Latest Odisha News

BREAKING NEWS

Browsing Category

ଭାଇରାଲ୍ ଭିଡିଓ

[ଭିଡିଓ] କନଫେରେନ୍ସରେ ପାକିସ୍ତାନୀ ସାମ୍ବାଦିକ ଓ ତାଲିବାନୀ ଆତଙ୍କବାଦୀର ମଧୁଚନ୍ଦ୍ରିକା

ଭୁବନେଶ୍ୱର: ଆଫଗାନିସ୍ତାନରେ ତାଲିବାନର କବ୍‌ଜାକୁ ନେଇ ପାକିସ୍ତାନର ପରୋକ୍ଷ ସମର୍ଥନ ରହିଛି । ହେଲେ ବିଶ୍ୱ ଦରବାରରେ କିନ୍ତୁ ପାକିସ୍ତାନ ଦେଖାଇଥିଲା କୁମ୍ଭୀର କାନ୍ଦଣା । ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ତାଲିବାନର ପ୍ରବକ୍ତା ତଥା…

[ଭିଡିଓ] କେବେ ଖାଇଛନ୍ତି କୋଇଲାରେ ପ୍ରସ୍ତୁତ ବ୍ଲାକ୍ ଇଡ୍‌ଲି ?

ଭୁବନେଶ୍ୱର: ଦୁନିଆ ଆଗେଇଛି । ଲୋକଙ୍କ ଚାହିଦା ଓ ପସନ୍ଦରେ ମଧ୍ୟ ଘୋର ପରିବର୍ତ୍ତନ ଦେଖାଦେଇଛି । ଏହାରି ଭିତରେ ଲୋକଙ୍କ ସ୍ୱାଦ ମଧ୍ୟ ଯଥେଷ୍ଟ ବଦଳିଛି । ଭଳିକିଭଳି ତଥା ନୂଆ ସ୍ୱାଦ ଉଦ୍ଭାବନ କରିବାକୁ ଯାଇ ଅନେକ ଲୋକ ଉଟପଟାଙ୍ଗ ଆଇଟମ୍ ପ୍ରସ୍ତୁତ କରିଥାନ୍ତି । ପୂର୍ବରୁ ଫାଣ୍ଟା…

[ଭିଡ଼ିଓ]ନିଜ ସାଥୀର ଜୀବନ ବଞ୍ଚାଇବା ପାଇଁ ବିଷଧର ସାପ ସହ ଝିଟିପିଟିର ଲଢ଼େଇ

ଭୁବନେଶ୍ୱର: ସାପ ଓ ନେଉଳର ଲଢ଼େଇ ଅନେକଥର ଦେଖିଥିବେ । ଦୁହିଁଙ୍କ ଲଢ଼େଇ ମଧ୍ୟରେ ନେଉଳ ସାପ ଉପରେ ଅଧିକ ପ୍ରଭାବଶାଳୀ ହୋଇଥାଏ । ହେଲେ ସାପ ଯଦି ଅନ୍ୟ କୌଣସି ଜୀବ ସହିତ ଲଢ଼େଇ କରେ, ତାହେଲେ ସାପ ପ୍ରଭାବଶାଳୀ ହେଉଥିବା ଦେଖିବାକୁ ମିଳେ । ଆମେ ସମସ୍ତେ ଜାଣୁ ଯେ, ସାପର ବିଭିନ୍ନ ପ୍ରଜାତି…

[ଭିଡିଓ] ଭାରତରେ ପାକିସ୍ତାନୀ ଫୁଡ୍ ଫେଷ୍ଟିଭାଲ ବନ୍ଦ କଲା ବଜରଙ୍ଗ ଦଳ

ଭୁବନେଶ୍ୱର: ଗୁଜରାଟରେ ପାକିସ୍ତାନୀ ଫୁଡ୍ ଫେଷ୍ଟିଭାଲ ପାଇଁ ହୋଇଥିଲା ଭବ୍ୟ ଆୟୋଜନ । ଖବର ପାଇ ଏକ ରେଷ୍ଟୁରାଣ୍ଟରେ ପହଂଚିଥିଲା ବଜରଙ୍ଗ ଦଳ । ହୋଇଥିଲା ଜୟ ଶ୍ରୀରମ ଓ ହର ହର ମହାଦେବ ନାରାବାଜି । ଶେଷରେ ଫୁଡ୍ ଫେଷ୍ଟିଭାଲ ବନ୍ଦ କରିବା ସହ ବ୍ୟାନର ଜାଳି ପ୍ରତିବାଦ କରିଥିଲା ବଜରଙ୍ଗ ଦଳ ।…

[ଭିଡିଓ] ଆପତକାଳୀନ ସିପିଆର୍ ପାଇଁ ବଂଚିଲା ମାଙ୍କଡ ଜୀବନ

ଭୁବନେଶ୍ୱର: ମଣିଷର ଉପସ୍ଥିତି ବୁଦ୍ଧି ଯୋଗୁଁ ବଂଚିଗଲା ମାଙ୍କଡର ଜୀବନ । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ଭିଡିଓଟି ଦେଖିବାକୁ ସାମାନ୍ୟ ଅଡୁଆ ଲାଗିପାରେ । ହେଲେ ଏହା ପଛର ସମ୍ପୁର୍ଣ୍ଣ କାରଣ ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ଡିସେମ୍ବର ୧୦ ତାରିଖ ତାମିଲନାଡୁର…

[ଭିଡିଓ] ଆକାଶରେ ଉଡିଲା କାର ପାର୍ଟସରେ ନିର୍ମିତ ହେଲିକପ୍ଟର

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ହେଲିକପ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି । କାହିଁକି ନା ଏହି ହେଲିକପ୍ଟର୍ କାରଖାନାରେ ନୁହେଁ ବରଂ କାର ଗ୍ୟାରେଜରେ ନିର୍ମିତ ହୋଇଛି । ଆକାଶରେ ଏହି ହେଲିକପ୍ଟର ଉଡୁଛି ସତ, ହେଲେ ଏଥିରେ ବ୍ୟବହାର ହୋଇଛି ଭଳିକିଭଳି ଯାନର ଯନ୍ତ୍ରାଂଶ । ବ୍ରାଜିଲର…

[ଭିଡିଓ] ପ୍ରଶାନ୍ତ ମହାସାଗର ଉପରେ କ’ଣ ଉଡୁଥିଲା, ୟୁଏଫ୍‌ଓ ନା ଆଉ କିଛି ?

ଭୁବନେଶ୍ୱର: ଏଲିଅନ୍ସକୁ ନେଇ ମାନବ ଜାତି ମନରେ ରହିଛି ଅସରନ୍ତି ପ୍ରଶ୍ନ ଓ କୌତୁହଳ । ଅନେକ ସମୟରେ ଭିନ୍ନଭିନ୍ନ ଲୋକ ଏଲିଅନ୍ସ କିମ୍ବା ୟୁଏଫ୍‌ଓ ଦେଖିଥିବା ନେଇ ଦାବି କରିଆସିଛନ୍ତି । ହେଲେ କେବେ ବି ସେମାନଙ୍କ ଦାବିକୁ ବିଜ୍ଞାନ ସହଜରେ ଗ୍ରହଣ କରିପାରିନି । ତେବେ ନିକଟରେ ୟୁଏଫ୍‌ଓ…

[ଭିଡିଓ] ମହଙ୍ଗା ପଡିଲା ଦହି କିଣା, ନିଲମ୍ବିତ ହେଲେ ଟ୍ରେନ୍ ଚାଳକ

ଭୁବନେଶ୍ୱର: ନିର୍ଦ୍ଧାରିତ ଷ୍ଟେସନ୍ ପୂର୍ବରୁ ଟ୍ରେନ ଅଟକାଇଥିଲେ ଚାଳକ । ଖାସ ଦହି କିଣିବାକୁ ଏପରି ନିଷ୍ପତ୍ତି ନେବା ଟ୍ରେନ ଚାଳକଙ୍କୁ ମହଙ୍ଗା ପଡିଛି । ଶେଷରେ ଟ୍ରେନ ଚାଳକଙ୍କ ଏପରି ମାନସିକତାକୁ ନେଇ ତାଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ରହିଛି । ଏହି ଭିଡିଓରେ ଆପଣ ସ୍ପଷ୍ଟ ଭାବେ…

[ଭିଡିଓ] ବିଶ୍ୱାସଘାତ: ଛେପର ଲେପରେ ପ୍ରସ୍ତୁତ ହେଉଥିଲା ତନ୍ଦୁରୀ ରୁଟି

ଭୁବନେଶ୍ୱର: ଢାବା, ବିବାହ ଭୋଜିରେ ତନ୍ଦୁରୀ ନାନ୍ କିମ୍ବା ରୁଟି ଖାଉଥିଲେ ହୋଇଯାଆନ୍ତୁ ସାବଧାନ । ହୁଏ ତ ଆପଣଙ୍କ ବିଶ୍ୱାସ ସହ କେହି ସଂଘାତିକ ଖେଳ ଖେଳିଥାଇପାରନ୍ତି । ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓଟିକୁ ଦେଖିଲେ ଆପଣ ସବୁକିଛି ବୁଝିପାରିବେ । ଦାବି ହୋଇଛି ଏହି…

[ଭିଡିଓ] ସଫାରୀ ଜିପ୍ ଉପରେ ଆକ୍ରମଣ କଲା କ୍ରୋଧ ଜର୍ଜରିତ ହାତୀ

ଭୁବନେଶ୍ୱର: କ୍ୟାମେରାରେ କଏଦ ହୋଇଛି ମଦମସ୍ତ ଜଙ୍ଗଲି ହାତୀର ଆକ୍ରମଣର ଦୃଶ୍ୟ । କ୍ରୋଧ ଜର୍ଜରିତ ଅବସ୍ଥାରେ ଗୋଟିଏ ହାତୀ ସଫାରୀ ଜିପ୍ ଉପରେ କରିଥିଲା ଅତର୍କିତ ଆକ୍ରମଣ । ଆକ୍ରମଣର ଦୃଶ୍ୟ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଦକ୍ଷିଣ ଆଫ୍ରିକାର ସେଲାଟି ଗେମ୍…