Latest Odisha News

BREAKING NEWS

Browsing Category

ଭାଇରାଲ୍ ଭିଡିଓ

[ଭିଡିଓ] ମହାଜ୍ଞାନୀ ପାକିସ୍ତାନୀ ସୂଚନା ମନ୍ତ୍ରୀ ଫୱାଦ୍ ଚୌଧୁରୀ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅନେକ ଥର ପାକିସ୍ତାନୀ ମନ୍ତ୍ରୀଙ୍କର ମୁର୍ଖତା ସାମ୍ନାକୁ ଆସିଛି । ବେଳେବେଳେ କିଛି ନଜାଣି ନବୁଝି ସେମାନେ ଏପରି କିଛି ବୟାନ୍ ଦେଇଥାନ୍ତି, ଯାହା ପରେ ତାଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଥାଏ । ନିକଟରେ ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ…

[ଭିଡିଓ] ସଙ୍ଗୀତ ସମାରୋହରେ ଉଡିଲା ବିଡାବିଡା ଟଙ୍କା

ଭୁବନେଶ୍ୱର: ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏଥିରେ କଏଦ ହୋଇଛି ସଙ୍ଗୀତ ସମାରୋହର କିଛି ଅବିଶ୍ୱସନୀୟ ଦୃଶ୍ୟ । ଜଣେ ଗାୟିକା ଗୀତ ଗାଉଥିବାବେଳେ ନିକଟରେ ଥିବା ଲୋକ ଉଡାଇଥିଲେ ବିଡାବିଡା ଟଙ୍କା । ଭିଡିଓଟି ଗୁଜରାଟରୁ ଆସିଛି । ସେଠିକାର ଚର୍ଚ୍ଚିତ ଗାୟିକା…

[ଭିଡିଓ] ଭାଙ୍ଗିଲା ପ୍ରଭୁ କୃଷ୍ଣଙ୍କ ମୂର୍ତ୍ତି, ସଜାଡିବାକୁ ଡାକ୍ତରଖାନା ପହଂଚିଲେ ପୂଜକ

ଭୁବନେଶ୍ୱର: ପୁରାଣ ଓ ଶାସ୍ତ୍ର ଅନୁଯାୟୀ ଦିଅଁଙ୍କୁ ବି ଜ୍ୱର ହୋଇଥାଏ । ଏଥିପାଇଁ ରହିଛି ନାନା ନୀତି ନିୟମ । ତେବେ କୌଣସି ଦେବାଦେବୀ ଆହତ କାରଣରୁ ଡାକ୍ତରଖାନା ଯିବା ବୋଧ ହୁଏ ଆପଣ କେବେ ଦେଖିନଥିବେ କିମ୍ବା ଶୁଣିନଥିବେ । ହେଲେ ଓଡିଶାଠୁ ଦୂରରେ ଥିବା ଉତ୍ତରପ୍ରଦେଶରେ ଏପରି ଏକ ଘଟଣା…

[ଭିଡିଓ] ବାରଣାସୀ ରାସ୍ତାରେ ଭିକ ମାଗୁଛନ୍ତି ବିଏସ୍‌ସି ଗ୍ରାଜୁଏଟ୍ ମହିଳା !

ଭୁବନେଶ୍ୱର: ଭଲ ଶିକ୍ଷା, ପରିବାରର ବ୍ୟକଗ୍ରାଉଣ୍ଡ ଓ ଉଚ୍ଚ ପାଉଣାଯୁକ୍ତ ଚାକିରୀ ଉପରେ ନିର୍ଭର ଆମ ଜୀବନର ମାପଦଣ୍ଡ । ହେଲେ ବେଳେବେଳେ ଆମ ଜୀବନ ଅପ୍ରତ୍ୟଶିତ ଭାବେ ଧାରା ପରିବର୍ତ୍ତନ କରିଥାଏ । ସବୁ ଥାଇ ବି ପାଖରେ କେହି ନଥାନ୍ତି । ଉଦାହରଣ ସ୍ୱରୂପ ଶିକ୍ଷାଗତ ଯୋଗ୍ୟତା ଥାଇ ସୁଦ୍ଧା ଅନେକ…

[ଭିଡିଓ] ଅବକାରୀ ଅଧିକାରୀ କହିଲେ, “ମଦୁଆ ସତ କୁହନ୍ତି”

ଭୁବନେଶ୍ୱର: ଭାରତରେ ମଦ ପିଉଥିବା ସମସ୍ତ ବ୍ୟକ୍ତି ସତ କୁହନ୍ତି । ସର୍ବସମ୍ମୁଖରେ ଗଣମାଧ୍ୟମରେ କିଛି ଏପରି ମନ୍ତବ୍ୟ ଦେଇ ଜଣେ ବରିଷ୍ଠ ଅବକାରୀ ଅଧିକାରୀ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଖାଲି ଚର୍ଚ୍ଚା ନୁହେଁ ବରଂ ଅବକାରୀ ଅଧିକାରୀଙ୍କ ଭିଡିଓଟି ମଧ୍ୟ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ…

[ଭିଡିଓ] ଚାଲାକ ହାତୀର ଚକିତକର କାରନାମା

ଭୁବନେଶ୍ୱର: ସାଧାରଣତଃ ହାତୀ ବୁଦ୍ଧିଆ ଓ ସମ୍ବେଦନଶୀଳ ଜନ୍ତୁ ଭାବେ ପରିଗଣିତ । ସେମାନଙ୍କ ନିକଟରେ ବିଚକ୍ଷଣ ସ୍ମୃତିଶକ୍ତି ରହିଛି । ସୋସିଆଲ ମିଡିଆରେ ଗୋଟିଏ ହାତୀର କାରନାମା ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭଡିଓରେ ଗୋଟିଏ ହାତୀ ମଣିଷଙ୍କୁ ନକଲ କରି ଲୁହାର ବାଡ ଡେଇଁବାରେ…

[ଭିଡିଓ] ଜେସିବି ଚଢାଇ ମହିଳାଙ୍କୁ ହତ୍ୟା ଉଦ୍ୟମ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଯେଉଁଥିରେ ଜେସିବି ଚାଳକ ଜଣେ ମହିଳାଙ୍କୁ ମାରିବାକୁ ଉଦ୍ୟମ କରିଥିଲା । ହେଲେ ସୌଭାଗ୍ୟବଶତଃ ମହିଳା ଜଣକ ବର୍ତ୍ତିଯାଇଥିଲେ । ତେବେ ପରେ ସେ ପ୍ରତି ଆକ୍ରମଣ କରିବାକୁ ପଛାଇନଥିଲେ । ରାଜସ୍ଥାନ ବର୍ମେରରୁ…

[ଭିଡିଓ] ଖୋଲିଲା ସ୍କୁଲ, ବ୍ୟାଣ୍ଡ ବାଜା ଧରି ପହଂଚିଗଲେ ଅଭିଭାବକ

ନୂଆଦିଲ୍ଲୀ: କରୋନା ମହାମାରୀରେ ଲୋକେ ଭୟଭୀତ ହୋଇପଡିଥିଲେ । ହେଲେ ଏବେ ଧୀରେଧୀରେ ସାଧାରଣ ସ୍ଥିତିକୁ ଫେରୁଛି ଲୋକଙ୍କ ମାନସିକତା । ପାଖାପାଖି ୨୦ ମାସ ପରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଫେରିଛନ୍ତି । ଏହି ଖୁସୀରେ ଅଭିଭାବକମାନେ ବ୍ୟାଣ୍ଡ ବାଜା ବଜାଇ ସେମାନଙ୍କୁ ପିଲାମାନଙ୍କୁ ସ୍କୁଲ…

[ଭିଡିଓ] ନଡିଆ ଗଛରେ ଚଢି ସମସ୍ତଙ୍କୁ ଚକମା ଦେଲା ବିରାଟକାୟ ଅଜଗର

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅଜଗର ସାପର ଏକ ଭିଡିଓ ବହୁଳମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଓଜନଦାର ବିରାଟକାୟ ଅଜଗର ସାପଟି କୁଣ୍ଡଳୀ ମାରି ଚଢିବାରେ ଦେଖାଯାଇଛି । ଏହି ଭିଡିଓଟି କେବେ ଓ କେଉଁଠୁ ଆସିଛି ତାହା ସ୍ପଷ୍ଟ ହୋଇପାରିନି । ଦକ୍ଷିଣ-ପୂର୍ବ ଏସିଆରେ ଏହି ଘଟଣାଟି…

ପୋଷା ସାପକୁ ଯୁବତୀଙ୍କ ଚୁମ୍ବନ, ଲୋକେ ଦେଖି ଛାନିଆଁ

ଭୁବନେଶ୍ୱର: ସାପକୁ ଦେଖିଲେ ପ୍ରାୟ ସମସ୍ତେ ଭୟଭୀତ ହୋଇଥାନ୍ତି । ବିଷାକ୍ତ ହେଉ ଅବା ସାଧାରଣ ସାପ । ସାପକୁ ଦେଖିଲା ଲୋକେ ଧାଁ ଦଉଡ କରିଥାନ୍ତି । ହେଲେ ଆପଣ କେବେ ସାପକୁ ପାଳିବାକୁ ଚେଷ୍ଟା କରିଛନ୍ତି କି ? ଅଥଚ ଭାରତରେ ଏଭଳି ସୁବିଧା ସହଜରେ ମିଳେନାହିଁ । ତେବେ ଏପରି ପ୍ରଶ୍ନ କରିବା ପଛରେ…