Latest Odisha News

BREAKING NEWS

Browsing Category

ଭାଇରାଲ୍ ଭିଡିଓ

ଏଜାଜ୍ ଖାନଙ୍କୁ ମହଙ୍ଗା ପଡିପାରେ ଭାଇରାଲ୍ ଭିଡିଓ !

ମୁମ୍ବାଇ: ବଲିଉଡର କାମଚଳା ଅଭିନେତା ଏଜାଜ ଖାନ ସବୁବେଳେ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ପଣ୍ଡିତଙ୍କ ବିରୋଧୀ ଏକ ଭିଡିଓ ଭାଇରାଲ୍ ହେବା ପରେ ପୁଣିଥରେ ଏଜାଜ୍ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ଲୋକେ ଏଜାଜଙ୍କୁ ଟ୍ରୋଲ୍ କରିବା ସହ ତାଙ୍କୁ ଗିରଫ…

[ଭିଡିଓ] ମୋବାଇଲରେ କଏଦ ଖୁଲମ୍‌ଖୋଲା ଲୁଟ୍ ମାମଲା !

କର୍ନାଟକ: ଦିନ ଦ୍ୱିପହରେ ଛୁରୀ ଦେଖାଇ ଲୁଟ୍ । ଲୁଟ୍ ସମୟରେ ରାସ୍ତା ଶୁନଶାନ୍ ନଥିଲା । ସାଧାରଣ ଦିନ ପରି ସାଧାରଣ ଲୋକେ ଯିବାଆସିବା ବି କରୁଥିଲେ । ହେଲେ କେହି ଜଣେ ଏପରି ଘଟଣାକୁ ରୋକିବା ଲାଗି ସାହାସ ଜୁଟାଇ ପାରିନଥିଲେ । ଏହି ଭିଡିଓରେ ଦୁଇଜଣ ଯୁବକ ଛୁରୀ ଦେଖାଇ ଜଣେ ବ୍ୟକ୍ତିଙ୍କୁ…

[ଭିଡିଓ] ଚୋରୀ କରିବା ପୂର୍ବରୁ ପ୍ରାର୍ଥନା କଲା ଧାର୍ମିକ ଚୋର !

ତାମିଲନାଡୁ: ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି । ଜଣେ ଚୋର ଚୋରୀ କରିବା ପୂର୍ବରୁ ମନ୍ଦିରରେ ପ୍ରାର୍ଥନା କରିଥିଲା । ଏହି କାରଣରୁ ଚୋରକୁ ମିଳିଛି ଧାର୍ମିକ ଚୋରର ଆଖ୍ୟା । ତେବେ କେଉଁଠି ଘଟିଛି ଏହି ଘଟଣା ? ଚେନ୍ନାଇର ଥିରୁୱନମେୟୁର ଅଂଚଳରୁ ପ୍ରଥମେ ଭାଇରାଲ…

ମରିବା ପାଇଁ ଫ୍ରିଜ ବାକ୍ସରେ ଛାଡିଦେଲେ ପରିବାର ଲୋକେ; ଭିଡ଼ିଓ ହେଲା ଭାଇରାଲ

ସାଲେମ: ସାଧାରଣରେ ଆତଙ୍କ ସୃଷ୍ଟି କରିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ତାମିଲନାଡୁର ସାଲେମ ଜିଲ୍ଲାରେ ଘଟିଛି । ସୂଚନାଅନୁଯାୟୀ, ଜଣେ ୭୪ ବର୍ଷ ବୟସ୍କ ଗୁରୁତର ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ଏକ ଫ୍ରିଜ ବାକ୍ସରୁ ଉଦ୍ଧାର କରାଯାଇଥିଲା। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ପରିବାର ଲୋକେ…

[ଭାଇରାଲ୍ ଭିଡିଓ] ବିଚ୍ ରାସ୍ତାରେ ଲୋମଟାଙ୍କୁରା ମାଡ !

ମଧ୍ୟପ୍ରଦେଶ: ବିଚ୍ ରାସ୍ତାରେ ଜଙ୍ଗଲରାଜ । ଦୁର୍ଘଟଣା ପାଇଁ ମରଣାନ୍ତକ ଆକ୍ରମଣ । ସବୁ ଦେଖି ଶୁଣି ଦେଖଣାହାରୀ ସାଜିଥିଲେ ସାଧାରଣ ଜନତା । ହେଲେ ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓକୁ ଯେ କେହି ବି ଦେଖିଛନ୍ତି, ଭୟରେ ତାଙ୍କ ଦେହ ଶୀତେଇ ଉଠିଛି ।…

[ଭାଇରାଲ୍ ଭିଡିଓ] ପୋଲିସକୁ ହାଣ୍ଡିଆ ବେପାରୀଙ୍କ ନିସ୍ତୁକ ମାଡ !

ମୟୁରଭଂଜ: ହାଣ୍ଡିଆ ବିକ୍ରୟ କରୁଥିବା ଜଣେ ଆଦିବାସୀ ମହିଳାଙ୍କ ଔଦ୍ଧତ୍ୟର ଉଦାହରଣ । ପୋଲିସ ଓ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ । ମୟୁରଭଂଜ ଜିଲ୍ଲାରୁ ଆସିଛି ଏଭଳି ଅପ୍ରୀତିକର ଭିଡିଓ । ଯେଉଁଠି ଜଣେ କର୍ତ୍ତବ୍ୟରତ ମହିଳା କନେଷ୍ଟବଳଙ୍କୁ ଅନ୍ୟ ଜଣେ ମହିଳା ହାତ ଉଠାଇବାକୁ ପଛାଇନଥିଲେ । ସୋସିଆଲ…

ଚର୍ଚ୍ଚାରେ ୫ ଭାରତୀୟ କ୍ରିକେଟର୍‌ଙ୍କ ପତ୍ନୀ ଓ ବାନ୍ଧବୀଙ୍କ ଫଟୋ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଏହି ୫ ଭାରତୀୟ କ୍ରିକେଟର୍‌ଙ୍କ ପତ୍ନୀ ଏବଂ ବାନ୍ଧବୀଙ୍କ ଫଟୋ ଏବଂ ଭିଡିଓ। ଚହଲ ଓ ଧନଶ୍ରୀ ସ୍ପିନର୍ ୟୁଜ୍‌ବେନ୍ଦ୍ର ଚହଲ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୮ ରନ୍ ବିନିମୟରେ ୩ ୱିକେଟ୍ ନେବା ପରେ ଚହଲ୍…

[ଦେଖନ୍ତୁ ଭିଡ଼ିଓ] ଟ୍ୱିଟରରେ ଭାଇରାଲ ହେଉଛି ଏହି ନୀଳ ରଙ୍ଗର ସାପ, ଦେଖିଲେ ଆଖି ଲାଖିଯିବ !

ଭୁବନେଶ୍ୱର: ପ୍ରକୃତି ଏପରି ଅନେକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଯାହା ବେଳେ ବେଳେ ମଣିଷକୁ ବିସ୍ମିତ କରିଦିଏ । ମଣିଷକୁ ବିସ୍ମିତ କଲାଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି, ଯାହାକୁ ଦେଖିଲେ ପ୍ରକୃତିର ସୌନ୍ଦର୍ଯ୍ୟର ପରିସୀମା କେତେ ଯେ ବ୍ୟାପ୍ତ ତାହା ସ୍ପଷ୍ଟ ହେଉଛି । ଏହି…

[ଭିଡ଼ିଓ] ଠାବ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ଜାହାଜ !

ଭୁବନେଶ୍ୱର: ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ଲଢୁଆ ପାଣିଜାହାଜ । ଆଉ ତା ପୁଣି ୮୦ ବର୍ଷ ପରେ । ଉଦ୍ଧାର ହୋଇଥିବା ଜାହାଜଟି ଜର୍ମାନୀର ବୋଲି ଜଣାପଡିଛି । ଏକ ସମୁଦ୍ର ଛାନବିନ୍ ଦଳ ଜର୍ମାନୀ ଲଢୁଆ ପାଣି ଜାହାଜର ଭଗ୍ନାବଶେଷକୁ ଠାବ କରିବାରେ ସଫଳ ହୋଇଛନ୍ତି । ପୁରୁଣା ଫଟୋ, ସୋନାର୍…

[ଭାଇରାଲ ଭିଡିଓ] ମଦ ମାଫିଆଙ୍କ ମାଡରେ ଲହୁଲୁହାଣ ପୋଲିସ !

ବିହାର: ଦିନ ଦ୍ୱିପହରେ ପୋଲିସକୁ ଖୋଲାଖୋଲି ମରଣାନ୍ତକ ଆକ୍ରମଣ । ସୋସିଆଲ ମିଡିଆରେ ଭଇରାଲ୍ ହୋଇଥିବା ଏହି ଭିଡିଓଟି ବିହାର ପାଟନାରୁ ଆସିଛି । ଯେଉଁଠି ମଦ ମାଫିଆଙ୍କ ଆକ୍ରୋଶର ଶିକାର ହୋଇଥିଲେ ଜଣେ ପୋଲିସ କର୍ମଚାରୀ । ପୋଲିସ କର୍ମୀଙ୍କ ଦୋଷ କେବଳ ଏତିକି ଥିଲା ବେଆଇନ ମଦ କାରବାରକୁ ନେଇ…