Latest Odisha News

BREAKING NEWS

Browsing Category

Uncategorized

ମହାରାଷ୍ଟ୍ରର ନୂଆ ଚାଣକ୍ୟ :ଦେବେନ୍ଦ୍ର ଫଡନାଭିସ ହେଲେ ଉପ-ମୁଖ୍ୟମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ:   ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।  ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦେବେନ୍ଦ୍ରଙ୍କ ସହ ଆଲୋଚନା କରିବା ପରେ ଦେବେନ୍ଦ୍ର ମନ ବଳାଇଥିଲେ । ପୂର୍ବରୁ ଦେବେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହେବେନାହିଁ…

ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ:  ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ଆଜି ସଂଧ୍ୟା 7ଟାରେ ଶପଥ ଗ୍ରହଣ କରିବେ ଏକନାଥ । ଆଜି କେବଳ ଏକା ସେ ଶପଥ ନେବେ ବୋଲି କହିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ । https://twitter.com/ANI/status/1542464779222405120 ଶିବସେନାର…

ଉଦୟପୁର ଯିବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉଦୟପୁରରେ ତଣ୍ଟିକାଟି ହତ୍ୟାକାଣ୍ଡ ଘଟଣାରେ ସାରା ଦେଶରେ ପ୍ରତିବାଦର ସ୍ବର ଉଠିଛି । ସମସ୍ତେ ଏହି ଘଟଣାକୁ ନିନ୍ଦା କରିବା ସହ ଏହା ବିରୋଧରେ ରାଜସ୍ଥାନ ସରକାର କଠୋର ଦଣ୍ଡ ଅପରାଧୀଙ୍କୁ ଦିଅନ୍ତୁ ବୋଲି ଦାବି ହେଉଛି । ଏପରିକି ରାଜ୍ୟ ସରକାର ତୁଷ୍ଟିକରଣ…

ଆଜି ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୭ ଜିଲ୍ଲାରେ ପ୍ରବଳ ବର୍ଷିବ !

ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆଜି ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାବେଳେ ଏଥିମଧ୍ୟରୁ ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର,…

ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ: ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରୁଛନ୍ତି ଭକ୍ତି । 14 ଦିନ ପରେ ମହାପ୍ରଭୁଙ୍କ ନବ ଯୈାବନ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଛି । ବଡ଼ ଦାଣ୍ଡରେ ଗହଳି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଜି ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରିମାଣିକ…

[ଦେଖନ୍ତୁ ଭିଡିଓ] ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ସୁୁରକ୍ଷା ଉପରେ ଗୁରୁତ୍ୱ

 ପୁରୀ : ଆସନ୍ତାକାଲି ପବିତ୍ର ନବଯୌବନ ଦର୍ଶନ। ୧୫ଦିନର ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଟିକେଟ ଦର୍ଶନ ପରେ ୯ ଟାରୁ ୧୦.୩୦ ପର୍ଯ୍ୟନ୍ତ ହେବ ସର୍ବସାଧାରଣ ଦର୍ଶନ। ଏହାଛଡା ରାତି ସାଢେ ବାରଟା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ସର୍ବସାଧାରଣ ଦର୍ଶନ ପାଇଁ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ମହାରାଷ୍ଟ୍ରରେ କ୍ଷମତା ସଂକଟ ଏବେ ଭିନ୍ନ ମୋଡ ନେବାକୁ ଯାଉଛି । ସରକାର ଗଠନ ନେଇ ଚର୍ଚ୍ଚା ଆରମ୍ଭ । ଦିଲ୍ଲୀ ଗସ୍ତରେ ଫଡନଭିସ୍, ଶାହାଙ୍କୁ ଭେଟି ପ୍ରସ୍ତୁତ କରିପାରନ୍ତି ରଣନୀତି ! ସେପଟେ  ସଂଜୟ ରାୱତଙ୍କ ପାଇଁ ବଢିଲା ଅଡୁଆ, ହାଜର ହେବାକୁ ଦ୍ୱିତୀୟ ନୋଟିସ ପଠାଇଲା ପ୍ରବର୍ତ୍ତନ…

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଦୁବାଇରେ ନବୀନଙ୍କ ଆହ୍ୱାନ, କହିଲେ- ୨୦ ବର୍ଷରେ କେମିତି ବଦଳିଛି ଓଡ଼ିଶା ?

ଭୁବନେଶ୍ୱର: ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲି ପରେ ଦୁବାଇରେ ପହଞ୍ଚିଛନ୍ତି । ଦୁବାଇରେ ବୁଧବାର ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ସାମିଲ୍ ହେବେ ମୁଖ୍ୟମନ୍ତ୍ରୀ । ଏହି ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ଓ ଫିକ୍କି (FICCI) ମିଳିତ ଭାବେ ଆୟୋଜନ…

ଟି ୨୦ ଦ୍ବିତୀୟ ମ୍ୟାଚରେ ଜିିତିବ ଭାରତ: ପାଣ୍ଡ୍ୟା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଭାରତ ଓ ଆୟରଲାଣ୍ଡ ମଧ୍ୟରେ ଆଜି  ୨ୟ  ଟି-20 ମ୍ୟାଚ ଖେଳାଯିବ । ଡବଲିନରେ ୨ୟ ମ୍ୟାଚ୍‍ରେ  ସଞ୍ଜୁ ସାମ୍‌ସନ କିମ୍ବା ରାହୁଲ ତ୍ରିପାଠୀ ଖେଳିପାରନ୍ତି।  ବାମହାତି ପେସ୍ ବୋଲର ଅର୍ଶଦୀପ ସିଂହ ଖେଳିବାର ଯଥେଷ୍ଟ ସମ୍ଭାବନା ଅଛି। ଭୁବନେଶ୍ବର କୁମାର ଓ ଯୁଜବେନ୍ଦ୍ର…

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେଇପାରେ ଜେଏମଏମ

ନୂଆଦିଲ୍ଲୀ:  ଏନ୍‌ଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ  ଗୋଟିଏ ପରେ ଗୋଟିଏ ଦଳ ସମର୍ଥନ କରିବାର ଲାଗିଛନ୍ତି । ଏହି କ୍ରମରେ ଜେଏମଏମ ମଧ୍ୟ ସମର୍ଥନ ଦେଇପାରେ ବୋଲି କୁହାଯାଉଛି । ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସାକ୍ଷାତ କରିବା ପରେ ଏହି ଚର୍ଚା…