Latest Odisha News

BREAKING NEWS

Browsing Category

ଭାଇରାଲ୍ ଭିଡିଓ

[ଭାଇରାଲ୍ ଭିଡିଓ] ମହିଳାଙ୍କ ପେଟରୁ ବାହାରିଲା ୪ଫୁଟର ସାପ !

ଭୁବନେଶ୍ୱର: କଥାଟା ହଜମ ହେଉନଥିଲେ ବି ସତ । ଜଣେ ମହିଳାଙ୍କ ପାଟି ବାଟ ଦେଇ ପେଟରୁ ବାହାରିଲା ୪ଫୁଟ୍‌ର ସାପ । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ଡାକ୍ତରଙ୍କୁ ନାକେଦମ ହେବାକୁ ପଡିଥିଲା । ଭିଡିଓରେ ଡାକ୍ତରମାନେ ଜଣେ ମହିଳାଙ୍କ ପାଟିରୁ ଏକ ଟ୍ୟୁବ୍ ଜରିଆରେ ସାପ ବାହାର…

[ଭାଇରାଲ ଭିଡ଼ିଓ] ମହିଳାଙ୍କ ଦୁଃସାହସିକତା: ବିଦ୍ୟୁତ୍ ତାରରେ ଶୁଖାଉଛନ୍ତି ଲୁଗା

ଭୁବନେଶ୍ୱର: ଆପଣ ଅନେକ ଦୁଃସାହସିକ କାର୍ଯ୍ୟ ନିଜ ଜୀବନରେ ଦେଖିଥିବେ । କେଉଁଠି ଆକାଶରେ ଉଡିବା ହେଉ କି ପାଣିରେ ବୁଡିବା । ଆହୁରି ମଧ୍ୟ ଅନେକ କିଛି । ତେବେ ଆଜି ଆମେ ଆପଣନକୁଜନେ ମହିଳାଙ୍କର ଏପରି ଏକ ଦୁଃସାହସିକ କାର୍ଯ୍ୟ ଦେଖାଇବୁ ଯାହା ଦେଖିଲେ ଆପଣ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ ।…

[ଭାଇରାଲ ଭିଡ଼ିଓ] ସମୁଦ୍ରରେ ବିସ୍ଫୋରଣ, ବୁଡିଗଲା ୧୫୦ ଫୁଟ୍‌ର ବିଳାସମୟ ନୌକା !

ଭୁବନେଶ୍ୱର: ସମୁଦ୍ର ମଝିରେ ତୀବ୍ର ବିସ୍ଫୋରଣ । ପ୍ରଥମେ ଜଳିଲା ପରେ ବୁଡିଗଲା ୧୫୦ଫୁଟ୍‌ର ବିଳାସମୟ ନୌକା । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ଏହାକୁ ଜାରି କରିଛି ଇଟାଲୀୟ କୋଷ୍ଟ ଗାର୍ଡ । ଭିଡିଓରେ ସ୍ପଷ୍ଟ ଭାବେ ଏକ ବିରାଟ ବିଳାସମୟ ନୌକାରେ ନିଆଁ ଲାଗିଥିବାର…

[ଭାଇରାଲ୍ ଭିଡିଓ] “ମୋ ବାପା ମୋତେ ମାରିଦେବେ” କୁମ୍‌କୁମ୍ ଭାଗ୍ୟ ଅଭିନେତ୍ରୀ !

ଉତ୍ତରପ୍ରଦେଶ: କୁମ୍‌କୁମ୍ ଭାଗ୍ୟ ଟିଭି ସିରିଜ୍ ଅଭିନେତ୍ରୀଙ୍କ ଭାଇରାଲ୍ ଭିଡିଓ । ନିଜ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ ତୃପ୍ତି ଶଙ୍ଖଧର । ମୋ ବାପା ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି । କିଛି ଏପରି କହି ଚହଳ ସୃଷ୍ଟି କରିଛନ୍ତି ତୃପ୍ତି । ହେଲେ କାହିଁକି ?…

ଅନ୍‌-ଲାଇନ୍‌ରେ ପାଦ ଫଟୋ ବିକି କୋଟିପତି !

ଭୁବନେଶ୍ୱର: ଦୁନିଆରେ ଅର୍ଥ ଉପାର୍ଜନ କରିବାକୁ କିଏ ବା ନ ଚାହେଁ ? ଇଣ୍ଟରନେଟ ଯୁଗରେ କିଛି ସାଧାରଣ ଲୋକ ଅର୍ଥ ଆୟ କରିବାର ଅସାଧାରଣ ଉପାୟ ଖୋଜିପାଇଛନ୍ତି । ଜଣେ ବ୍ୟକ୍ତି କେବଳ ନିଜ ପାଦର ଫଟୋ ବିକି ମାସକୁ ପ୍ରାୟ ୩ ଲକ୍ଷ ଟଙ୍କା ଇନକମ୍ କରୁଛନ୍ତି । ଆମେରିକା ଆରିଜୋନାର ୩୫ବର୍ଷୀୟ…

[ଭାଇରାଲ ଭିଡ଼ିଓ] ମ୍ୟୁଜିକ ତାଳେତାଳେ ନାଚୁଛି ପାରା

ଭୁବନେଶ୍ୱର: ସଙ୍ଗୀତ ରେ ସଭିଏଁ ମତୁଆଲା । ପିଲାଠୁ ବୁଢା, ମଣିଷଠୁ ପଶୁପକ୍ଷୀ ସଭିଏଁ । ତେବେ ଗୀତ ତାଳରେ ତାଳ ମଣିଷଙ୍କୁ ତ ଡ୍ୟାନ୍ସ କରୁଥିବାର ସମସ୍ତେ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଦେଖାଇବୁ ଏପରି ବକ ପକ୍ଷୀ ଯିଏ ମୋବାଇଲ ରିଙ୍ଗଟୋନରେ ଭିନ୍ନ ଭିନ ଟୋନରେ ଡ୍ୟାନ୍ସ କରିଥିବାର…

[ଭାଇରାଲ୍ ଭିଡିଓ] ମାଗଣାରେ ମାଡ ଖାଉଛି ସର୍ବହରା ଜନତା !

ଉତ୍ତରପ୍ରଦେଶ: ସତରେ କ'ଣ କରୋନା କାଳରେ ଅଲୋଡା ସାଧାରଣ ଜନତା ? ସାରା ବିଶ୍ୱ ଠପ୍ ପଡିଥିବାବେଳେ ପଡିଉଠି ମୁଣ୍ଡ ଟେକିବାକୁ ଚେଷ୍ଟା କରୁଛନ୍ତି ନୀରିହ ଜନତା । ହେଲେ କିଛି ଉଦ୍ଦେଶ୍ୟହୀନ ସରକାରୀ କର୍ମଚାରୀଙ୍କ ପାଇଁ ବଦନାମ ହେଉଛି ସମଗ୍ର ପ୍ରଶାସନ । ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରୁ…

[ଭାଇରାଲ୍ ଭିଡିଓ] ଲୁଟ୍ ଉଦ୍ୟମ ପରେ ଗିରଫ, ଫଇସଲା ଅନ୍ ଦ ସ୍ପଟ୍ !

ମଧ୍ୟପ୍ରଦେଶ: ମହଙ୍ଗା ପଡିଲା ଛୁରୀ ଦେଖାଇ ଗାଡି ଲୁଟ୍ ଉଦ୍ୟମ । ପୋଲିସ ହାତରେ ଧରାପଡି ଜନତାଙ୍କ ଆଗରେ ଖୁଲମ୍‌ଖୋଲା ଉଠ୍‌ବସ୍ । କିଛି ଏପରି ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମଧ୍ୟପ୍ରଦେଶ ଇନ୍ଦୋରରର ଦ୍ୱାରିକାପୁରୀ ଅଂଚଳ । ଗୁରୁବାର ସଂଧ୍ୟାରେ ଦୁଇଜଣ ଯୁବକ ଛୁରୀ ଦେଖାଇ ଗାଡି ଲୁଟିବାକୁ…

[ଭାଇରାଲ୍ ଭିଡିଓ] ସାରା ବିଶ୍ୱରେ ଟ୍ରେଣ୍ଡ ସେଟର ପାଲଟିଲା “ନମସ୍କାର” !

ଭୁବନେଶ୍ୱର: କରୋନା କବଳରୁ ବର୍ତ୍ତିନାହାନ୍ତି ଧନୀ କି ଗରିବ । ଖାସ କରି ନେତା ଓ ମନ୍ତ୍ରୀଙ୍କ କାମ ଏହି ସମୟରେ ଢେର ବଢିଯାଇଛି । ମିଟିଂ, ପ୍ରେସ କନଫେରେନ୍ସ ଓ ଯୋଜନାମୂଳକ କାମରେ ମନ୍ତ୍ରୀମାନଙ୍କୁ ଅନେକ ଲୋକଙ୍କ ସହ ସାକ୍ଷାତ କରିବାକୁ ପଡୁଛି । କରୋନାରୁ ରକ୍ଷା ପାଇବା ପାଇଁ ଏବେ…

[ଦେଖନ୍ତୁ ଭିଡ଼ିଓ] ଲାଇଭ ସୋ’ ରେ ନ୍ୟୁଜ ଉପସ୍ଥାପିକାଙ୍କର ଗଳି ପଡ଼ିଲା ଦାନ୍ତ, ଆଉ ତା ପରେ…

ଓଡିଶା ସମ୍ବାଦ ବ୍ୟୁରୋ: ଲାଇଭ୍ ଟିଭି ସୋ’ରେ ପଢୁଥିଲେ ନ୍ୟୁଜ୍ । ହଠାତ ପାଟିରୁ ଖସିପଡିଲା ଦାନ୍ତି ।ଆଉ ତାପରେ କଣ ହେଲା? ସୂଚନାଯୋଗ୍ୟ, ଏହି ଦୃଶ୍ୟ ୟୁକ୍ରେନର ଏକ ଟିଭି ସୋ’ର । ଏଥିରେ ଚ୍ୟାନେଲର ଖବର ଉପସ୍ଥାପିକା ମରିକା ପଡଲ୍କୋ ନ୍ୟୁଜ୍ ପଢୁଥିଲେ । ଅଚାନକ୍ ତାଙ୍କ ପାଟିରୁ ଦାନ୍ତ…