Latest Odisha News

BREAKING NEWS

Browsing Category

Uncategorized

[ଦେଖନ୍ତୁ ଭିଡିଓ] ବିଡ଼ିଓଙ୍କୁ ବିରୋଧ: ବ୍ଳକ କାର୍ଯ୍ୟାଳୟ ପରିସରରେ ଲାଗିରହିଛି ଉତ୍ତେଜନା

ଜଗତସିଂହପୁର : ବ୍ଳକ କାର୍ଯ୍ୟାଳୟ ପରିସରରେ ଲାଗିରହିଛି ଉତ୍ତେଜନା। ବିଡ଼ିଓ ବାବୁଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ଲୋକ ମାନେ ମିଳିମିଶି ଘେରିଛନ୍ତି ବିଡ଼ିଓଙ୍କୁ । ଅନ୍ୟପଟେ ଏହି କାରଣ ଯୋଗୁଁ ୩ଦିନ ହେବ ବ୍ଳକ କାର୍ଯ୍ୟ ଏକପ୍ରକାର ଠପ ହୋଇଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର କିଛି ମହିଳା…

ନୂତନ ଅବକାରୀ ନୀତି : ବିଦେଶୀ ମଦ ଉପରୁ ଶୁଳ୍କ ହ୍ରାସ

ଭୁବନେଶ୍ୱର: ଲାଗୁ ହେଲା ନୂଆ ଅବକାରୀ ନୀତି । ଏଣିକି ଠାକୁର କିମ୍ବା ବିଶିଷ୍ଟ ବ୍ୟକ୍ତିଙ୍କ ନାମ ମଦ ଦୋକାନରେ ରହି ପାରିବନି  ରାଜ୍ୟରେ ଖୁବଶୀଘ୍ର ଶସ୍ତା ହେବାକୁ ଯାଉଛି ମଦ । ନୂତନ ଅବକାରୀ ନୀତି ଅନୁଯାୟୀ ରାଜ୍ୟ ସରକାର ବିଦେଶରେ ତିଆରି ହେଉଥିବା ବିଦେଶୀ ମଦ ଉପରୁ ଶୁଳ୍କ ହ୍ରାସ କରିଛନ୍ତି…

ରାଜ୍ୟ ଖଣି ରାଜସ୍ୱକୁ JSWର ସର୍ବାଧିକ ଯୋଗଦାନ: କମ୍ପାନୀର ରାଜସ୍ୱ ମୋଟ ରେଭିନ୍ୟୁର ୫୨.୫% 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣି ରାଜସ୍ୱରେ JSW ପୁଣି ସର୍ବାଧିକ ଯୋଗଦାନକାରୀ  ହୋଇପାରିଛି। ଚଳିତ ଆର୍ଥିକ ବର୍ଷରେ JSW ଖଣି ରାଜସ୍ୱ ବାବଦକୁ ୧୮,୨୮୪ କୋଟି ଟଙ୍କା ଦେଇଛି । ୨୦୨୧-୨୨ ବର୍ଷରେ କେବଳ ବିଡ୍ ପ୍ରିମିୟମ ମାଧ୍ୟମରେ କମ୍ପାନୀ ୧୧,୬୮୬ କୋଟି ଟଙ୍କାର…

ଆଜିଠୁ ପୁରୀରେ ଦୁଇଟି ରୁଟରେ ଚାଲିବ ’ମୋ ବସ୍’

ପୁରୀ: ପୁରୀ ବାସୀଙ୍କ ପାଇଁ ଖୁସିଖବର । ଆଜିଠୁ ପୁରୀରେ ଦୁଇଟି ରୁଟରେ ଚାଲିବ ’ମୋ ବସ୍’ । ପୁରୀ ସହରବାସୀ ଏବଂ ପର୍ଯ୍ୟଟକଙ୍କୁ ସୁବିଧାରେ ଯାତାୟତ ସେବା ଯୋଗାଇବାକୁ ସହର ମଧ୍ୟରେ ମୋ ବସ୍ ସେବା ଆରମ୍ଭ କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ସହର ମଧ୍ୟରେ ଦୁଇଟି ରୁଟରେ ମୋ ବସ୍ ଚଳାଚଳ…

ପୌର ଭୋଟ ଗଣତି: ବହୁ ଆସନରେ ବିଜେଡ଼ି ଆଗରେ

ଭୁବନେଶ୍ୱର: ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ସରିଥିବା ବେଳେ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି  ଆଗୁଆ ଅଛି । କେଉଁ ଆସନରେ କିଏ ଆଗୁଆ ଅଛି :  ଅନୁଗୁଳ- ପୌରାଧ୍ୟକ୍ଷ:- ଅନୁଗୁଳ…

ଧାମନଗର ଏନଏସିର କାଉଣ୍ଟିଂ ବନ୍ଦ: ସହରରେ ୧୪୪ ଧାରା ଲାଗୁ

ଭଦ୍ରକ : ଭଦ୍ରକ ଜିଲ୍ଲାର ୨ଟି ପୌରପାଳିକା ଓ ଗୋଟିଏ ଏନ୍‌ଏସିରେ ଭୋଟ ଗଣତି ଜାରି ରହିଛି । ମତଦାନ ବେଳେ ବୁଥ୍‌ ସମ୍ମୁଖରେ ଛୁରାମାଡ଼ ପରେ ଧାମନଗର ଏନ୍‌ଏସିରେ ସୁରକ୍ଷା ଦୃଷ୍ଟିରୁ ଭୋଟ ଗଣତିକୁ ବନ୍ଦ ରଖାଯାଇଛି । ସାନି ମତଦାନ ହୋଇନଥିବାରୁ ଏହି ଭୋଟ ଗଣତିକୁ ବନ୍ଦ ରଖାଯାଇଛି । ସେପଟେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଅବା ବିଷ୍ଣୁ ଭଗବାନଙ୍କ ଚାରିଯୁଗର ସ୍ୱରୂପ ବର୍ଣ୍ଣନାକୁ ଲକ୍ଷ କଲେ ପ୍ରଭୁଙ୍କର ଚତୁବୃହ୍ୟ ବା ଚତୃବିଦ୍ଧ ରୂପ କଥା ଆମେ ସଠିକ ହୃଦୟଙ୍ଗମ କରିପାରିବା। ପ୍ରଥମେ…

ବ୍ୟଙ୍ଗ : ରାଶିଫଳ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ମୁଁ କି ଦୋଷ କରିଥିଲି ଏ ନିଆଁଗିଳା ରାଶିଫଳବାଲାଙ୍କ ଶଳା ମୋ ସୁଖର ସଂସାରରେ ନିଆଁ ଲଗେଇଦେଲେ । ଏଇ ଦିନେ କି ଦୁଇ ଦିନ ତଳର କଥା, ରାଶିଫଳରେ ଲେଖା ଥିଲା ମୋ ରାଶିରେ କାଳେ ଦୁଇଟା ବାହା ଯୋଗ ଅଛି । ଏହାକୁ ପଢି ଆମ୍ଭର ପ୍ରିୟ ଉଆନ୍ ଏଣ୍ଡ ଓନଲି ଘରଣୀ କହିଲେ…

[ଦେଖନ୍ତୁ ଭିଡିଓ] ପଖାଳ ଦିବସ: ସହରର ବିଭିନ୍ନ ହୋଟେଲରେ ବିଶେଷ ପ୍ରସ୍ତୁତି

କଟକ :  ଓଡିଆର ପ୍ରିୟ ଖାଦ୍ୟ ହେଉଛି ପଖାଳ । ଘରେ ଘରେ ପରିଚିତ ପଖାଳ ଓଡିଆ ଜାତିର । ଏଥିପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ଏହି ଦିବସକୁ ପାଳନ କରିଥାନ୍ତି ପଖାଳ ଦିବସ । ଆଜି ପଖାଳ ଦିବସ ଥିବାରୁ କଟକର ବିଭିନ୍ନ ହୋଟେଲ୍, ରେଷ୍ଟୁରାଣ୍ଟରେ ବିଶେଷ ପ୍ରସ୍ତୁତି କରାଯାଇଥିଲା ।…

‘କୃଷ୍ଣଯଶ’ ଓ ‘ସହିଷ୍ଣୁ ପାଷାଣ’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ଅଭିମାନ ପକ୍ଷରୁ ପ୍ରଥମ ପୁସ୍ତକ ଉନ୍ମୋଚନ ପର୍ବ , ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ କବି ଗୋଲକ ବିହାରୀ ରଥଙ୍କର "କୃଷ୍ଣ ଯଶ "ଏବଂ ଅନୁବାଦକ ପ୍ରଦୀପ ରାୟଙ୍କର ଅନୂଦିତ ପୁସ୍ତକ "ସହିଷ୍ଣୁ ପାଷାଣ" ଉନ୍ମୋଚିତ ହୋଇଯାଇଛି।…