Latest Odisha News

BREAKING NEWS

Browsing Category

ଭାଇରାଲ୍ ଭିଡିଓ

[ଭିଡିଓ] ମଣ୍ଡପରେ ନିଆଁ ଲାଗିଥିଲା, ଲୋକେ ବସି ଭୋଜି ଖାଉଥିଲେ

ଭୁବନେଶ୍ୱର: ଜାରି ରହିଛି ମ୍ୟାରେଜ ସିଜିନ୍ । ଅନେକ ଲୋକ ନିଜ ବିବାହ ଦିନକୁ ଅପେକ୍ଷା କରିଥିଲାବେଳେ ଆଉ କିଛି ଭୋଜିଭାତରେ ସାମିଲ ହେବାକୁ ପସନ୍ଦ କରିଥାନ୍ତି । ତେବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓଟି କିନ୍ତୁ ସମସ୍ତଙ୍କୁ ଚକିତ କରିଛି । ମୁମ୍ବାଇ ଥାନେ ଅଂଚଳର…

[ଭିଡିଓ] ଚର୍ଚ୍ଚାରେ ପୋଲିସ ଅଧିକାରୀ ବିଶାଲ ପଟେଲ୍‌

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ପୋଲିସ ଓ ପବ୍ଲିକ ମଧ୍ୟରେ ସେତେଟା ବନ୍ଧୁତାପୂର୍ଣ୍ଣ ସମ୍ପର୍କ ନାହିଁ । ପୋଲିସ ଉପରେ ରାଜନୈତିକ ଚାପ ହେଉ ଅବା ଅଯୋଗ୍ୟ ଅଧିକାରୀଙ୍କ ଶାସନ ନିଶା । ଅନେକ ସମୟରେ ପୋଲିସଙ୍କ ବିରୋଧରେ ଆସିଥାଏ ସାଧାରଣ ଜନତାଙ୍କ ଅଭିଯୋଗ । ହେଲେ ଜଣେ ପୋଲିସ ଅଧିକାରୀଙ୍କୁ…

[ଭିଡିଓ] ଜିମ୍ନାସିୟମରେ ପ୍ରି-ୱେଡିଂ ଫଟୋ ସୁଟ୍‌, ହେଲେ କାହିଁକି ?

ଭୁବନେଶ୍ୱର: ଚାଲିଛି ବିବାହ ଋତୁ । ଏହି ସମୟରେ ଭାରତର ଅନେକ ସ୍ଥାନରେ ବିଭିନ୍ନ ଲୋକ ବିବାହ କରିବା କିଛି ନୂଆ କଥା ନୁହେଁ । ତେବେ ବର୍ତ୍ତମାନ ସମୟରେ ବିବାହ ସମାରୋହରେ ପ୍ରି-ୱେଡିଂ ଫଟୋ ସୁଟ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିତା ତୁଲାଉଛି । ଏଥିପାଇଁ ଉଭୟ ବର ଓ କନ୍ୟା କ୍ରିଏଟିଭିଟି ମାମଲାରେ…

[ଭିଡିଓ] କାନପୁର ଟେଷ୍ଟ ମ୍ୟାଚରେ କମାଲ ଦେଖାଇଲେ ଶ୍ରେୟସ୍‌, ହେଲେ ଚର୍ଚ୍ଚାରେ ଏହି ବ୍ୟକ୍ତି

ଭୁବନେଶ୍ୱର: ଧିମା ପଡିଛି କରୋନା ଲହରି । ଭାରତ ବନାମ୍ ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କୁ ସୁଯୋଗ ମିଳିଛି । କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖଚାଖଚ ଦର୍ଶକମାନେ ଗିଲ୍‌, ଶ୍ରେୟସ୍ ଓ ଜାଡେଜାଙ୍କ ଅର୍ଦ୍ଧଶତକର ସାକ୍ଷୀ ସାଜିଥିଲେ । ହେଲେ କ୍ରିକେଟ୍ ମ୍ୟାଚକୁ ବାଦ୍ ଦେଲେ…

[ଭିଡିଓ] ଫିଲ୍ମ ସୂର୍ଯ୍ୟବଂଶୀ ଗୀତର ତାଳେତାଳେ ନାଚିଲେ ହିମାଳୟର ଭିକ୍ଷୁକ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ପ୍ରତିଦିନ ସାମ୍ନାକୁ ଆସେ ଯାହା ଲୋକଙ୍କ ଧ୍ୟାନ ଆକର୍ଷଣ କରିଥାଏ । ଅନେକ ଭାଇରାଲ୍ ଭିଡିଓରେ କିଛି ଲୁକ୍କାୟିତ ପ୍ରତିଭା ମଧ୍ୟ ସାମ୍ନାକୁ ଆସିଥାଏ । ଏହି ଧାରାରେ ହିମାଳୟରେ ରହୁଥିବା କିଛି ଭିକ୍ଷୁକଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ।…

[ଭିଡିଓ] ବିବାହ ବେଦୀ ଛାଡି ପରୀକ୍ଷା ହଲରେ ଗୁଜରାଟି କନ୍ୟା

ଭୁବନେଶ୍ୱର: ଶିକ୍ଷାକୁ ଅଗ୍ରାଧିକାର ଦେଇ ଜଣେ ଯୁବତୀ ନିଜ ବିବାହ ଦିନ ପରୀକ୍ଷା ଦେଲେ । ବିବାହ ବେଦୀରେ ହାତଗଣ୍ଠି ପଡିବା ପୂର୍ବରୁ ସେ କନ୍ୟା ବେଶରେ ପରୀକ୍ଷା ହଲରେ ଆସି ପହଂଚିଥିଲେ । ଏହି ଘଟଣାର ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଗୁଜରାଟ ରାଜକୋଟ…

[ଭିଡିଓ] ମହାଜ୍ଞାନୀ ପାକିସ୍ତାନୀ ସୂଚନା ମନ୍ତ୍ରୀ ଫୱାଦ୍ ଚୌଧୁରୀ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅନେକ ଥର ପାକିସ୍ତାନୀ ମନ୍ତ୍ରୀଙ୍କର ମୁର୍ଖତା ସାମ୍ନାକୁ ଆସିଛି । ବେଳେବେଳେ କିଛି ନଜାଣି ନବୁଝି ସେମାନେ ଏପରି କିଛି ବୟାନ୍ ଦେଇଥାନ୍ତି, ଯାହା ପରେ ତାଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଥାଏ । ନିକଟରେ ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ…

[ଭିଡିଓ] ସଙ୍ଗୀତ ସମାରୋହରେ ଉଡିଲା ବିଡାବିଡା ଟଙ୍କା

ଭୁବନେଶ୍ୱର: ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏଥିରେ କଏଦ ହୋଇଛି ସଙ୍ଗୀତ ସମାରୋହର କିଛି ଅବିଶ୍ୱସନୀୟ ଦୃଶ୍ୟ । ଜଣେ ଗାୟିକା ଗୀତ ଗାଉଥିବାବେଳେ ନିକଟରେ ଥିବା ଲୋକ ଉଡାଇଥିଲେ ବିଡାବିଡା ଟଙ୍କା । ଭିଡିଓଟି ଗୁଜରାଟରୁ ଆସିଛି । ସେଠିକାର ଚର୍ଚ୍ଚିତ ଗାୟିକା…

[ଭିଡିଓ] ଭାଙ୍ଗିଲା ପ୍ରଭୁ କୃଷ୍ଣଙ୍କ ମୂର୍ତ୍ତି, ସଜାଡିବାକୁ ଡାକ୍ତରଖାନା ପହଂଚିଲେ ପୂଜକ

ଭୁବନେଶ୍ୱର: ପୁରାଣ ଓ ଶାସ୍ତ୍ର ଅନୁଯାୟୀ ଦିଅଁଙ୍କୁ ବି ଜ୍ୱର ହୋଇଥାଏ । ଏଥିପାଇଁ ରହିଛି ନାନା ନୀତି ନିୟମ । ତେବେ କୌଣସି ଦେବାଦେବୀ ଆହତ କାରଣରୁ ଡାକ୍ତରଖାନା ଯିବା ବୋଧ ହୁଏ ଆପଣ କେବେ ଦେଖିନଥିବେ କିମ୍ବା ଶୁଣିନଥିବେ । ହେଲେ ଓଡିଶାଠୁ ଦୂରରେ ଥିବା ଉତ୍ତରପ୍ରଦେଶରେ ଏପରି ଏକ ଘଟଣା…

[ଭିଡିଓ] ବାରଣାସୀ ରାସ୍ତାରେ ଭିକ ମାଗୁଛନ୍ତି ବିଏସ୍‌ସି ଗ୍ରାଜୁଏଟ୍ ମହିଳା !

ଭୁବନେଶ୍ୱର: ଭଲ ଶିକ୍ଷା, ପରିବାରର ବ୍ୟକଗ୍ରାଉଣ୍ଡ ଓ ଉଚ୍ଚ ପାଉଣାଯୁକ୍ତ ଚାକିରୀ ଉପରେ ନିର୍ଭର ଆମ ଜୀବନର ମାପଦଣ୍ଡ । ହେଲେ ବେଳେବେଳେ ଆମ ଜୀବନ ଅପ୍ରତ୍ୟଶିତ ଭାବେ ଧାରା ପରିବର୍ତ୍ତନ କରିଥାଏ । ସବୁ ଥାଇ ବି ପାଖରେ କେହି ନଥାନ୍ତି । ଉଦାହରଣ ସ୍ୱରୂପ ଶିକ୍ଷାଗତ ଯୋଗ୍ୟତା ଥାଇ ସୁଦ୍ଧା ଅନେକ…