Latest Odisha News

BREAKING NEWS

Browsing Category

Uncategorized

ଗଣ୍ଡଗୋଳ ପରେ ସ୍କର୍ପିଓରେ ଦୁର୍ବୃତ୍ତ ଲଗେଇଲେ ନିଆଁ

ଭୁବନେଶ୍ବର:  ଡେଲଟା ଛକରେ ନିଆରେ ଫୁଟିଲା ସ୍କର୍ପିଓ । ଗାଡି ମାଲିକ ସହ ଗଣ୍ଡଗୋଳରୁ ଘଟିଲା ଏପରି  ଅଘଟଣ। ଗାଡିରେ ନିଆଁ ଲଗାଇଦେଲେ ଅମାନିଆ ଦୁର୍ବୁତ୍ତ। ରାସ୍ତାରେ‌ ୨୦ ମିନିଟ ଜଳିଲା ସ୍କର୍ପିଓ‌କାର । ଶେଷରେ ଜଳିଜଳି ଫୁଟିଲା ଗାଡିର ପେଟ୍ରୋଲ ଟ୍ୟାଙ୍କ। ଏଭଳି ଘଟଣା ଦେଖି ଡେଲଟା ଛକରେ‌…

8 ମାସରେ 6 କ୍ୟାପ୍ଟେନ୍ ଏକ ଚ୍ୟାଲେଞ୍ଜ୍ : ଦ୍ରାବିଡ

ବାଙ୍ଗାଲୋର:  ଭାରତୀୟ କ୍ରିକେଟ ଟିମରେ 8 ମାସରେ 6 ଜଣ କ୍ୟାପ୍ଟେନ ଦେଖିବାକୁ ମିଳିଲାଣି । ବିରାଟ କୋହଲିଙ୍କ ପରେ ଏହି ପରିବର୍ତ୍ତନ ଜାରି ରହିଛି । ନୂଆ କ୍ୟାପ୍ଟେନ ମଧ୍ୟ ନିଜର ନେତୃତ୍ବର ପରିଚୟ ଦେଇଛନ୍ତି ।  ଭାରତରେ କ୍ରିକେଟ ପାଇଁ ଏହା ଭଲ ଖବର ଏବଂ  ଅତ୍ୟନ୍ତ ରୋମାଞ୍ଚକର ବୋଲି…

ୟୁପି ପୋଲିସ ହେବ ହାଇଟେକ୍, ହେଲିକପ୍ଟର, ଡ୍ରୋନ ରଖିବ ଅପରାଧିଙ୍କ ଉପରେ ନଜର

ୟୁପି ପୋଲିସକୁ ଯୋଗୀ ଆଦିତ୍ୟନାଥ କରୁଛନ୍ତି ଆଧୁନିକୀକରଣ । ଆମେରିକା, ଇସ୍ରାଏଲ, ସିଙ୍ଗାପୁର ପୋଲିସ ପରି ହାଇଟେକ ହେବାକୁ ଯାଉଛି ୟୁପି ପୋଲିସ । ଏଥିପାଇଁ ଯୋଜନା କରୁଛନ୍ତି ଯୋଗୀ ସରକାର । ଏଥିରେ ପ୍ରଥମ ସହାୟତା ଇସ୍ରାଏଲ ଦେବ ବୋଲି ପ୍ରତିଶ୍ରୁତି ଦେଇଛି । ଇସ୍ରାଏଲ, ସିଙ୍ଗାପୁର,…

ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ ମାଧ୍ୟମରେ ଅଗ୍ନିପଥ ଯୋଜନାକୁ ସମର୍ଥନ

ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ସେନା, ବାୟୁସେନା ଏବଂ ନୌସେନାରେ ନିଯୁକ୍ତି ପାଇଁ ‘‘ଅଗ୍ନିପଥ’’ ନାମକ ଏକ ଅଖିଳ ଭାରତୀୟ ଯୋଗ୍ୟତା ଆଧାରିତ ନିଯୁକ୍ତି ଯୋଜନାର ଶୁଭାରମ୍ଭ କରିଛନ୍ତି। ସଶସ୍ତ୍ର ବଳକୁ ଏକ ଯୁବ ପ୍ରୋଫାଇଲ୍‌ ପ୍ରଦାନ କରିବା ଦିଗରେ ଏହା ଏକ ପରିବର୍ତ୍ତନକାରୀ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୬  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅଣସର ସେବା ଚାଲିଛି। ଏହି ଅଣସର ବା ଅନବସର ସେବା ଏକ ଗୁପ୍ତ ସେବା। ଏଥିରେ ଶ୍ରୀଜୀଉମାନଙ୍କର ଅଙ୍ଗସେବାର ଅଧିକାର କେବଳ ଦଇତା ଓ ପତି ସେବକମାନଙ୍କର…

ବିରୋଧୀ ବୈଠକରେ ମିଳିତ ପ୍ରାର୍ଥୀ; ଏନଡିଏକୁ ସମର୍ଥନ ଦେଇପାରେ ବିଜେଡି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ଜାତୀୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ସେପଟେ ଏନଡିଏ ବିରୋଧୀ ଗୋଷ୍ଠୀଙ୍କୁ କନଷ୍ଟିଚ୍ୟୁସନ କ୍ଲବରେ ଏକାଠି କରିଛନ୍ତି ମମତା । ଏଥିରେ ପ୍ରାୟ ୧୭ଟି ଦଳ ଯୋଗ ଦେଇଥିଲେ । ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ଏନସିପିର ଶରଦ…

ବ୍ରହ୍ମପୁର ଉପକଣ୍ଠରେ ୮ଟିକିଆ ହାତୀପଲ

ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଲକର ଦକ୍ଷିଣପୁର ଘାଇ ପାଖରେ ୮ ଟିକିଆ ହାତୀପଲ ବୁଲାବୁଲି କରୁଛନ୍ତି । ଏହି ହାତୀପଲକୁ ନେଇ ଆଖାପାଖର ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ବିଶେଷକରି ଫସଲ ନଷ୍ଟ ଏବଂ ହାତୀପଲର ଜନବସତି ମୁହାଁକୁ ନେଇ ସେମାନେ ନାନା ଆଶଙ୍କାରେ ରହିଛନ୍ତି । ଅପରପକ୍ଷେ ବନ…

କବିତା : ରଜ ମଉଜ

ରଶ୍ମିତା ଦାସ ଆଜି ବି ମୋ ମନେ ପଡେ ସେ ଦିନର କଥା ଗାଆଁର ଜୀବନ ସିନା ଉଚ୍ଚ ଥିଲା ମଥା । ବାରମାସେ ତେର ପର୍ବ ଛମାସେ ନ' ଯାତ ଉତ୍କଳର ଅଭିମାନ କଳିଆ ସାଆନ୍ତ । ଆଷାଢ଼ ସଂକ୍ରାନ୍ତି ଆସେ ବରଷରେ ଥରେ ତିନି ଦିନ କଟିଯାଏ ହସ ଖୁସି ଭରେ । ମାଟି ରଜସ୍ବଳା ହୁଏ ଏଇ ଦିନ ପୁଣି…

JSW ଜଜାଙ୍ଗ ଲୁହାଖଣିକୁ ଉତ୍କର୍ଷ ପରିବେଶ ପୁରସ୍କାର

ଭୁବନେଶ୍ୱର: JSW  ଷ୍ଟିଲ (ଓଡ଼ିଶା ପରିଚାଳନା)ର ଜଜାଙ୍ଗ ଲୁହାପଥର ଖଣିକୁ ସମ୍ମାନଜନକ କଳିଙ୍ଗ  ଏନଭରନେଣ୍ଟ  ଏକ୍ସିଲେନ୍ସ ଆୱାର୍ଡ (ଉତ୍କର୍ଷ ପରିବେଶ ପୁରସ୍କାର) ମିଳିଛି ।  ଭୁବନେଶ୍ୱର ସ୍ଥିତ ହୋଟେଲ ନ୍ୟୁ ମାରିଅନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଜାଙ୍ଗ ଲୁହାଖଣି ଏଭିପି (ଖଣି ପରିଚାଳନା)…

ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ

ଭୁବନେଶ୍ୱର: ରଜରେ ଓଡ଼ିଶା ଛୁଇଁବ ମୌସୁମୀ । ହେଲେ ତା ପୂର୍ବରୁ ନିଅଣ୍ଟିଆ ବର୍ଷା ଚାଷୀଙ୍କୁ ଆତଙ୍କିତ କଲାଣି । ପାଣିପାଗ ବିଭାଗର ସୂଚନା ପ୍ରକାର ଜୁନ୍ ୧ରୁ ୧୨ ମଧ୍ୟରେ ରାଜ୍ୟରେ ୧୦.୭ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ୱାଭାବିକ ବର୍ଷା ୫୦.୮ ମିମି ତୁଳନାରେ ୭୯% କମ୍ ରହିଛି ।…