Latest Odisha News

BREAKING NEWS

Browsing Category

ଭାଇରାଲ୍ ଭିଡିଓ

[ଭିଡିଓ] ଦାଢି କାଟିବାକୁ ସେଲୁନରେ ପହଂଚିଲା ମାଙ୍କଡ, ଆଉ ତା ପରେ…

ଭୁବନେଶ୍ୱର: ମଣିଷଙ୍କୁ ନକଲ କରିବାରେ ମାଙ୍କଡ ଭଳି ପଶୁ ବେଶ ମାହିର । ଏ ନେଇ ସୋସିଆଲ ମିଡିଆରେ ଅନେକ କୌତୁକିଆ ଭିଡିଓ ମଧ୍ୟ ରହିଛି । ହେଲେ ନିକଟରେ ଗୋଟିଏ ମାଙ୍କଡ ସେଲୁନରେ ପହଂଚିଥିଲା । ଆଉ ତା ପରେ ଯାହା ଘଟିଥିଲା, ସେହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି…

[ଭିଡିଓ] ରଣବୀର କପୁର ଓ ଆଲିୟା ଭଟ୍ଟଙ୍କ ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର କପୁର ଓ ଆଲିୟା ଭଟ୍ଟ । ଦୁହେଁ ଦୁହିଁଙ୍କ ପ୍ରେମରେ ମସଗୁଲ ଥିଲାବେଳେ ଆସନ୍ତାବର୍ଷ ବିବାହ କରିବାକୁ ଯାଉଛନ୍ତି । ଅନେକ ସମୟରେ ଏହି ଦୁଇଜଣ ଏକାଠି ନଜର ଆସିଥାନ୍ତି । ତେବେ ନିକଟରେ ଏହି ପ୍ରେମୀ ଯୁଗଳଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍…

[ଭିଡିଓ] ମାର୍କଟରେ ନୂଆ ଟ୍ରେଣ୍ଡ ”ମେହେନ୍ଦି ବ୍ଲାଉଜ”

ଭୁବନେଶ୍ୱର : ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି 'ମେହେନ୍ଦି ବ୍ଲାଉଜ' । ହେଲେ ଏହି 'ମେହେନ୍ଦି ବ୍ଲାଉଜ' କଣ ? କହିବାକୁ ଗଲେ ଏହା ଏକ ବ୍ଲାଉଜ ନୁହେଁ । ବରଂ ହୀନା ମେହେନ୍ଦିକୁ ବଡିରେ ଆର୍ଟ କରାଯାଇ ବ୍ଲାଉଜର ରୂପ ଦିଆଯାଇଛି । ଜଣେ ମଡେଲ ଏହି ହିନା ମେହେନ୍ଦିରେ ତିଆରି ବ୍ଲାଉଜକୁ…

[ଭିଡିଓ] କେନାଲରେ ଭାସିଯାଉଥିଲେ ୪ ଯୁବକ, ଉଦ୍ଧାର କଲେ ସାହସୀ ପୋଲିସ କର୍ମୀ

ଭୁବନେଶ୍ୱର: ସାମ୍ନାକୁ ଆସିଲା ଛାତି ଥରାଇଦେଲା ଭଳି ଘଟଣା । ନିଜ ଜୀବନକୁ ବିପଦରେ ପକାଇ ୪ଜଣ ଯୁବକଙ୍କୁ ଉଦ୍ଧାର କଲେ ପୋଲିସ ଅଧିକାରୀ । ଏହି ସମସ୍ତ ଘଟଣା ମୋବାଇଲରେ କଏଦ ହୋଇଥିଲାବେଳେ ସୋସିଆଲ ମିଡିଆରେ ପୋଲିସ ଅଧିକାରୀଙ୍କୁ ଛୁଟିଛି ପ୍ରଶଂସାର ସୁଅ । ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର…

[ଭିଡିଓ] ମଣ୍ଡପରେ ନିଆଁ ଲାଗିଥିଲା, ଲୋକେ ବସି ଭୋଜି ଖାଉଥିଲେ

ଭୁବନେଶ୍ୱର: ଜାରି ରହିଛି ମ୍ୟାରେଜ ସିଜିନ୍ । ଅନେକ ଲୋକ ନିଜ ବିବାହ ଦିନକୁ ଅପେକ୍ଷା କରିଥିଲାବେଳେ ଆଉ କିଛି ଭୋଜିଭାତରେ ସାମିଲ ହେବାକୁ ପସନ୍ଦ କରିଥାନ୍ତି । ତେବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓଟି କିନ୍ତୁ ସମସ୍ତଙ୍କୁ ଚକିତ କରିଛି । ମୁମ୍ବାଇ ଥାନେ ଅଂଚଳର…

[ଭିଡିଓ] ଚର୍ଚ୍ଚାରେ ପୋଲିସ ଅଧିକାରୀ ବିଶାଲ ପଟେଲ୍‌

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ପୋଲିସ ଓ ପବ୍ଲିକ ମଧ୍ୟରେ ସେତେଟା ବନ୍ଧୁତାପୂର୍ଣ୍ଣ ସମ୍ପର୍କ ନାହିଁ । ପୋଲିସ ଉପରେ ରାଜନୈତିକ ଚାପ ହେଉ ଅବା ଅଯୋଗ୍ୟ ଅଧିକାରୀଙ୍କ ଶାସନ ନିଶା । ଅନେକ ସମୟରେ ପୋଲିସଙ୍କ ବିରୋଧରେ ଆସିଥାଏ ସାଧାରଣ ଜନତାଙ୍କ ଅଭିଯୋଗ । ହେଲେ ଜଣେ ପୋଲିସ ଅଧିକାରୀଙ୍କୁ…

[ଭିଡିଓ] ଜିମ୍ନାସିୟମରେ ପ୍ରି-ୱେଡିଂ ଫଟୋ ସୁଟ୍‌, ହେଲେ କାହିଁକି ?

ଭୁବନେଶ୍ୱର: ଚାଲିଛି ବିବାହ ଋତୁ । ଏହି ସମୟରେ ଭାରତର ଅନେକ ସ୍ଥାନରେ ବିଭିନ୍ନ ଲୋକ ବିବାହ କରିବା କିଛି ନୂଆ କଥା ନୁହେଁ । ତେବେ ବର୍ତ୍ତମାନ ସମୟରେ ବିବାହ ସମାରୋହରେ ପ୍ରି-ୱେଡିଂ ଫଟୋ ସୁଟ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିତା ତୁଲାଉଛି । ଏଥିପାଇଁ ଉଭୟ ବର ଓ କନ୍ୟା କ୍ରିଏଟିଭିଟି ମାମଲାରେ…

[ଭିଡିଓ] କାନପୁର ଟେଷ୍ଟ ମ୍ୟାଚରେ କମାଲ ଦେଖାଇଲେ ଶ୍ରେୟସ୍‌, ହେଲେ ଚର୍ଚ୍ଚାରେ ଏହି ବ୍ୟକ୍ତି

ଭୁବନେଶ୍ୱର: ଧିମା ପଡିଛି କରୋନା ଲହରି । ଭାରତ ବନାମ୍ ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କୁ ସୁଯୋଗ ମିଳିଛି । କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖଚାଖଚ ଦର୍ଶକମାନେ ଗିଲ୍‌, ଶ୍ରେୟସ୍ ଓ ଜାଡେଜାଙ୍କ ଅର୍ଦ୍ଧଶତକର ସାକ୍ଷୀ ସାଜିଥିଲେ । ହେଲେ କ୍ରିକେଟ୍ ମ୍ୟାଚକୁ ବାଦ୍ ଦେଲେ…

[ଭିଡିଓ] ଫିଲ୍ମ ସୂର୍ଯ୍ୟବଂଶୀ ଗୀତର ତାଳେତାଳେ ନାଚିଲେ ହିମାଳୟର ଭିକ୍ଷୁକ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ପ୍ରତିଦିନ ସାମ୍ନାକୁ ଆସେ ଯାହା ଲୋକଙ୍କ ଧ୍ୟାନ ଆକର୍ଷଣ କରିଥାଏ । ଅନେକ ଭାଇରାଲ୍ ଭିଡିଓରେ କିଛି ଲୁକ୍କାୟିତ ପ୍ରତିଭା ମଧ୍ୟ ସାମ୍ନାକୁ ଆସିଥାଏ । ଏହି ଧାରାରେ ହିମାଳୟରେ ରହୁଥିବା କିଛି ଭିକ୍ଷୁକଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ।…

[ଭିଡିଓ] ବିବାହ ବେଦୀ ଛାଡି ପରୀକ୍ଷା ହଲରେ ଗୁଜରାଟି କନ୍ୟା

ଭୁବନେଶ୍ୱର: ଶିକ୍ଷାକୁ ଅଗ୍ରାଧିକାର ଦେଇ ଜଣେ ଯୁବତୀ ନିଜ ବିବାହ ଦିନ ପରୀକ୍ଷା ଦେଲେ । ବିବାହ ବେଦୀରେ ହାତଗଣ୍ଠି ପଡିବା ପୂର୍ବରୁ ସେ କନ୍ୟା ବେଶରେ ପରୀକ୍ଷା ହଲରେ ଆସି ପହଂଚିଥିଲେ । ଏହି ଘଟଣାର ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଗୁଜରାଟ ରାଜକୋଟ…