଜନସନ୍, ତଥାପି ରହିବେ…

ନୂଆଦିଲ୍ଲୀ: ବ୍ରିଟେନରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଏନେଇ ବ୍ରିଟିଶ୍ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇଛି । ୪୮ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୫୦ରୁ ଅଧିକ ମନ୍ତ୍ରୀ ସରକାରଙ୍କ ହାତ ଛାଡ଼ି ଦେଇଥିଲେ । ଏପରିକି ୪ ଜଣ ଶୀର୍ଷ ମନ୍ତ୍ରୀ…

ଟ୍ୱିଟରରୁ ହଟିଲା ନିର୍ଦ୍ଦେଶିକା ଲୀନାଙ୍କ ବିବୀଦୀୟ କାଳୀ ପୋଷ୍ଟର ଟ୍ୱିଟ୍

ଭୁବନେଶ୍ୱର: ଫିଲ୍ମ ନିର୍ଦ୍ଦେଶିକା ଲୀନାଙ୍କ ବିବାଦୀୟ କାଳୀ ପୋଷ୍ଟର ଟ୍ୱିଟରରୁ ହଟିଯାଇଛି। ଗୁରୁବାର ଟ୍ୱିଟର ଏହି ପୋଷ୍ଟକୁ ହଟାଇ ଦେଇଛି। ପ୍ରତିକ୍ରିୟାଶୀଳ ହୋଇ ଲୀନା ଟ୍ୱିଟରକୁ ଅନ୍ୟ ଦୁଇ ଲକ୍ଷ ଆକାଉଣ୍ଟର ବିବାଦୀୟ ଟ୍ୱିଟ ହଟାଇବ କି, ବୋଲି ପ୍ରଶ୍ନ କରିଛନ୍ତି। ଟ୍ୱିଟର ଏହି ପୋଷ୍ଟକୁ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାନସଭାରେ ଆଜି ବର୍ଷ ୨୦୨୨-୨୩ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ୨ଲକ୍ଷ କୋଟିର ପୁର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହୋଇଛି । ଏହି ବଜେଟରେ ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟବରାଦ ହୋଇଥିବା ବେଳେ ମତ୍ସ୍ୟ ଓ ଚାଷୀଙ୍କୁ…

ମରଣାନ୍ତକ ଆକ୍ରମଣ କରି ଡୋମିନସର ମହିଳା କର୍ମଚାରୀଙ୍କୁ ଅପହରଣ ଉଦ୍ୟମ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏବେ କ୍ରାଇମ୍ କ୍ୟାପିଟାଲ୍ ହେବାକୁ ବସିଲାଣି । ଏସପ୍ଲାନେଡ ମଲ୍ ସ୍ଥିତଡୋମିନସରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ଅପହରଣ ଉଦ୍ୟମ ସହ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମାମଲାରେ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ମଞ୍ଚେଶ୍ୱର ଥାନା…

ସଞ୍ଜୟ ରାଉତଙ୍କୁ ଇଡି କଲା 10 ଘଣ୍ଟା ଜେରା

ମୁମ୍ବାଇ:  ସରକାର ଯିବାପରେ ଶିବସେନା ନେତା ସଂଜୟ ରାଉତଙ୍କ ଆଉ ସେତେ ଭାଉ ଦେଖାଯାଉନାହିଁ  ।  ଶିବସେନାର କୁହାଳିଆ ନେତାଙ୍କ ପାଟି ଖନିମାରିଯାଇଛି ଇଡି ଜେରାରେ । 10ଘଣ୍ଟାକାଳ ଇଡି ଏଣୁ ତେଣୁ ପ୍ରଶ୍ନ ପଚାରି ସଂଜୟ ରାଉତଙ୍କୁ ବିରକ୍ତି କରିଦେଇଥିବା ଦେଖାଦେଇଥିଲା । ଗତକାଲି  ରାତି ପ୍ରାୟ…

ପବିତ୍ର ରଥ ଯାତ୍ରାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଛନ୍ତି । ପ୍ରଭୁ ଜଗନ୍ନାଥ ଆମ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ । ସୁଖ ସମୃଦ୍ଧି ସହ ଉତ୍ତମ ସ୍ବାସ୍ଥ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା…

ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ ଘଟିଛି । ଆଜି ସକାଳେ ମହାପ୍ରଭୁଙ୍କ ରଥଯାତ୍ରା ଖବର ସଂଗ୍ରହ ପାଇଁ ଯାଉଥିବା ବେଳେ  ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ ହୋଇଛି । ଏନେଇ ସାମ୍ବାଦିକ ଜଗତରେ ଶୋକପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ବି ଗଭୀର…

PSLV-C 53 ସଫଳତା : 3 ଉପଗ୍ରହ କକ୍ଷପଥରେ ସ୍ଥାପିତ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଶ୍ରୀହାରିକୋଟା ଦ୍ୱିତୀୟ ଲଞ୍ଚିଂ ପ୍ୟାଡରୁ ଏକକାଳୀନ ମହାକାଶକୁ 3 ଟି ଉପଗ୍ରହ ଉତକ୍ଷେପଣ କରିଛି ଇସ୍ରୋ । ଏହି ଉତକ୍ଷେପଣ ସଫଳ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଏହି ତିନୋଟି ଉପଗ୍ରହ ଠିକ୍ ସମୟରେ ମହାକାଶରେ ସେମାନଙ୍କର କକ୍ଷପଥରେ ପହଞ୍ଚି ଥିବା ଇସ୍ରାେ…

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ । ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ତାଙ୍କୁ ଶପଥପାଠ କରାଇଛନ୍ତି । ବାଲାସାହେବ ଠାକରେଙ୍କ ନାମ ନେଇ ମୁଖ୍ୟମନ୍ତ୍ରୀ ଭାବେ  ଶପଥ ନେଇଛନ୍ତି  ସିନ୍ଦେ ।  ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ…