Latest Odisha News

BREAKING NEWS

କୃଷି ବିଲକୁ ବିରୋଧ: ଦିଲ୍ଲୀ ରାଜପଥରେ ଟ୍ରାକ୍ଟର ଜାଳିଦେଲେ କଂଗ୍ରେସ କର୍ମକର୍ତ୍ତା

ନୂଆଦିଲ୍ଲୀ: କୃଷି ବିଲକୁ ନେଇ ସାରା ଦେଶରେ ଜାରି ରହିଛି ବିରୋଧ ପ୍ରଦର୍ଶନ । ଦିଲ୍ଲୀରୁ ପଞ୍ଜାବ ଯାଏ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଆଜି ଦେଶର ରାଜଧାନୀ ଦିଲ୍ଲୀର ଦିଲ୍ କୁହାଯାଉଥିବା ରାଜପଥରେ ବିରୋଧରେ ପ୍ରଦର୍ଶନ ବେଳେ ଚାଷୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏକ ଟ୍ରାକ୍ଟରରେ…

ଗଞ୍ଜାମ ଜିଲ୍ଲାର ଶରଣ ଶ୍ରୀକ୍ଷେତ୍ର; ଯେଉଁଠି ୩୦ ମାସ ଯାଏଁ ଲୁଚି ରହିଥିଲେ ଜଗନ୍ନାଥ !

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଶରଣ ଶ୍ରୀକ୍ଷେତ୍ର । ଆଠଗଡ଼ ପାଟଣାଠାରେ ଅବସ୍ଥିତ ପ୍ରାଚୀନ ଦୁର୍ଗସମୂହ ଖିଲାଡ଼ି, ପାଣ୍ଡିରିପଡ଼ା, ବତପଙ୍କଳବାଡ଼ି, ଶିକୁଳା, ଘାଟିପାରି, ଜକର ଯମୁନା, ରୁମାଗଡ଼, ଓପାଟିଗଡ଼କୁ ନେଇ ଗଠିତ । ଏହା ଶରଣ ଶ୍ରୀକ୍ଷେତ୍ର, ଗୁପ୍ତଗଡ଼ ଓ ଅଷ୍ଟଗଡ଼ ଭାବେ ଜଣା ।…

ମାତିଲେ ମାଓବାଦୀ, ମାଓ ଇନ୍‌ଫର୍ମର ସନ୍ଦେହରେ ଯବକଙ୍କୁ ହତ୍ୟା

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଜାଙ୍ଗଲା ଗାଁର ବିଜୟ ପସରା । ଗତକାଲି ହତ୍ୟା କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତ ୨୫ ତାରିଖ…

୬୦ ଲକ୍ଷ ଟପିଲା ଦେଶରେ କରୋନା କେସ, ମହାମାରୀରେ ନେଲାଣି ୯୫ ହଜାର ମୁଣ୍ଡ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା କାୟା । ପ୍ରତିଦିନି ୮୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ୬୦ ଲକ୍ଷ ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୮୨ ହଜାର ୧୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୦ ଲକ୍ଷ ୭୪ ହଜାର…

୬୦ କେଜିରୁ ଅଧିକ ଗଞ୍ଜେଇ ଜବତ, ୫ ଗିରଫ

ବାଲିଗୁଡା: ଚୋରା ଚାଲାଣ ବେଳେ ଧରା ପଡ଼ିଲା ବିପୁଳ ପରିମାଣର ଗଞ୍ଜେଇ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଲିସ୍ ମହାସିଙ୍ଗ ଅଞ୍ଚଳରୁ ୬୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି। ଏଥିସହ ପୋଲିସ ୫ ଗଂଜେଇ ବେପାରୀଙ୍କୁ ଗିରଫ କରିଛି । ଗିରଫ ଗଞ୍ଜେଇ  ବେପାରୀଙ୍କ ମଧ୍ୟରୁ  ଜଣେ ମଧ୍ୟପ୍ରଦେଶ ଅଞ୍ଚଳର…

୯୧ ବର୍ଷରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର

ମୁମ୍ବାଇ: ଭଏସ୍ ଅଫ୍ ଇଣ୍ଡିଆ । ବଲିଉଡରେ ସାତ ଦଶନ୍ଦିର ଦବଦବା । କୋକିଳ କଣ୍ଠି, ସୁର ସାମ୍ରାଜ୍ଞୀ । ୩୬ଟି ଭାଷାରେ ୫୦ ହଜାରରୁ ଅଧିକ ଗୀତ ଗାଇଥିବା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଆଜି ହେଉଛି ଜନ୍ମ ଦିବସ । ସେ ୯୧ ବର୍ଷ ବୟସରେ ପାଦ ରଖିଛନ୍ତି । ମଧ୍ୟପ୍ରଦେଶ ଇନ୍ଦୋରରେ ୧୯୨୯ ମସିହା ଆଜିର…

କରନ ଜୋହରଙ୍କ ପାର୍ଟି ଭିଡିଓ ଅସଲି ଓ ଅନ୍ ଏଡିଟେଡ୍, ତଦନ୍ତ କରିବ NCB !

ମୁମ୍ବାଇ: ବଲିଉଡ୍ ପ୍ରଯୋଜକ ତଥା ନିର୍ଦ୍ଦେଶକ କରନ ଜୋହରଙ୍କ ଘରେ ହେଉଥିବା ପାର୍ଟିରେ ଡ୍ରଗ୍ସ ସେବନ ହେଉଥିଲା କି ? ଭିଡିଓ ଭାଇରାଲ୍ ପରେ ଚର୍ଚ୍ଚା ଜୋର ଧରିଥିଲା । ଏବେ ସେହି ଭିଡିଓକୁ ନେଇ ଖୋଳତାଡ ଚଳାଇଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । କରନ ଜୋହରଙ୍କ ପାର୍ଟି ଉପରେ ଏବେ ଏନସିବିର ନଜର…

ଆଜି ପ୍ରକାଶ ପାଇବ ଯୁକ୍ତ ୩ ପ୍ରଥମ ମେରିଟ୍ ଲିଷ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ୩ ଆଡମିଶନର ପ୍ରଥମ ମେରିଟ୍ ଲିଷ୍ଟ । ଆଜି ହିଁ ସାମ୍ସ ଆକାଉଂଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରିବେ ଛାତ୍ରଛାତ୍ରୀ । ରାଜ୍ୟରେ ପ୍ରାୟ ୧୦୨୯ଟି କଲେଜ ପାଇଁ ୨ଲକ୍ଷ ୧୨ ହଜାର ୯୮୮ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଅକ୍ଟୋବର ୮ରେ ଦ୍ୱିତୀୟ ମେରିଟ…

ବିଶ୍ୱରେ ୧୦ ଲକ୍ଷ ଟପିଲା କରୋନା ଡେଥ୍, ଆମେରିକାରେ ମହମାରୀର ତାଣ୍ଡବ

ନୂଆଦିଲ୍ଲୀ: ସାରା ବିଶ୍ୱକୁ କବଳିତ କରିଛି କରୋନା । ମହାମାରୀ ରଚୁଛି ମୃତ୍ୟୁର ତାଣ୍ଡବ । ସାରା ବିଶ୍ୱରେ ୧୦ ଲକ୍ଷ ଟପିଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୨ ହଜାର ୩୮୯ ଆକ୍ରାନ୍ତ ପ୍ରାଣ ହରାଇଲେଣି । ଆମେରିକାରେ ସ୍ଥିତି ସଙ୍ଗୀନ । ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ଏକ ନମ୍ବର…

ସର୍ବସାଧାରଣଙ୍କ ପାଇଁ ବନ୍ଦ ହେଲା ତାପଙ୍ଗ ହାତିଆ ମୁଣ୍ଡିଆ

ଭୁବନେଶ୍ୱର: ବେଶ୍ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆ ପଥରଖଣି ଅଂଚଳ ଏବେ ସର୍ବସାଧାରଣଙ୍କ ପାଇଁ ବନ୍ଦ ହୋଇଛି । ଏହି ଅଂଚଳକୁ ଜିଲ୍ଲା ପ୍ରଶାସନ ନିଷିଦ୍ଧାଂଚଳ ଘୋଷଣା କରିଛନ୍ତି । ଏହି ଅଂଚଳକୁ ଲୋକମାନେ ଟୁରିଷ୍ଟ ପ୍ଲେସ ଭାବି…