Latest Odisha News

BREAKING NEWS

Browsing Category

Uncategorized

ପାଇକମାନେ ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ

ଭୁବନେଶ୍ୱର : ରାଜ୍ୟ ଅଭିଲେଖାଗାର ପରିସରରେ "ଓଡ଼ିଶାରେ ପାଇକ ବିଦ୍ରୋହ" ଶୀର୍ଷକରେ ଏକ ସମ୍ପାନ ଅଭିଲେଖ ସପ୍ତାହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରସନ୍ନ କୁମାର ମିଶ୍ର ମୁଖବକ୍ତା ଭାବରେ , ମଧୁସୂଦନ ପାଢ଼ୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ପାଇକମାନେ ରାଷ୍ଟ୍ର…

ଭିଜିଲାନ୍ସ ଜାଲରେ ASI, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଚଢାଉ ହୋଇଛି । ଝାରସୁଗୁଡ଼ା OMVD ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । କଟକ, ପୁରୀ, ଝାରସୁଗୁଡା ଓ ଗଞ୍ଜାମ ଜିଲ୍ଲାରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଚଢ଼ାଉ ବେଳେ ୪ ଲକ୍ଷ ୪୬…

[ଦେଖନ୍ତୁ ଭିଡିଓ] ବାଜିଲାଣି ପୌର ନିର୍ବାଚନ ବିଗୁଲ୍,ଆଶାୟୀ ପ୍ରାର୍ଥୀଙ୍କ ରଣନୀତି ପ୍ରସ୍ତୁତ

କଟକ: ବାଜିଲାଣି ପୌର ନିର୍ବାଚନ ବିଗୁଲ୍ । ଏ ନେଇ ସରକାରଙ୍କ ପକ୍ଷରୁ ନିର୍ବାଚନ କମିସନରଙ୍କୁ ପୌର ପରିଷଦ,ଵିଜ୍ଞାପିତ ଅଞ୍ଚଳ, ମହାନଗର ନିଗମ ନିର୍ବାଚନ ପାଇଁ ସବୁଜ ସଙ୍କେତ ଦେବା ପରେ କଟକରେ ଦେଖାଗଲାଣି ନିର୍ବାଚନୀ ହାୱା । ଆଉ ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ମଇଦାନକୁ ଓହ୍ଲାଇବା ପାଇଁ…

[ଦେଖନ୍ତୁ ଭିଡିଓ] ଡଙ୍ଗରିଆଙ୍କ ବିରୋଧ ପରେ ବି ଶୃଙ୍ଖଳାରେ ସରିଲା ସାନି ନିର୍ବାଚନ

ରାୟଗଡା: ନିୟମଗିରିରେ ଶାନ୍ତି ଶୃଙ୍ଖଳାରେ ସରିଲା ସାନି ନିର୍ବାଚନ । କଡ଼ା ସୁରକ୍ଷା ବଳୟ ଭିତରେ ଅତିରିକ୍ତ ଏସପି ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନିର୍ବାଚନ ସରିଛି । ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ମୁଣ୍ଡବାଲି ବୁଥରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ…

ସୁମିତ୍ ତପସ୍ୱିନୀ ବିବାଦ ମାମଲା : ୧୭ ହଜାର ବଦଳରେ ୧୦ ହଜାର ଟଙ୍କା ଲେଖାଏଁ ଦେବେ ସୁମିତ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସୁମିତ୍ ତପସ୍ୱିନୀ ବିବାଦ ମାମଲା । ପୁଣି ତପସ୍ପିନୀଙ୍କୁ ମିଳିଲା ଝଟକା । ତଳକୋର୍ଟଙ୍କ ଆଦେଶ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ । ତପସ୍ୱିନୀଙ୍କୁ ୧୭ ହଜାର ବଦଳରେ ୧୦ ହଜାର ଟଙ୍କା ଲେଖାଏଁ ଦେବେ ସୁମିତ୍ । ଭରଣପୋଷଣ ପାଇଁ ମାସକୁ ୧୦ ହଜାର ଲେଖାଏଁ ଦେବେ ସୁମିତ୍…

ଗୁମୁଟ ଗୁମର (୧)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ପ୍ରାଚୀନ ଉତ୍କଳର ନରପତିମାନଙ୍କର ପାରମ୍ପରିକ ଶିଳ୍ପକଳାର ବିକାଶ ଦିଗରେ ଅଦମ୍ୟ ଉତ୍ସାହ ତଥା ଶିଳ୍ପୀମାନେ ଅଧିକ କର୍ମକୁଶଳୀ ହେବା ଦିଗରେ ପ୍ରୋତ୍ସାହନ ଏବଂ ତତ୍‌କାଳୀନ ଶିଳ୍ପୀବର୍ଗର କାର୍ଯ୍ୟଦକ୍ଷତା ତଥା ଶାସ୍ତ୍ରଜ୍ଞାନର…

[ଦେଖନ୍ତୁ ଭିଡିଓ] ସଙ୍ଗୀତ ଜଗତର ଶୂନ୍ୟ ସ୍ଥାନ …ଅଲବିଦା ବାପି ଦା’

ମୁମ୍ୱାଇ: ଲିଭିଗଲା ସଙ୍ଗୀତ ଜଗତର ଆଉ ଏକ ଦୀପ ଶିଖା। ଶୁଣିବାକୁ ମିଳିବନି ତାଙ୍କର ମତୁଆଲା କରିଦେଉଥିବା ସଙ୍ଗୀତର ଧୂନ୍ । ସବୁଦିନ ପାଇଁ ଚାଲିଯାଇଛନ୍ତି ସଙ୍ଗୀତ ଜଗତର ଏହି ମହାନ୍ କିମ୍ବଦନ୍ତୀ ଗାୟକ ଗୋଲଡେନ୍ ମ୍ୟାନ୍ ବାପି ଦା’ ଓରଫ ବାପି ଲାହିରି।କିଛି ଦିନ ତଳେ ସୁର ସାମ୍ରାଜ୍ଞୀ ଲତାଙ୍କ…

ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ଋଷ

ଓ୍ବାସିଙ୍ଗଟନ୍ : ଦିନକୁ ଦିନ ତୀବ୍ର ହେଉଛି ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ । ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ଋଷ । ଏନେଇ ସତର୍କ କରିଛି ଆମେରିକା । ଏହାସହ ଯେତେଶୀଘ୍ର ୟୁକ୍ରେନ୍ ଛାଡିବାକୁ ଆମେରିକୀୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହ୍ବାଇଟ୍ ହାଉସ ଜାତୀୟ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚୂଡାନ୍ତ ପ୍ରସ୍ତୁତି, ସମ୍ବେଦନଶୀଳ ବୁଥ୍ ଉପରେ କଡ଼ା ନଜର

ଭୁବନେଶ୍ବର : ପାଖଉଛି ପଞ୍ଚାୟତ ନିର୍ବାଚନ ତାରିଖ । ଦିନ ଯେତିକି କମି କମି ଆସୁଛି ସେତିକି ସରଗରମ ହେଉଛି ମାହୋଲ । ଏହାରି ଭିତରେ ପଞ୍ଚାୟତ ନିର୍ବାଚନକୁ ନେଇ ଚୂଡାନ୍ତ ପ୍ରସ୍ତୁତି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ସବିଶେଷ ସୂଚନା ଅନୁସାରେ, ପଞ୍ଚାୟତ ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ…

କଣ୍ଟ୍ରାକ୍ଟରଙ୍କୁ ଦାଦାବଟି ମାଗିବା ଓ ଅପହରଣ ଅଭିଯୋଗରେ ୬ ଜଣଙ୍କୁ ଗିରଫ କଲା ଚନ୍ଦନପୁର ପୋଲିସ

ପୁରୀ : ମହଙ୍ଗା ପଡ଼ିଲା କଣ୍ଟ୍ରାକ୍ଟରଙ୍କୁ ଦାଦାବଟି ମାଗିବା । ଦାଦାବଟି ସାଙ୍ଗକୁ ଅପହରଣ ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପରୀ ଚନ୍ଦନପୁର ପୋଲିସ । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ପିସ୍ତଲ, ନଗଦ ୪ ହଜାର ୫୭୦ ଟଙ୍କା, ଗୋଟିଏ ମୋବାଇଲ ଫୋନ, ଗୋଟିଏ ଅଣ ପଞ୍ଜିକୃତ ହିରୋ ପ୍ୟାସନ ବାଇକ, ଗୋଟିଏ…