Latest Odisha News

BREAKING NEWS

Browsing Category

ଭାଇରାଲ୍ ଭିଡିଓ

[ଭିଡିଓ] ଅବକାରୀ ଅଧିକାରୀ କହିଲେ, “ମଦୁଆ ସତ କୁହନ୍ତି”

ଭୁବନେଶ୍ୱର: ଭାରତରେ ମଦ ପିଉଥିବା ସମସ୍ତ ବ୍ୟକ୍ତି ସତ କୁହନ୍ତି । ସର୍ବସମ୍ମୁଖରେ ଗଣମାଧ୍ୟମରେ କିଛି ଏପରି ମନ୍ତବ୍ୟ ଦେଇ ଜଣେ ବରିଷ୍ଠ ଅବକାରୀ ଅଧିକାରୀ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଖାଲି ଚର୍ଚ୍ଚା ନୁହେଁ ବରଂ ଅବକାରୀ ଅଧିକାରୀଙ୍କ ଭିଡିଓଟି ମଧ୍ୟ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ…

[ଭିଡିଓ] ଚାଲାକ ହାତୀର ଚକିତକର କାରନାମା

ଭୁବନେଶ୍ୱର: ସାଧାରଣତଃ ହାତୀ ବୁଦ୍ଧିଆ ଓ ସମ୍ବେଦନଶୀଳ ଜନ୍ତୁ ଭାବେ ପରିଗଣିତ । ସେମାନଙ୍କ ନିକଟରେ ବିଚକ୍ଷଣ ସ୍ମୃତିଶକ୍ତି ରହିଛି । ସୋସିଆଲ ମିଡିଆରେ ଗୋଟିଏ ହାତୀର କାରନାମା ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭଡିଓରେ ଗୋଟିଏ ହାତୀ ମଣିଷଙ୍କୁ ନକଲ କରି ଲୁହାର ବାଡ ଡେଇଁବାରେ…

[ଭିଡିଓ] ଜେସିବି ଚଢାଇ ମହିଳାଙ୍କୁ ହତ୍ୟା ଉଦ୍ୟମ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଯେଉଁଥିରେ ଜେସିବି ଚାଳକ ଜଣେ ମହିଳାଙ୍କୁ ମାରିବାକୁ ଉଦ୍ୟମ କରିଥିଲା । ହେଲେ ସୌଭାଗ୍ୟବଶତଃ ମହିଳା ଜଣକ ବର୍ତ୍ତିଯାଇଥିଲେ । ତେବେ ପରେ ସେ ପ୍ରତି ଆକ୍ରମଣ କରିବାକୁ ପଛାଇନଥିଲେ । ରାଜସ୍ଥାନ ବର୍ମେରରୁ…

[ଭିଡିଓ] ଖୋଲିଲା ସ୍କୁଲ, ବ୍ୟାଣ୍ଡ ବାଜା ଧରି ପହଂଚିଗଲେ ଅଭିଭାବକ

ନୂଆଦିଲ୍ଲୀ: କରୋନା ମହାମାରୀରେ ଲୋକେ ଭୟଭୀତ ହୋଇପଡିଥିଲେ । ହେଲେ ଏବେ ଧୀରେଧୀରେ ସାଧାରଣ ସ୍ଥିତିକୁ ଫେରୁଛି ଲୋକଙ୍କ ମାନସିକତା । ପାଖାପାଖି ୨୦ ମାସ ପରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଫେରିଛନ୍ତି । ଏହି ଖୁସୀରେ ଅଭିଭାବକମାନେ ବ୍ୟାଣ୍ଡ ବାଜା ବଜାଇ ସେମାନଙ୍କୁ ପିଲାମାନଙ୍କୁ ସ୍କୁଲ…

[ଭିଡିଓ] ନଡିଆ ଗଛରେ ଚଢି ସମସ୍ତଙ୍କୁ ଚକମା ଦେଲା ବିରାଟକାୟ ଅଜଗର

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅଜଗର ସାପର ଏକ ଭିଡିଓ ବହୁଳମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଓଜନଦାର ବିରାଟକାୟ ଅଜଗର ସାପଟି କୁଣ୍ଡଳୀ ମାରି ଚଢିବାରେ ଦେଖାଯାଇଛି । ଏହି ଭିଡିଓଟି କେବେ ଓ କେଉଁଠୁ ଆସିଛି ତାହା ସ୍ପଷ୍ଟ ହୋଇପାରିନି । ଦକ୍ଷିଣ-ପୂର୍ବ ଏସିଆରେ ଏହି ଘଟଣାଟି…

ପୋଷା ସାପକୁ ଯୁବତୀଙ୍କ ଚୁମ୍ବନ, ଲୋକେ ଦେଖି ଛାନିଆଁ

ଭୁବନେଶ୍ୱର: ସାପକୁ ଦେଖିଲେ ପ୍ରାୟ ସମସ୍ତେ ଭୟଭୀତ ହୋଇଥାନ୍ତି । ବିଷାକ୍ତ ହେଉ ଅବା ସାଧାରଣ ସାପ । ସାପକୁ ଦେଖିଲା ଲୋକେ ଧାଁ ଦଉଡ କରିଥାନ୍ତି । ହେଲେ ଆପଣ କେବେ ସାପକୁ ପାଳିବାକୁ ଚେଷ୍ଟା କରିଛନ୍ତି କି ? ଅଥଚ ଭାରତରେ ଏଭଳି ସୁବିଧା ସହଜରେ ମିଳେନାହିଁ । ତେବେ ଏପରି ପ୍ରଶ୍ନ କରିବା ପଛରେ…

କରିନା କାପୁର ବନାମ ସିଙ୍ଗାପୁର ଟିକ୍‌ଟକର୍

ଭୁବନେଶ୍ୱର: ବଲିଉଡ ଇଣ୍ଡଷ୍ଟ୍ରୀରେ କଭି ଖୁସୀ କଭି ଗମ୍ ଭଳି ଫିଲ୍ମ ଆଇକନିକ୍ ତାଲିକାରେ ସାମିଲ ଅଛି । ଏହି ଫିଲ୍ମର ଗୀତଗୁଡିକ ଏବେ ବି ଦର୍ଶକଙ୍କ ନିକଟରେ ପପୁଲାର ରହିଛି । ଖାସ କରି ବୋଲେ ଚୁଡିୟାଁ ଭଳି ଗୀତ ବିବାହ ଓ ପାର୍ଟିରେ ଶୁଣିବାକୁ ମିଳେ । ତେବେ ନିକଟରେ ସିଙ୍ଗାପୁରରେ ଜଣେ…

[ଭିଡିଓ] ଯେମିତିକୁ ସେମିତି, ନିର୍ଦୟ ବ୍ୟକ୍ତିକୁ ବୁଦ୍ଧି ଶିଖାଇଲା ଗାଈ

ଭୁବନେଶ୍ୱର: ଜୀବଜନ୍ତୁ ଦୟା ଓ ସହାନୁଭୂତିର ମର୍ମ ବୁଝନ୍ତି । ଏ କଥାକୁ ପ୍ରମାଣିତ କରିଛି ଏକ ଭାଇରାଲ୍ ଭିଡିଓ । ଏହି ଭିଡିଓରେ ଜଣେ ବ୍ୟକ୍ତି ଗୋଟିଏ କୁକୁରକୁ ମାଡ ମାରୁଥିବାର ଦେଖାଯାଇପାରେ । ହେଲେ କିଛି କ୍ଷଣ ପରେ ଗୋଟିଏ ଗାଈ ଆସି ବ୍ୟକ୍ତିଙ୍କ କବଳରୁୁ କୁକୁରଟିକୁ ରକ୍ଷା କରିଥିଲା ।…

[ଭିଡିଓ] କେବେ ଖାଇଛନ୍ତି ରସଗୋଲା ଚାଟ୍ ?

ଭୁବନେଶ୍ୱର: ରସଗୋଲା...ଓଡିଆଙ୍କ ସ୍ୱତନ୍ତ୍ର, ଖାସ ତଥା ଅତିପ୍ରିୟ ମିଠା । ସୋସିଆଲ୍ ମିଡିଆରେ ରସଗୋଲାକୁ ନେଇ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ଅଗଣିତ ଲୋକଙ୍କର ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ଭିଡିଓଟି କେଉଁଠୁ ଓ କେବେ ଆସିଛି…

[ଭିଡିଓ] ଆରତୀଙ୍କୁ ପାଠ ପଢାଇବେ ଅନୁପମ ଖେର, ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର: ଅନୁପମ ଖେର, ଏମିତି ଜଣେ ଅଭିନେତା ଯିଏ କି ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ନିକଟରେ ଅନୁପମ ସେୟାର କରିଥିବା ଏକ ଭିଡିଓକୁ ବହୁ ସଂଖ୍ୟାର ଲୋକେ ତାରିଫ କରିଛନ୍ତି । ତେବେ ଏହି ଭିଡିଓ ପଛର ଘଟଣା ଅନେକଙ୍କୁ ଚକିତ କରିଛି ।ନିକଟରେ ଅନୁପମ କାଠମାଣ୍ଡୁ…